ଗୋଟିଏ ନମ୍ବରରୁ ଏକସଙ୍ଗେ ୪ଟି ମୋବାଇଲରେ ବ୍ୟବହାର କରିପାରିବେ ହ୍ବାଟସ୍‌ଆପ୍‌, ମାର୍କ ଜୁକରବର୍ଗଙ୍କ ବଡ଼ ଘୋଷଣା

The Sakala Picture
Published On

ନୂଆଦିଲ୍ଲୀ : ହ୍ବାଟସ୍‌ଆପ୍‌ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର। ଏଣିକି ଆପଣ ଗୋଟିଏ ନମ୍ବରରୁ ଏକସଙ୍ଗେ ୪ଟି ମୋବାଇଲରେ ବ୍ୟବହାର କରିପାରିବେ ହ୍ବାଟସ୍‌ଆପ୍‌। ଏନେଇ ମେଟା ସିଇଓ ମାର୍କ ଜୁକରବର୍ଗ ବଡ଼ ଘୋଷଣା କରିଛନ୍ତି। ମେଟା ମାଲିକାନାରେ ଥିବା ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ବାଟସ୍‌ଆପ୍‌ରେ ନୂଆ ଅପଡେଟ୍ ଆସୁଛି।  ଏହି ଅପଡେଟ୍ ପରେ ଗୋଟିଏ ନମ୍ବରରେ ଏକାସାଙ୍ଗରେ ଚାରୋଟି ଡିଭାଇସରେ ହ୍ବାଟସ୍‌ଆପ୍‌ ବ୍ୟବହାର କରାଯାଇପାରିବ। ମେଟା ସିଇଓ ମାର୍କ ଜୁକରବର୍ଗ ଫେସବୁକରେ ଲେଖିଛନ୍ତି ଯେ ଆଜିଠାରୁ ଆପଣ […]

ନୂଆଦିଲ୍ଲୀ : ହ୍ବାଟସ୍‌ଆପ୍‌ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର। ଏଣିକି ଆପଣ ଗୋଟିଏ ନମ୍ବରରୁ ଏକସଙ୍ଗେ ୪ଟି ମୋବାଇଲରେ ବ୍ୟବହାର କରିପାରିବେ ହ୍ବାଟସ୍‌ଆପ୍‌। ଏନେଇ ମେଟା ସିଇଓ ମାର୍କ ଜୁକରବର୍ଗ ବଡ଼ ଘୋଷଣା କରିଛନ୍ତି। ମେଟା ମାଲିକାନାରେ ଥିବା ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ବାଟସ୍‌ଆପ୍‌ରେ ନୂଆ ଅପଡେଟ୍ ଆସୁଛି।  ଏହି ଅପଡେଟ୍ ପରେ ଗୋଟିଏ ନମ୍ବରରେ ଏକାସାଙ୍ଗରେ ଚାରୋଟି ଡିଭାଇସରେ ହ୍ବାଟସ୍‌ଆପ୍‌ ବ୍ୟବହାର କରାଯାଇପାରିବ। ମେଟା ସିଇଓ ମାର୍କ ଜୁକରବର୍ଗ ଫେସବୁକରେ ଲେଖିଛନ୍ତି ଯେ ଆଜିଠାରୁ ଆପଣ ସମାନ ହ୍ବାଟସ୍‌ଆପ୍‌ ଆକାଉଣ୍ଟକୁ ସର୍ବାଧିକ ଚାରିଟି ଫୋନରେ ଲଗ୍ଇନ୍ କରିପାରିବେ।

ଅନେକ ସମୟ ଧରି ଏହି ଫିଚର୍ସ ବାବଦରେ ଚର୍ଚ୍ଚା ହୋଇଆସୁଥିଲା । ୟୁଜର୍ସମାନେ ଫେସ୍‌ବୁକ୍‌ ଭଳି ହ୍ୱାଟସଆପ ଫିଚର୍ସ ଆଣିବାକୁ ଦାବି କରୁଥିଲେ। ଯାହାପରେ ୟୁଜର୍ସଙ୍କ ସୁବିଧାକୁ ଦୃଷ୍ଟିରେ ରଖି ହ୍ୱାଟସଆପ ନୂଆ ନୂଆ ଫିଚର୍ସ ଏବଂ ଅପଡେଟ୍ ଆଣିଛି।ମେଟାର ସିଇଓ ମାର୍କ ଜୁକରବର୍ଗ ନୂଆ ଫିଚର୍ସ ବାବଦରେ ଘୋଷଣା କରିଛନ୍ତି । ବର୍ତ୍ତମାନ ୟୁଜର୍ସ ଏକାସାଥିରେ ହ୍ୱାଟସଆପ ଆକାଉଣ୍ଟକୁ ୪ଟି ସ୍ମାର୍ଟଫୋନରେ ଲଗଅନ କରିପାରିବେ । ଗୋଟିଏ ହ୍ୱାଟସଆପ ଆକାଉଣ୍ଟକୁ ଅଲଗା ଅଲଗା ବ୍ୟବହାର ଡିଭାଇସରେ ବ୍ୟବହାର କରିପାରିବେ ।

25 Apr 2023 By The Sakala

https://www.thesakala.in/technology/now-you-can-run-your-whatsapp-account-on-four-mobiles-phones/article-21084
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର