୨୯ ବର୍ଷ ପରେ ପାକିସ୍ତାନକୁ ଫେରିଲା ଆଇସିସି ଟୁର୍ଣ୍ଣାମେଣ୍ଟ

The Sakala Picture
Published On

ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି)ର ବଡ ଘୋଷଣା । ୨୯ ବର୍ଷ ପରେ ପାକିସ୍ତାନକୁ ଫେରିଛି ଆଇସିସି ଟୁର୍ଣ୍ଣାମେଣ୍ଟ । ୧୯୯୬ ଦିନିକିଆ ବିଶ୍ବକପ ଆୟୋଜନ ପରେ ପ୍ରଥମ ଥର ପାଇଁ ୨୦୨୫ରେ ଚମ୍ପିଆନ୍ସ ଟ୍ରଫି ଆୟୋଜନ କରିବ ଆଇସିସି ଟୁର୍ଣ୍ଣାମେଣ୍ଟ । ଏନେଇ ଆଜି ଆଇସିସି ପକ୍ଷରୁ ବିଦ୍ଧିବଦ୍ଧ ଭାବରେ ଘୋଷଣା କରିଛି । ଆଜି ଆଇସିସି ୨୦୨୪ରୁ ୨୦୩୧ ମସିହା ପର୍ଯ୍ୟନ୍ତ ହ୍ବାଇଟ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ହୋଷ୍ଟ କେଉଁ ଦେଶ କରିବ ତାହା […]

ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି)ର ବଡ ଘୋଷଣା । ୨୯ ବର୍ଷ ପରେ ପାକିସ୍ତାନକୁ ଫେରିଛି ଆଇସିସି ଟୁର୍ଣ୍ଣାମେଣ୍ଟ । ୧୯୯୬ ଦିନିକିଆ ବିଶ୍ବକପ ଆୟୋଜନ ପରେ ପ୍ରଥମ ଥର ପାଇଁ ୨୦୨୫ରେ ଚମ୍ପିଆନ୍ସ ଟ୍ରଫି ଆୟୋଜନ କରିବ ଆଇସିସି ଟୁର୍ଣ୍ଣାମେଣ୍ଟ । ଏନେଇ ଆଜି ଆଇସିସି ପକ୍ଷରୁ ବିଦ୍ଧିବଦ୍ଧ ଭାବରେ ଘୋଷଣା କରିଛି । ଆଜି ଆଇସିସି ୨୦୨୪ରୁ ୨୦୩୧ ମସିହା ପର୍ଯ୍ୟନ୍ତ ହ୍ବାଇଟ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ହୋଷ୍ଟ କେଉଁ ଦେଶ କରିବ ତାହା ଘୋଷଣା କରିଛି । ଏହି ୨୦୨୪ରୁ ୨୦୩୧ ମସିହା ମଧ୍ୟରେ ଆଇସିସିର ୧୧ଟି ପୂର୍ଣ୍ଣ କାଳୀନ ମେମ୍ବର ଥିବା ଦେଶ ଓ ୩ଟି ଆସୋସିଏଟ ମେମ୍ବର ଥିବା ଦେଶ ୮ଟି ଆଇସିସି ଟୁର୍ଣ୍ଣାମେଣ୍ଟ ହୋଷ୍ଟ କରିବାକୁ ଯାଉଛି । ଏଥି ମଧ୍ୟରେ ଦୁଇଟି ଦିନିକିଆ ବିଶ୍ବକପ, ଚାରୋଟି ଟି-୨୦ ବିଶ୍ବକପ ଥିବାବେଳେ ଦୁଇଟି ଚମ୍ପିଆନ୍ସ ଟ୍ରଫି ମଧ୍ୟ ରହିଛି ।

ଆହୁରି ପଢ଼ନ୍ତୁ: ଆରସିବି ବୋଲରଙ୍କୁ ଧୂଳି ଚଟାଇଲେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ, ମାତ୍ର ୨୬ ବଲରେ ଖେଳିଲେ ୭୮ ରନର ବିସ୍ଫୋରକ ପାଳି

ତେବେ ଏହି ଭିତରେ ସବୁଠାରୁ ବଡ଼ କଥା ହେଉଛି ଏହି ଆଇସିସି ଟୂର୍ଣ୍ଣାମେଣ୍ଟ ମଧ୍ୟରୁ ପାକିସ୍ତାନ ଏକ ଟୁର୍ଣ୍ଣାମେଣ୍ଟ ହୋଷ୍ଟ କରିବାକୁ ଯାଉଛି । ଦୀର୍ଘ ୨୯ ବର୍ଷ ପରେ ପାକିସ୍ତାନ ଏକ ଆଇସିସି ଟୁର୍ଣ୍ଣାମେଣ୍ଟ ହୋଷ୍ଟ କରିବ । ୨୦୨୫ରେ ହେବାକୁ ଥିବା ଆଇସିସି ଚମ୍ପିଆନ୍ସ ଟ୍ରଫି ହୋଷ୍ଟ କରିବ ପାକିସ୍ତାନ । ଶେଷ ଥର ପାଇଁ ପାକିସ୍ତାନ ୧୯୯୬ରେ ଭାରତ ସହ ମିଶି ଦିନିକିଆ ବିଶ୍ବକପ ହୋଷ୍ଟ କରିଥିଲା ।ଉକ୍ତ ବିଶ୍ଵ କପରେ ଶ୍ରୀଲଙ୍କା ଚାମ୍ପିଅନ ହୋଇଥିଲା।

ଆହୁରି ପଢ଼ନ୍ତୁ: ଚେନ୍ନାଇ ସୁପର କିଙ୍ଗସ୍ (CSK) ପାଇଁ ସଞ୍ଜୁ ସାମସନଙ୍କ ଧମାକାଦାର ଶତକ: ଟିମ୍ ଇଣ୍ଡିଆ ଭଳି ସିଏସକେକୁ ମଧ୍ୟ କରିବେ କି ଚାମ୍ପିଅନ୍?

ଆହୁରି ପଢ଼ନ୍ତୁ: ଆଇପିଏଲ୍ ଏକ 'ସିନେମା'! ରିଲି ରୁସୋଙ୍କ ମନ୍ତବ୍ୟ ଶୁଣି ପ୍ରେସ୍‌ମିଟ୍‌ରେ ହସିହସି ବେଦମ୍ ହେଲେ ଜାକବ୍ ଓରାମ୍

16 Nov 2021 By The Sakala

୨୯ ବର୍ଷ ପରେ ପାକିସ୍ତାନକୁ ଫେରିଲା ଆଇସିସି ଟୁର୍ଣ୍ଣାମେଣ୍ଟ

ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି)ର ବଡ ଘୋଷଣା । ୨୯ ବର୍ଷ ପରେ ପାକିସ୍ତାନକୁ ଫେରିଛି ଆଇସିସି ଟୁର୍ଣ୍ଣାମେଣ୍ଟ । ୧୯୯୬ ଦିନିକିଆ ବିଶ୍ବକପ ଆୟୋଜନ ପରେ ପ୍ରଥମ ଥର ପାଇଁ ୨୦୨୫ରେ ଚମ୍ପିଆନ୍ସ ଟ୍ରଫି ଆୟୋଜନ କରିବ ଆଇସିସି ଟୁର୍ଣ୍ଣାମେଣ୍ଟ । ଏନେଇ ଆଜି ଆଇସିସି ପକ୍ଷରୁ ବିଦ୍ଧିବଦ୍ଧ ଭାବରେ ଘୋଷଣା କରିଛି । ଆଜି ଆଇସିସି ୨୦୨୪ରୁ ୨୦୩୧ ମସିହା ପର୍ଯ୍ୟନ୍ତ ହ୍ବାଇଟ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ହୋଷ୍ଟ କେଉଁ ଦେଶ କରିବ ତାହା ଘୋଷଣା କରିଛି । ଏହି ୨୦୨୪ରୁ ୨୦୩୧ ମସିହା ମଧ୍ୟରେ ଆଇସିସିର ୧୧ଟି ପୂର୍ଣ୍ଣ କାଳୀନ ମେମ୍ବର ଥିବା ଦେଶ ଓ ୩ଟି ଆସୋସିଏଟ ମେମ୍ବର ଥିବା ଦେଶ ୮ଟି ଆଇସିସି ଟୁର୍ଣ୍ଣାମେଣ୍ଟ ହୋଷ୍ଟ କରିବାକୁ ଯାଉଛି । ଏଥି ମଧ୍ୟରେ ଦୁଇଟି ଦିନିକିଆ ବିଶ୍ବକପ, ଚାରୋଟି ଟି-୨୦ ବିଶ୍ବକପ ଥିବାବେଳେ ଦୁଇଟି ଚମ୍ପିଆନ୍ସ ଟ୍ରଫି ମଧ୍ୟ ରହିଛି ।

ତେବେ ଏହି ଭିତରେ ସବୁଠାରୁ ବଡ଼ କଥା ହେଉଛି ଏହି ଆଇସିସି ଟୂର୍ଣ୍ଣାମେଣ୍ଟ ମଧ୍ୟରୁ ପାକିସ୍ତାନ ଏକ ଟୁର୍ଣ୍ଣାମେଣ୍ଟ ହୋଷ୍ଟ କରିବାକୁ ଯାଉଛି । ଦୀର୍ଘ ୨୯ ବର୍ଷ ପରେ ପାକିସ୍ତାନ ଏକ ଆଇସିସି ଟୁର୍ଣ୍ଣାମେଣ୍ଟ ହୋଷ୍ଟ କରିବ । ୨୦୨୫ରେ ହେବାକୁ ଥିବା ଆଇସିସି ଚମ୍ପିଆନ୍ସ ଟ୍ରଫି ହୋଷ୍ଟ କରିବ ପାକିସ୍ତାନ । ଶେଷ ଥର ପାଇଁ ପାକିସ୍ତାନ ୧୯୯୬ରେ ଭାରତ ସହ ମିଶି ଦିନିକିଆ ବିଶ୍ବକପ ହୋଷ୍ଟ କରିଥିଲା ।ଉକ୍ତ ବିଶ୍ଵ କପରେ ଶ୍ରୀଲଙ୍କା ଚାମ୍ପିଅନ ହୋଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp