ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଗୁଗୁଲ୍‌ କ୍ରୋମ୍‌ରେ ତ୍ରୁଟି; ସତର୍କ ରହିବାକୁ ୟୁଜର୍ସଙ୍କୁ ସରକାରଙ୍କ ଚେତାବନୀ

The Sakala Picture
Published On

ନୂଆଦିଲ୍ଲୀ: ଗୁଗୁଲ୍‌ କ୍ରୋମ ହେଉଛି ବର୍ତ୍ତମାନ ସମୟରେ ଦୁନିଆର ସବୁଠାରୁ ଲୋକପ୍ରିୟ ଓ୍ବେବ-ବ୍ରାଉଜର। ମୋବାଇଲ୍‌, ଲାପଟପ କିମ୍ବା କମ୍ପ୍ୟୁଟରରେ ବ୍ରାଉଜିଂ ପାଇଁ ପ୍ରାୟ ଅଧିକାଂଶ ୟୁଜର୍ସ ଗୁଗ୍‌ଲ କ୍ରୋମ ବ୍ୟବହାର କରିଥାନ୍ତି। ଅପରପକ୍ଷେ ଗୁଗୁଲ୍‌ କ୍ରୋମ୍‌ରେ ତ୍ରୁଟି ପାଇଁ ଗୁଗ୍‌ଲ କ୍ରୋମ୍‌ର ୟୁଜର୍ସଙ୍କୁ କେନ୍ଦ୍ର ସରକାର ଚେତାବନୀ ଦେଇଛନ୍ତି। ଆଇଟି ମନ୍ତ୍ରାଳୟର ଇଣ୍ଡିଆନ୍‌ କମ୍ପ୍ୟୁଟର ଏମରଜେନ୍ସି ରେସପନ୍ସ ଟିମ୍‌(ସିଇଆର୍‌ଟି-ଇନ୍‌)ପକ୍ଷରୁ ଏହି ଚେତାବନୀ ଦିଆଯାଇଛି। ସିଇଆର୍‌ଟି-ଇନ୍‌ ଅନୁଯାୟୀ, ଗୁଗ୍‌ଲ କ୍ରୋମରେ କିଛି ତ୍ରୁଟି ଦେଖିବାକୁ ମିଳିଛି, ଯେଉଁ କାରଣରୁ […]

ନୂଆଦିଲ୍ଲୀ: ଗୁଗୁଲ୍‌ କ୍ରୋମ ହେଉଛି ବର୍ତ୍ତମାନ ସମୟରେ ଦୁନିଆର ସବୁଠାରୁ ଲୋକପ୍ରିୟ ଓ୍ବେବ-ବ୍ରାଉଜର। ମୋବାଇଲ୍‌, ଲାପଟପ କିମ୍ବା କମ୍ପ୍ୟୁଟରରେ ବ୍ରାଉଜିଂ ପାଇଁ ପ୍ରାୟ ଅଧିକାଂଶ ୟୁଜର୍ସ ଗୁଗ୍‌ଲ କ୍ରୋମ ବ୍ୟବହାର କରିଥାନ୍ତି। ଅପରପକ୍ଷେ ଗୁଗୁଲ୍‌ କ୍ରୋମ୍‌ରେ ତ୍ରୁଟି ପାଇଁ ଗୁଗ୍‌ଲ କ୍ରୋମ୍‌ର ୟୁଜର୍ସଙ୍କୁ କେନ୍ଦ୍ର ସରକାର ଚେତାବନୀ ଦେଇଛନ୍ତି। ଆଇଟି ମନ୍ତ୍ରାଳୟର ଇଣ୍ଡିଆନ୍‌ କମ୍ପ୍ୟୁଟର ଏମରଜେନ୍ସି ରେସପନ୍ସ ଟିମ୍‌(ସିଇଆର୍‌ଟି-ଇନ୍‌)ପକ୍ଷରୁ ଏହି ଚେତାବନୀ ଦିଆଯାଇଛି। ସିଇଆର୍‌ଟି-ଇନ୍‌ ଅନୁଯାୟୀ, ଗୁଗ୍‌ଲ କ୍ରୋମରେ କିଛି ତ୍ରୁଟି ଦେଖିବାକୁ ମିଳିଛି, ଯେଉଁ କାରଣରୁ ହ୍ୟାକମାନେ ଏହାର ଫାଇଦା ଉଠାଇ ସହଜରେ କମ୍ପ୍ୟୁଟରଗୁଡିକୁ ହ୍ୟାକ୍‌ କରିପାରିବେ। ଏହି ଚେତାବନୀ କେବଳ ଡେକ୍ସଟପ୍‌ ୟୁଜର୍ସଙ୍କ ପାଇଁ ଜାରି କରାଯାଇଛି। ସିଇଆର୍‌ଟି-ଇନ୍‌ ପୂର୍ବରୁ ଆପଲ ଆଇଓଏସ, ଆପଲ ଆଇପ୍ୟାଡ ଏବଂ ମାକୋସରେ ତ୍ରୁଟି ବିଷୟରେ ଚେତାବନୀ ଦେଇଥିଲା। ହ୍ୟାକିଂକୁ ଏଡାଇବା ପାଇଁ ୟୁଜର୍ସମାନେ ପ୍ରଥମେ ସେମାନଙ୍କର ଗୁଗ୍‌ଲ କ୍ରୋମ୍‌ର ଲାଟେଷ୍ଟ ଭର୍ସନ ଅପଡେଟ୍‌ କରିବା ଆବଶ୍ୟକ। ଆହୁରି ମଧ୍ୟ ୟୁଜରମାନେ କୌଣସି ଅଜ୍ଞାତ ଲିଙ୍କ୍‌ରେ କ୍ଲିକ୍‌ କରିବା ଏବଂ ଅଜ୍ଞାତ ଭିଜିଟ କରିବାଠାରୁ ଦୂରେଇ ରହିବା ଉଚିତ।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରୁ କାହିଁକି ହଟୁଛି ପୋଷ୍ଟ? ସେନ୍ସରସିପ୍ ଗୁଜବ ଉପରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଖୁଲାସା

22 Aug 2022 By The Sakala

ଗୁଗୁଲ୍‌ କ୍ରୋମ୍‌ରେ ତ୍ରୁଟି; ସତର୍କ ରହିବାକୁ ୟୁଜର୍ସଙ୍କୁ ସରକାରଙ୍କ ଚେତାବନୀ

ନୂଆଦିଲ୍ଲୀ: ଗୁଗୁଲ୍‌ କ୍ରୋମ ହେଉଛି ବର୍ତ୍ତମାନ ସମୟରେ ଦୁନିଆର ସବୁଠାରୁ ଲୋକପ୍ରିୟ ଓ୍ବେବ-ବ୍ରାଉଜର। ମୋବାଇଲ୍‌, ଲାପଟପ କିମ୍ବା କମ୍ପ୍ୟୁଟରରେ ବ୍ରାଉଜିଂ ପାଇଁ ପ୍ରାୟ ଅଧିକାଂଶ ୟୁଜର୍ସ ଗୁଗ୍‌ଲ କ୍ରୋମ ବ୍ୟବହାର କରିଥାନ୍ତି। ଅପରପକ୍ଷେ ଗୁଗୁଲ୍‌ କ୍ରୋମ୍‌ରେ ତ୍ରୁଟି ପାଇଁ ଗୁଗ୍‌ଲ କ୍ରୋମ୍‌ର ୟୁଜର୍ସଙ୍କୁ କେନ୍ଦ୍ର ସରକାର ଚେତାବନୀ ଦେଇଛନ୍ତି। ଆଇଟି ମନ୍ତ୍ରାଳୟର ଇଣ୍ଡିଆନ୍‌ କମ୍ପ୍ୟୁଟର ଏମରଜେନ୍ସି ରେସପନ୍ସ ଟିମ୍‌(ସିଇଆର୍‌ଟି-ଇନ୍‌)ପକ୍ଷରୁ ଏହି ଚେତାବନୀ ଦିଆଯାଇଛି। ସିଇଆର୍‌ଟି-ଇନ୍‌ ଅନୁଯାୟୀ, ଗୁଗ୍‌ଲ କ୍ରୋମରେ କିଛି ତ୍ରୁଟି ଦେଖିବାକୁ ମିଳିଛି, ଯେଉଁ କାରଣରୁ ହ୍ୟାକମାନେ ଏହାର ଫାଇଦା ଉଠାଇ ସହଜରେ କମ୍ପ୍ୟୁଟରଗୁଡିକୁ ହ୍ୟାକ୍‌ କରିପାରିବେ। ଏହି ଚେତାବନୀ କେବଳ ଡେକ୍ସଟପ୍‌ ୟୁଜର୍ସଙ୍କ ପାଇଁ ଜାରି କରାଯାଇଛି। ସିଇଆର୍‌ଟି-ଇନ୍‌ ପୂର୍ବରୁ ଆପଲ ଆଇଓଏସ, ଆପଲ ଆଇପ୍ୟାଡ ଏବଂ ମାକୋସରେ ତ୍ରୁଟି ବିଷୟରେ ଚେତାବନୀ ଦେଇଥିଲା। ହ୍ୟାକିଂକୁ ଏଡାଇବା ପାଇଁ ୟୁଜର୍ସମାନେ ପ୍ରଥମେ ସେମାନଙ୍କର ଗୁଗ୍‌ଲ କ୍ରୋମ୍‌ର ଲାଟେଷ୍ଟ ଭର୍ସନ ଅପଡେଟ୍‌ କରିବା ଆବଶ୍ୟକ। ଆହୁରି ମଧ୍ୟ ୟୁଜରମାନେ କୌଣସି ଅଜ୍ଞାତ ଲିଙ୍କ୍‌ରେ କ୍ଲିକ୍‌ କରିବା ଏବଂ ଅଜ୍ଞାତ ଭିଜିଟ କରିବାଠାରୁ ଦୂରେଇ ରହିବା ଉଚିତ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର