ଭାରତରେ ଡାଉନ ହେଲା ହ୍ବାଟ୍ସଆପ୍; ଡାଉନ ଯୋଗୁଁ ଟେକ୍ସଟ, ଭଏସ୍, ଭିଡିଓ ମେସେଜ୍ ସେବା ଠପ୍

The Sakala Picture
Published On

ନୂଆଦିଲ୍ଲୀ: ଭାରତରେ ଡାଉନ ହେଲା ହ୍ବାଟ୍ସଆପ୍ । ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମ ହ୍ୱାଟ୍ସଆପ୍‌ ଦେଶର ବିଭିନ୍ନ ସ୍ଥାନରେ କାମ କରୁ ନଥିବା ସୂଚନା ମିଳିଛି। ହ୍ବାଟ୍ସଆପ୍ ଡାଉନ ଯୋଗୁଁ ଟେକ୍ସଟ, ଭଏସ୍, ଭିଡିଓ ମେସେଜ୍ ସେବା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଦେଶରେ ଗତ ଅଧଘଣ୍ଟା ଧରି ସର୍ଭର ଠପ୍ ହୋଇଯାଇଛି । ଅନେକ ଲୋକ ଏହି ଅସୁବିଧାର ସାମ୍ନା କରୁଛନ୍ତି । ଲୋକମାନେ ନା ମେସେଜ ପଠାଇପାରୁଛନ୍ତି ନା ମେସେଜ ଗ୍ରହଣ କରିପାରୁଛନ୍ତି । ୟୁଜର୍ସମାନେ […]

ନୂଆଦିଲ୍ଲୀ: ଭାରତରେ ଡାଉନ ହେଲା ହ୍ବାଟ୍ସଆପ୍ । ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମ ହ୍ୱାଟ୍ସଆପ୍‌ ଦେଶର ବିଭିନ୍ନ ସ୍ଥାନରେ କାମ କରୁ ନଥିବା ସୂଚନା ମିଳିଛି। ହ୍ବାଟ୍ସଆପ୍ ଡାଉନ ଯୋଗୁଁ ଟେକ୍ସଟ, ଭଏସ୍, ଭିଡିଓ ମେସେଜ୍ ସେବା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଦେଶରେ ଗତ ଅଧଘଣ୍ଟା ଧରି ସର୍ଭର ଠପ୍ ହୋଇଯାଇଛି । ଅନେକ ଲୋକ ଏହି ଅସୁବିଧାର ସାମ୍ନା କରୁଛନ୍ତି । ଲୋକମାନେ ନା ମେସେଜ ପଠାଇପାରୁଛନ୍ତି ନା ମେସେଜ ଗ୍ରହଣ କରିପାରୁଛନ୍ତି । ୟୁଜର୍ସମାନେ ହ୍ବାଟ୍ସଆପ୍ ରେ କୌଣସି ମେସେଜ୍‌ ପଠାଇଲେ ଏହା ଅନ୍ୟ ୟୁଜର୍ସଙ୍କ ପାଖରେ ପହଞ୍ଚି ପାରୁନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଲୋକେ ଟ୍ୱିଟରରେ ପୋଷ୍ଟ କରୁଛନ୍ତି ।

ଆହୁରି ପଢ଼ନ୍ତୁ: ଆସନ୍ତା ୧୭ ତାରିଖରେ ହୋଇପାରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ, ବାଦ୍‌ ପଡ଼ିପାରନ୍ତି ଡଜନେ ମନ୍ତ୍ରୀ

25 Oct 2022 By The Sakala

ଭାରତରେ ଡାଉନ ହେଲା ହ୍ବାଟ୍ସଆପ୍; ଡାଉନ ଯୋଗୁଁ ଟେକ୍ସଟ, ଭଏସ୍, ଭିଡିଓ ମେସେଜ୍ ସେବା ଠପ୍

ନୂଆଦିଲ୍ଲୀ: ଭାରତରେ ଡାଉନ ହେଲା ହ୍ବାଟ୍ସଆପ୍ । ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମ ହ୍ୱାଟ୍ସଆପ୍‌ ଦେଶର ବିଭିନ୍ନ ସ୍ଥାନରେ କାମ କରୁ ନଥିବା ସୂଚନା ମିଳିଛି। ହ୍ବାଟ୍ସଆପ୍ ଡାଉନ ଯୋଗୁଁ ଟେକ୍ସଟ, ଭଏସ୍, ଭିଡିଓ ମେସେଜ୍ ସେବା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଦେଶରେ ଗତ ଅଧଘଣ୍ଟା ଧରି ସର୍ଭର ଠପ୍ ହୋଇଯାଇଛି । ଅନେକ ଲୋକ ଏହି ଅସୁବିଧାର ସାମ୍ନା କରୁଛନ୍ତି । ଲୋକମାନେ ନା ମେସେଜ ପଠାଇପାରୁଛନ୍ତି ନା ମେସେଜ ଗ୍ରହଣ କରିପାରୁଛନ୍ତି । ୟୁଜର୍ସମାନେ ହ୍ବାଟ୍ସଆପ୍ ରେ କୌଣସି ମେସେଜ୍‌ ପଠାଇଲେ ଏହା ଅନ୍ୟ ୟୁଜର୍ସଙ୍କ ପାଖରେ ପହଞ୍ଚି ପାରୁନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଲୋକେ ଟ୍ୱିଟରରେ ପୋଷ୍ଟ କରୁଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର