ହକି ଏସିଆନ ଚମ୍ପିଆନ୍ସ ଟ୍ରଫି: ଆଜିର ସେମିରେ ମୁହାଁମୁହିଁ ହେବେ ଭାରତ ଓ ଜାପାନ
ଢ଼ାକା: ଚଳିତ ଏସିଆନ ଚମ୍ପିଆନ୍ସ ଟ୍ରଫି ହକିରେ ଆଜି ଖେଳାଯିବ ସେମିଫାଇନାଲ । ପ୍ରଥମ ସେମିଫାଇନାଲରେ ସାଉଥ କୋରିଆ ଓ ପାକିସ୍ତାନ ମୁହାଁମୁହିଁ ହେବେ । ସେହିପରି ଦ୍ୱିତୀୟ ସେମିଫାଇନାଲରେ ମୁହାଁମୁହିଁ ହେବେ ଭାରତ ଓ ଜାପାନ। ଚଳିତ ଏସିଆନ ଚମ୍ପିଆନ୍ସ ଟ୍ରଫି ହକିରେ ବିଜୟ ଧାରା ଜାରି ରଖିବା ପାଇଁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ । ସେମିଫାଇନାଲରେ ବିଜୟ ଲାଭ କରି ଫାଇନାଲରେ ସ୍ଥାନ ପକ୍କା କରିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ । […]
ଢ଼ାକା: ଚଳିତ ଏସିଆନ ଚମ୍ପିଆନ୍ସ ଟ୍ରଫି ହକିରେ ଆଜି ଖେଳାଯିବ ସେମିଫାଇନାଲ । ପ୍ରଥମ ସେମିଫାଇନାଲରେ ସାଉଥ କୋରିଆ ଓ ପାକିସ୍ତାନ ମୁହାଁମୁହିଁ ହେବେ । ସେହିପରି ଦ୍ୱିତୀୟ ସେମିଫାଇନାଲରେ ମୁହାଁମୁହିଁ ହେବେ ଭାରତ ଓ ଜାପାନ। ଚଳିତ ଏସିଆନ ଚମ୍ପିଆନ୍ସ ଟ୍ରଫି ହକିରେ ବିଜୟ ଧାରା ଜାରି ରଖିବା ପାଇଁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ । ସେମିଫାଇନାଲରେ ବିଜୟ ଲାଭ କରି ଫାଇନାଲରେ ସ୍ଥାନ ପକ୍କା କରିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ ।
ଲିଗ୍ ପର୍ଯ୍ଯାୟରେ ଅପରାଜୟ ଧାରା ଜାରି ରଖିଥିଲା ଟିମ୍ ଇଣ୍ଡିଆ । ଲିଗ୍ ପର୍ଯ୍ଯାୟରେ ସମସ୍ତ ମ୍ୟାଚ ଜିତି ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନରେ ରହିଥିଲା ଟିମ୍ ଇଣ୍ଡିଆ । ଉଭୟ ଦଳ ୧୯ ଡିସେମ୍ବରରେ ଭାରତ ଶେଷ ଲିଗ୍ ମ୍ୟାଚରେ ଜାପାନ ସହ ମୁହାଁମୁହିଁ ହୋଇଥିଲା । ଏହି ମ୍ୟାଚରେ ଭାରତ ଏକତରଫା ଭାବରେ ଜାପାନକୁ ପରାସ୍ତ କରିଥିଲା । ଲିଗ୍ ମ୍ୟାଚର ପ୍ରଦର୍ଶନ ସେମିଫାଇନାଲରେ ଦୋହରାଇବା ପାଇଁ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ ।