ହ୍ବାଟ୍ସଆପରେ ଆସୁଛି ନୂଆ ଅପଡେଟ୍: ଯେକୌଣସି ସମୟରେ ଡିଲିଟ୍ କରିପାରିବେ ମେସେଜ

The Sakala Picture
Published On

ନୂଆଦିଲ୍ଲୀ: ହ୍ବାଟ୍ସଅପ ନିଜର ‘ଡିଲିଟ ଫର ଏଭ୍ରିୱାନ’ ଫିଚରରେ ନୂଆ ଅପଡେଟ୍ ଆଣୁଛି। ଏହି ଅପଡେଟ୍ ପରେ ପଠାଇଥିବା ମେସେଜକୁ ଯେକୌଣସି ମୁହୁର୍ତ୍ତରେ ଡିଲିଟ କରିପାରିବେ । ଏବେ ଏହି ଫିଚର ପାଇଁ ୬୮ ମିନିଟ୍ ସମୟସୀମା ରହିଛି। କମ୍ପାନୀ ୨୦୧୭ରେ ଏହି ନିୟମକୁ ଲାଗୁ  କରିଥିଲା। ଏହା ପରଠାରୁ ସମୟସୀମାକୁ ନେଇ ଅନେକ ଥର ଅପଡେଟ୍ ଆସିଛି। ବର୍ତ୍ତମାନ ପଠାଇଥିବା ମେସେଜକୁ ଡିଲିଟ  କରିବା ପାଇଁ ‘ଡିଲିଟ ଫର ମି’ ଏବଂ ‘ଡିଲିଟ୍ ଫର ଏଭ୍ରିୱାନ […]

ନୂଆଦିଲ୍ଲୀ: ହ୍ବାଟ୍ସଅପ ନିଜର ‘ଡିଲିଟ ଫର ଏଭ୍ରିୱାନ’ ଫିଚରରେ ନୂଆ ଅପଡେଟ୍ ଆଣୁଛି। ଏହି ଅପଡେଟ୍ ପରେ ପଠାଇଥିବା ମେସେଜକୁ ଯେକୌଣସି ମୁହୁର୍ତ୍ତରେ ଡିଲିଟ କରିପାରିବେ । ଏବେ ଏହି ଫିଚର ପାଇଁ ୬୮ ମିନିଟ୍ ସମୟସୀମା ରହିଛି। କମ୍ପାନୀ ୨୦୧୭ରେ ଏହି ନିୟମକୁ ଲାଗୁ  କରିଥିଲା। ଏହା ପରଠାରୁ ସମୟସୀମାକୁ ନେଇ ଅନେକ ଥର ଅପଡେଟ୍ ଆସିଛି। ବର୍ତ୍ତମାନ ପଠାଇଥିବା ମେସେଜକୁ ଡିଲିଟ  କରିବା ପାଇଁ ‘ଡିଲିଟ ଫର ମି’ ଏବଂ ‘ଡିଲିଟ୍ ଫର ଏଭ୍ରିୱାନ ବିକଳ୍ପ ରହିଛି। ହ୍ବାଟ୍ସଅପର ଫିଚରକୁ ଟ୍ରାକ କରୁଥିବା ସଂସ୍ଥା ଡବ୍ଲ୍ୟୁଏବେଟାଇନଫୋ ଏହାର ସ୍କ୍ରିନ ସଟ୍ ସେୟାର କରିଛି ଆଣ୍ଡ୍ରଏଡ୍ ସହିତ ଏହି ଫିଚରକୁ ଦେଖାଯାଇଛି । ତିନି ମାସ ତଳର ମେସେଜ ଡିଲିଟ କରାଯାଇଥିବା ଏଥିରେ ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ମହଙ୍ଗା ହେଲା ରୋଷେଇ ଗ୍ୟାସ୍: ଘରୋଇ ସିଲିଣ୍ଡର ପିଛା ବଢିଲା ୬୦ ଟଙ୍କା, କମର୍ସିଆଲ୍ ୧୧୫ଟଙ୍କା ବୃଦ୍ଧି

04 Nov 2021 By The Sakala

ହ୍ବାଟ୍ସଆପରେ ଆସୁଛି ନୂଆ ଅପଡେଟ୍: ଯେକୌଣସି ସମୟରେ ଡିଲିଟ୍ କରିପାରିବେ ମେସେଜ

ନୂଆଦିଲ୍ଲୀ: ହ୍ବାଟ୍ସଅପ ନିଜର ‘ଡିଲିଟ ଫର ଏଭ୍ରିୱାନ’ ଫିଚରରେ ନୂଆ ଅପଡେଟ୍ ଆଣୁଛି। ଏହି ଅପଡେଟ୍ ପରେ ପଠାଇଥିବା ମେସେଜକୁ ଯେକୌଣସି ମୁହୁର୍ତ୍ତରେ ଡିଲିଟ କରିପାରିବେ । ଏବେ ଏହି ଫିଚର ପାଇଁ ୬୮ ମିନିଟ୍ ସମୟସୀମା ରହିଛି। କମ୍ପାନୀ ୨୦୧୭ରେ ଏହି ନିୟମକୁ ଲାଗୁ  କରିଥିଲା। ଏହା ପରଠାରୁ ସମୟସୀମାକୁ ନେଇ ଅନେକ ଥର ଅପଡେଟ୍ ଆସିଛି। ବର୍ତ୍ତମାନ ପଠାଇଥିବା ମେସେଜକୁ ଡିଲିଟ  କରିବା ପାଇଁ ‘ଡିଲିଟ ଫର ମି’ ଏବଂ ‘ଡିଲିଟ୍ ଫର ଏଭ୍ରିୱାନ ବିକଳ୍ପ ରହିଛି। ହ୍ବାଟ୍ସଅପର ଫିଚରକୁ ଟ୍ରାକ କରୁଥିବା ସଂସ୍ଥା ଡବ୍ଲ୍ୟୁଏବେଟାଇନଫୋ ଏହାର ସ୍କ୍ରିନ ସଟ୍ ସେୟାର କରିଛି ଆଣ୍ଡ୍ରଏଡ୍ ସହିତ ଏହି ଫିଚରକୁ ଦେଖାଯାଇଛି । ତିନି ମାସ ତଳର ମେସେଜ ଡିଲିଟ କରାଯାଇଥିବା ଏଥିରେ ଦେଖିବାକୁ ମିଳିଛି।

https://www.thesakala.in/technology/whatsapp-could-soon-allow-you-to-delete-messages-without-any-time-limit/article-6597
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର