ଆଧାରର ଅପବ୍ଯବହାର ରୋକିବା ପାଇଁ କେନ୍ଦ୍ରର ପରାମର୍ଶ: ବ୍ଯବହାର କରନ୍ତୁ ମାସ୍କେଡ୍ ଆଧାର କାର୍ଡ଼

The Sakala Picture
Published On

ନୂଆଦିଲ୍ଲୀ: ଆଧାର କାର୍ଡ଼ର ଅପବ୍ଯବହାର ରୋକିବା ପାଇଁ କେନ୍ଦ୍ର ସରକାର ପକ୍ଷରୁ ଏକ ନୂତନ ପରାମର୍ଶଦା  ଜାରି କରାଯାଇଛି। ସରକାର ଦେଶର ନାଗରିକମାନଙ୍କୁ ନିବେଦନ କରିଛନ୍ତି ଯେ ଆପଣ ଆପଣଙ୍କର ଆଧାର କାର୍ଡ଼ର ଫଟୋ କାହା ସହିତ ସେୟାର କରନ୍ତୁ ନାହିଁ। ଏହି କାରଣରୁ ଆପଣଙ୍କ ଆଧାର କାର୍ଡ଼ର ଅପବ୍ୟବହାର ହେବାର ସମ୍ଭାବନା ଅଛି ବୋଲି ସରକାର କହିଛନ୍ତି। ଆପଣଙ୍କର ଆଧାର କାର୍ଡ଼ର ଫଟୋ କପିର ଅପବ୍ୟବହାରକୁ ରୋକିବା ପାଇଁ, ଯେଉଁଠାରେ ଆବଶ୍ୟକ କେବଳ ଆଧାର କାର୍ଡ଼ର […]

ନୂଆଦିଲ୍ଲୀ: ଆଧାର କାର୍ଡ଼ର ଅପବ୍ଯବହାର ରୋକିବା ପାଇଁ କେନ୍ଦ୍ର ସରକାର ପକ୍ଷରୁ ଏକ ନୂତନ ପରାମର୍ଶଦା  ଜାରି କରାଯାଇଛି। ସରକାର ଦେଶର ନାଗରିକମାନଙ୍କୁ ନିବେଦନ କରିଛନ୍ତି ଯେ ଆପଣ ଆପଣଙ୍କର ଆଧାର କାର୍ଡ଼ର ଫଟୋ କାହା ସହିତ ସେୟାର କରନ୍ତୁ ନାହିଁ। ଏହି କାରଣରୁ ଆପଣଙ୍କ ଆଧାର କାର୍ଡ଼ର ଅପବ୍ୟବହାର ହେବାର ସମ୍ଭାବନା ଅଛି ବୋଲି ସରକାର କହିଛନ୍ତି। ଆପଣଙ୍କର ଆଧାର କାର୍ଡ଼ର ଫଟୋ କପିର ଅପବ୍ୟବହାରକୁ ରୋକିବା ପାଇଁ, ଯେଉଁଠାରେ ଆବଶ୍ୟକ କେବଳ ଆଧାର କାର୍ଡ଼ର ମାସ୍କେଡ୍ ଫଟୋ କପି ସେୟାର କରନ୍ତୁ। ଏହା ବ୍ୟତୀତ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ, ହୋଟେଲ କିମ୍ବା ଚଳଚ୍ଚିତ୍ର ପରି ଘରୋଇ ଅନୁଷ୍ଠାନ ଆଧାର କାର୍ଡ଼ର କପି ରଖିବା ପାଇଁ ହକଦାର ନୁହଁନ୍ତି।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

ମାସ୍କେଡ୍ ଆଧାର କାର୍ଡ଼ ବ୍ୟବହାର କରନ୍ତୁ:

ଆହୁରି ପଢ଼ନ୍ତୁ: କାନାଡାରେ ପଞ୍ଜାବୀ ମୂଳର ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ନାନ୍ସି ଗ୍ରେୱାଲଙ୍କ ହତ୍ୟା, ଘରେ ପଶି ଛୁରୀ ଭୁସିଲା ଦୁର୍ବୃତ୍ତ

ଆଧାର କାର୍ଡ଼ର ଜାଲିଆତିରୁ ରକ୍ଷା ପାଇବା ପାଇଁ କେବଳ ମାସ୍କେଡ୍ ଆଧାର କାର୍ଡ ବାଣ୍ଟିବାକୁ ଦେଶର ଲୋକଙ୍କୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ମାସ୍କେଡ୍ ଆଧାର କାର୍ଡ଼ରେ କେବଳ ଆଧାର ନମ୍ବରର ଶେଷ ୪ ଅଙ୍କ ଦୃଶ୍ୟମାନ ହୁଏ। ଏହାଦ୍ୱାରା ଆପଣଙ୍କ ଆଧାର କାର୍ଡ଼ ଜାଲିଆତି ହେବାର ସମ୍ଭାବନା କମିଯାଏ।

ଆହୁରି ପଢ଼ନ୍ତୁ: କୁକୁର ପରିସ୍ରା କରିବାକୁ ନେଇ ତୁମୁଳକାଣ୍ଡ; ମାଲିକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ବରିଷ୍ଠ ନାଗରିକ

କିପରି ଡାଉନଲୋଡ୍ କରିବେ ମାସ୍କେଡ୍ ଆଧାର କାର୍ଡ଼

  • ପ୍ରଥମେ https://myaadhaar.uidai.gov.in/  ୱେବସାଇଟକୁ ଓପନ କରନ୍ତୁ।
  • ୱେବସାଇଟ ଓପନ ହେବାପରେ ଆଧାରକାର୍ଡ ନମ୍ବର ସହ ସିକ୍ଯୁରିଟି କ୍ଯାପଚା ଓ ଓଟିପି ଦେଇ ଲଗଇନ କରନ୍ତୁ।
  • ଲଗ-ଇନ କଲାପରେ ଡାଉନଲୋଡ ଆଧାରକାର୍ଡ ବିକଳ୍ପ ଆସିବ ।
  • ଏହା ପରେ ମାସ୍କେଡ୍ ଆଧାର କାର୍ଡ଼ ଉପରେ କ୍ଲିକ କରି ଡାଉନ ଲୋଡ୍ କରନ୍ତୁ।
  • ଡାଉନ ଲୋଡ୍ ହେବା ପରେ କ୍ଯାପିଟାଲ ଲେଟରରେ ଆପଙ୍କ ନାଁର ପ୍ରଥମ ୪ଟି ୱାର୍ଡ ଓ ଜନ୍ମ ବର୍ଷ ଦେଇ ଓକେ କରନ୍ତୁ ।
  • ଆପଣ ଏବେ ମାସ୍କେଡ୍ ଆଧାର କାର୍ଡ଼ ଦେଖିପାରିବେ।
29 May 2022 By The Sakala

ଆଧାରର ଅପବ୍ଯବହାର ରୋକିବା ପାଇଁ କେନ୍ଦ୍ରର ପରାମର୍ଶ: ବ୍ଯବହାର କରନ୍ତୁ ମାସ୍କେଡ୍ ଆଧାର କାର୍ଡ଼

ନୂଆଦିଲ୍ଲୀ: ଆଧାର କାର୍ଡ଼ର ଅପବ୍ଯବହାର ରୋକିବା ପାଇଁ କେନ୍ଦ୍ର ସରକାର ପକ୍ଷରୁ ଏକ ନୂତନ ପରାମର୍ଶଦା  ଜାରି କରାଯାଇଛି। ସରକାର ଦେଶର ନାଗରିକମାନଙ୍କୁ ନିବେଦନ କରିଛନ୍ତି ଯେ ଆପଣ ଆପଣଙ୍କର ଆଧାର କାର୍ଡ଼ର ଫଟୋ କାହା ସହିତ ସେୟାର କରନ୍ତୁ ନାହିଁ। ଏହି କାରଣରୁ ଆପଣଙ୍କ ଆଧାର କାର୍ଡ଼ର ଅପବ୍ୟବହାର ହେବାର ସମ୍ଭାବନା ଅଛି ବୋଲି ସରକାର କହିଛନ୍ତି। ଆପଣଙ୍କର ଆଧାର କାର୍ଡ଼ର ଫଟୋ କପିର ଅପବ୍ୟବହାରକୁ ରୋକିବା ପାଇଁ, ଯେଉଁଠାରେ ଆବଶ୍ୟକ କେବଳ ଆଧାର କାର୍ଡ଼ର ମାସ୍କେଡ୍ ଫଟୋ କପି ସେୟାର କରନ୍ତୁ। ଏହା ବ୍ୟତୀତ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ, ହୋଟେଲ କିମ୍ବା ଚଳଚ୍ଚିତ୍ର ପରି ଘରୋଇ ଅନୁଷ୍ଠାନ ଆଧାର କାର୍ଡ଼ର କପି ରଖିବା ପାଇଁ ହକଦାର ନୁହଁନ୍ତି।

ମାସ୍କେଡ୍ ଆଧାର କାର୍ଡ଼ ବ୍ୟବହାର କରନ୍ତୁ:

ଆଧାର କାର୍ଡ଼ର ଜାଲିଆତିରୁ ରକ୍ଷା ପାଇବା ପାଇଁ କେବଳ ମାସ୍କେଡ୍ ଆଧାର କାର୍ଡ ବାଣ୍ଟିବାକୁ ଦେଶର ଲୋକଙ୍କୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ମାସ୍କେଡ୍ ଆଧାର କାର୍ଡ଼ରେ କେବଳ ଆଧାର ନମ୍ବରର ଶେଷ ୪ ଅଙ୍କ ଦୃଶ୍ୟମାନ ହୁଏ। ଏହାଦ୍ୱାରା ଆପଣଙ୍କ ଆଧାର କାର୍ଡ଼ ଜାଲିଆତି ହେବାର ସମ୍ଭାବନା କମିଯାଏ।

କିପରି ଡାଉନଲୋଡ୍ କରିବେ ମାସ୍କେଡ୍ ଆଧାର କାର୍ଡ଼

  • ପ୍ରଥମେ https://myaadhaar.uidai.gov.in/  ୱେବସାଇଟକୁ ଓପନ କରନ୍ତୁ।
  • ୱେବସାଇଟ ଓପନ ହେବାପରେ ଆଧାରକାର୍ଡ ନମ୍ବର ସହ ସିକ୍ଯୁରିଟି କ୍ଯାପଚା ଓ ଓଟିପି ଦେଇ ଲଗଇନ କରନ୍ତୁ।
  • ଲଗ-ଇନ କଲାପରେ ଡାଉନଲୋଡ ଆଧାରକାର୍ଡ ବିକଳ୍ପ ଆସିବ ।
  • ଏହା ପରେ ମାସ୍କେଡ୍ ଆଧାର କାର୍ଡ଼ ଉପରେ କ୍ଲିକ କରି ଡାଉନ ଲୋଡ୍ କରନ୍ତୁ।
  • ଡାଉନ ଲୋଡ୍ ହେବା ପରେ କ୍ଯାପିଟାଲ ଲେଟରରେ ଆପଙ୍କ ନାଁର ପ୍ରଥମ ୪ଟି ୱାର୍ଡ ଓ ଜନ୍ମ ବର୍ଷ ଦେଇ ଓକେ କରନ୍ତୁ ।
  • ଆପଣ ଏବେ ମାସ୍କେଡ୍ ଆଧାର କାର୍ଡ଼ ଦେଖିପାରିବେ।
https://www.thesakala.in/technology/avoid-sharing-photocopy-of-aadhaar-share-only-masked-version/article-12007
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର