ବିଶ୍ଵର ପ୍ରଥମ କ୍ରିକେଟର ଭାବରେ ୧୦୦ ମିଲିୟନ କ୍ଲବରେ ସାମିଲ ହେଲେ ବିରାଟ

The Sakala Picture
Published On

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ବଢୁଛି ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲିଙ୍କ କ୍ରେଜ । କ୍ରିକେଟର ସମସ୍ତ ଫର୍ମାଟରେ ଚତ୍ମକାର ପ୍ରଦର୍ଶନ କରିଥିବା ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଜଲୱା ସୋସିଆଲ ମିଡିଆରେ ମଧ୍ୟ ଦେଖିବାକୁ ମିଳୁଛି । ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି ଏବେ ନିଜର ସୋସିଆଲ୍ ମିଡିଆ ଆକାଉଣ୍ଟ ଜରିଆରେ ବି ଏକ ରେକର୍ଡ ଅର୍ଜନ କରିଛନ୍ତି ।ନିକଟରେ କୋହଲିଙ୍କ ଇନଷ୍ଟାଗ୍ରାମ ଫଲୋଅର୍ସ ସଂଖ୍ୟା ୧୦୦ ମିଲିୟନ ପାର୍ […]

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ବଢୁଛି ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲିଙ୍କ କ୍ରେଜ । କ୍ରିକେଟର ସମସ୍ତ ଫର୍ମାଟରେ ଚତ୍ମକାର ପ୍ରଦର୍ଶନ କରିଥିବା ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଜଲୱା ସୋସିଆଲ ମିଡିଆରେ ମଧ୍ୟ ଦେଖିବାକୁ ମିଳୁଛି । ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି ଏବେ ନିଜର ସୋସିଆଲ୍ ମିଡିଆ ଆକାଉଣ୍ଟ ଜରିଆରେ ବି ଏକ ରେକର୍ଡ ଅର୍ଜନ କରିଛନ୍ତି ।ନିକଟରେ କୋହଲିଙ୍କ ଇନଷ୍ଟାଗ୍ରାମ ଫଲୋଅର୍ସ ସଂଖ୍ୟା ୧୦୦ ମିଲିୟନ ପାର୍ କରିଛି । ଏହି ଉପଲବ୍ଧି ହାସଲ କରିବାରେ ପ୍ରଥମ ଭାରତୀୟ ଏବଂ ବିଶ୍ବର ପ୍ରଥମ କ୍ରିକେଟର ହେଉଛନ୍ତି ବିରାଟ ।

ଆହୁରି ପଢ଼ନ୍ତୁ: ଡେଟିଂ ଗୁଜବ ମଧ୍ୟରେ ଶେଫାଳି ବଗ୍ଗାଙ୍କ ସହ ନଜର ଆସିଲେ ଯୁଜବେନ୍ଦ୍ର ଚହଲ, ନୂଆ ବିଜ୍ଞାପନ ଜରିଆରେ ଏକ୍ସ-ୱାଇଫ୍ ଧନଶ୍ରୀଙ୍କୁ କଲେ ଟାର୍ଗେଟ୍!

ଆହୁରି ପଢ଼ନ୍ତୁ: ୟୁଜବେନ୍ଦ୍ର ଚହଲଙ୍କ ଅଡୁଆ ବଢ଼ିଲା: ଅଭିନେତ୍ରୀ ତାନିଆ ଚାଟାର୍ଜୀଙ୍କୁ ପଠାଇଲେ ମାନହାନି ନୋଟିସ୍

କେବଳ ପ୍ରଥମ କ୍ରିକେଟର ଭାବେ ନୁହେଁ, କୋହଲି ପ୍ରଥମ ଏସୀୟ ବ୍ୟକ୍ତି ଭାବେ ଇନଷ୍ଟାଗ୍ରାମରେ ତାଙ୍କର ଫଲୋୟର ସଂଖ୍ୟା ୧୦୦ ମିଲିୟନ୍ ପାର୍ କରିଛି । ତାଙ୍କ ପଛକୁ ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଫଲୋୟର ସଂଖ୍ୟା ୬୦.୮ ମିଲିୟନ ରହିଛି ଏବଂ ଶ୍ରଦ୍ଧା କପୁରଙ୍କ ଫଲୋୟର ସଂଖ୍ୟା ୫୮ ମିଲିୟନ ରହିଛି । କୋହଲିଙ୍କ ଆଗରେ ବିଶ୍ୱବିଖ୍ୟାତ ଫୁଟବଲ ଖେଳାଳି ରୋନାଲଡୋ ଓ ଲିଓନେଲ୍ ମେସି ଅଛନ୍ତି । ରୋନାଲଡୋଙ୍କ ଇନଷ୍ଟାଗ୍ରାମ ଫଲୋୟର ସଂଖ୍ୟା ଏବେ ୨୬୫ ମିଲିୟନ ଥିବାବେଳେ ମେସିଙ୍କ ଫଲୋୟର ସଂଖ୍ୟା ୧୮୬ ମିଲିୟନ ରହିଛି । ସେହିପରି ବ୍ରାଜିଲର ଫୁଟବଲ ଖେଳାଳି ନିଏମାରଙ୍କ ଇନଷ୍ଟାଗ୍ରାମ ଫଲୋୟର ସଂଖ୍ୟା ୧୪୭ ମିିଲିୟନ।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଶହେ ଫୁଟ୍ ତଳକୁ ଖସିଲା ବସ୍‌, ୧୫ ମୃତ

ଅନ୍ୟ ଭାରତୀୟ କ୍ରିକେଟରଙ୍କ ମଧ୍ୟରେ ମହେନ୍ଦ୍ର ସିଂ ଧୋନିଙ୍କ ୩୦.୪ ମିଲିୟନ, ରୋହିତ ଶର୍ମାଙ୍କ ୧୭.୫, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୧୬.୨, ‌ଯୁବରାଜ ସିଂ ୧୦.୬ ମିଲିୟନ ଫଲୋଅର୍ସ ଇନଷ୍ଟାଗ୍ରାମରେ ରହିଛନ୍ତି।

02 Mar 2021 By The Sakala

ବିଶ୍ଵର ପ୍ରଥମ କ୍ରିକେଟର ଭାବରେ ୧୦୦ ମିଲିୟନ କ୍ଲବରେ ସାମିଲ ହେଲେ ବିରାଟ

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ବଢୁଛି ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲିଙ୍କ କ୍ରେଜ । କ୍ରିକେଟର ସମସ୍ତ ଫର୍ମାଟରେ ଚତ୍ମକାର ପ୍ରଦର୍ଶନ କରିଥିବା ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଜଲୱା ସୋସିଆଲ ମିଡିଆରେ ମଧ୍ୟ ଦେଖିବାକୁ ମିଳୁଛି । ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି ଏବେ ନିଜର ସୋସିଆଲ୍ ମିଡିଆ ଆକାଉଣ୍ଟ ଜରିଆରେ ବି ଏକ ରେକର୍ଡ ଅର୍ଜନ କରିଛନ୍ତି ।ନିକଟରେ କୋହଲିଙ୍କ ଇନଷ୍ଟାଗ୍ରାମ ଫଲୋଅର୍ସ ସଂଖ୍ୟା ୧୦୦ ମିଲିୟନ ପାର୍ କରିଛି । ଏହି ଉପଲବ୍ଧି ହାସଲ କରିବାରେ ପ୍ରଥମ ଭାରତୀୟ ଏବଂ ବିଶ୍ବର ପ୍ରଥମ କ୍ରିକେଟର ହେଉଛନ୍ତି ବିରାଟ ।

କେବଳ ପ୍ରଥମ କ୍ରିକେଟର ଭାବେ ନୁହେଁ, କୋହଲି ପ୍ରଥମ ଏସୀୟ ବ୍ୟକ୍ତି ଭାବେ ଇନଷ୍ଟାଗ୍ରାମରେ ତାଙ୍କର ଫଲୋୟର ସଂଖ୍ୟା ୧୦୦ ମିଲିୟନ୍ ପାର୍ କରିଛି । ତାଙ୍କ ପଛକୁ ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଫଲୋୟର ସଂଖ୍ୟା ୬୦.୮ ମିଲିୟନ ରହିଛି ଏବଂ ଶ୍ରଦ୍ଧା କପୁରଙ୍କ ଫଲୋୟର ସଂଖ୍ୟା ୫୮ ମିଲିୟନ ରହିଛି । କୋହଲିଙ୍କ ଆଗରେ ବିଶ୍ୱବିଖ୍ୟାତ ଫୁଟବଲ ଖେଳାଳି ରୋନାଲଡୋ ଓ ଲିଓନେଲ୍ ମେସି ଅଛନ୍ତି । ରୋନାଲଡୋଙ୍କ ଇନଷ୍ଟାଗ୍ରାମ ଫଲୋୟର ସଂଖ୍ୟା ଏବେ ୨୬୫ ମିଲିୟନ ଥିବାବେଳେ ମେସିଙ୍କ ଫଲୋୟର ସଂଖ୍ୟା ୧୮୬ ମିଲିୟନ ରହିଛି । ସେହିପରି ବ୍ରାଜିଲର ଫୁଟବଲ ଖେଳାଳି ନିଏମାରଙ୍କ ଇନଷ୍ଟାଗ୍ରାମ ଫଲୋୟର ସଂଖ୍ୟା ୧୪୭ ମିିଲିୟନ।

ଅନ୍ୟ ଭାରତୀୟ କ୍ରିକେଟରଙ୍କ ମଧ୍ୟରେ ମହେନ୍ଦ୍ର ସିଂ ଧୋନିଙ୍କ ୩୦.୪ ମିଲିୟନ, ରୋହିତ ଶର୍ମାଙ୍କ ୧୭.୫, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୧୬.୨, ‌ଯୁବରାଜ ସିଂ ୧୦.୬ ମିଲିୟନ ଫଲୋଅର୍ସ ଇନଷ୍ଟାଗ୍ରାମରେ ରହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର