ଆଇପିଏଲ ୨୦୨୨: ଫେବୃଆରୀ ୧୨ରୁ ନିଲାମ ପ୍ରକ୍ରିୟା ଆରମ୍ଭ, ସାମିଲ ହେବେ ୩୭୦ ଭାରତୀୟ ଓ ୨୨୦ ବିଦେଶୀ ଖେଳାଳୀ

The Sakala Picture
Published On

ମୁମ୍ବାଇ: ଆଇପିଏଲ ୨୦୨୨ ସଂସ୍କରଣର ମେଗା ନିଲାମ ପ୍ରକ୍ରିୟା ଫେବୃଆରୀ ୧୨ ଓ ୧୩ରେ ଆୟୋଜିତ ହେବ । ଏଥିରେ ୫୯୦ ଖେଳାଳି ସାମିଲ ହେବେ । ବିସିସିଆଇ ପକ୍ଷରୁ ଏ ନେଇ ତାଲିକା ଜାରି କରାଯାଇଛି । ପ୍ରଥମ ଥର ୧୦ଟି ଟିମ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ୩୭୦ ଭାରତୀୟ ଓ ୨୨୦ ବିଦେଶୀ ଖେଳାଳୀଙ୍କ ସମେତ ୭ ଆସୋସିଏଟ ଦେଶର ଖେଳାଳିଙ୍କୁ ନିଲାମ ପ୍ରକ୍ରିୟାରେ ସାମିଲ କରାଯିବ । ବିଭିନ୍ନ ଫ୍ରାଚାଂଇଜ ୩୩ […]

ମୁମ୍ବାଇ: ଆଇପିଏଲ ୨୦୨୨ ସଂସ୍କରଣର ମେଗା ନିଲାମ ପ୍ରକ୍ରିୟା ଫେବୃଆରୀ ୧୨ ଓ ୧୩ରେ ଆୟୋଜିତ ହେବ । ଏଥିରେ ୫୯୦ ଖେଳାଳି ସାମିଲ ହେବେ । ବିସିସିଆଇ ପକ୍ଷରୁ ଏ ନେଇ ତାଲିକା ଜାରି କରାଯାଇଛି । ପ୍ରଥମ ଥର ୧୦ଟି ଟିମ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ୩୭୦ ଭାରତୀୟ ଓ ୨୨୦ ବିଦେଶୀ ଖେଳାଳୀଙ୍କ ସମେତ ୭ ଆସୋସିଏଟ ଦେଶର ଖେଳାଳିଙ୍କୁ ନିଲାମ ପ୍ରକ୍ରିୟାରେ ସାମିଲ କରାଯିବ । ବିଭିନ୍ନ ଫ୍ରାଚାଂଇଜ ୩୩ ଖେଳାଳିଙ୍କୁ ରିଟେନ କରିଛନ୍ତି । ୨ କୋଟି ବେସ ପ୍ରାଇସରେ ୪୮, ୧.୫କୋଟିରେ ୨୦ ଓ ୧କୋଟିରେ ୩୪ ଖେଳାଳି ନିଜର ବେସ ପ୍ରାଇସ ରଖିଛନ୍ତି ।

ଆହୁରି ପଢ଼ନ୍ତୁ: ଆହତ କାରଣରୁ ଆଫଗାନିସ୍ତାନ ଦିନିକିଆରୁ ବାଦ୍ ପଡିଲେ ବିରାଟ କୋହଲି, ପ୍ରତ୍ୟାବର୍ତ୍ତନରେ ଲାଗିଲା ବ୍ରେକ୍

ତେବେ ଚଳିତ ବର୍ଷ ପାଇଁ କ୍ରିସ ଗେଲ, ମିଚେଲ ଷ୍ଟାର୍କ, ସ୍ୟାମ କରନ, ବେନ ଷ୍ଟୋକ୍ସ, ଜୋଫ୍ରା ଆର୍ଚ୍ଚର, ଜୋ ରୁଟ, କ୍ରିସ ୱକ୍ସ ନିଲାମ ପ୍ରକ୍ରିୟାରେ ନିଜକୁ ସାମିଲ କରି ନାହାନ୍ତି ।

ଆହୁରି ପଢ଼ନ୍ତୁ: ଫେସବୁକ୍ 'ହାଏ'ରୁ ଆରମ୍ଭ ହୋଇଥିଲା ସଞ୍ଜୁ ସାମସନ୍ ଏବଂ ଚାରୁଲତାଙ୍କ ପ୍ରେମ କାହାଣୀ, ଜାଣନ୍ତୁ ଟି-୨୦ ବିଶ୍ୱକପ୍ ୨୦୨୬ ହିରୋଙ୍କ ଲଭ୍ ଷ୍ଟୋରୀ

01 Feb 2022 By The Sakala

ଆଇପିଏଲ ୨୦୨୨: ଫେବୃଆରୀ ୧୨ରୁ ନିଲାମ ପ୍ରକ୍ରିୟା ଆରମ୍ଭ, ସାମିଲ ହେବେ ୩୭୦ ଭାରତୀୟ ଓ ୨୨୦ ବିଦେଶୀ ଖେଳାଳୀ

ମୁମ୍ବାଇ: ଆଇପିଏଲ ୨୦୨୨ ସଂସ୍କରଣର ମେଗା ନିଲାମ ପ୍ରକ୍ରିୟା ଫେବୃଆରୀ ୧୨ ଓ ୧୩ରେ ଆୟୋଜିତ ହେବ । ଏଥିରେ ୫୯୦ ଖେଳାଳି ସାମିଲ ହେବେ । ବିସିସିଆଇ ପକ୍ଷରୁ ଏ ନେଇ ତାଲିକା ଜାରି କରାଯାଇଛି । ପ୍ରଥମ ଥର ୧୦ଟି ଟିମ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ୩୭୦ ଭାରତୀୟ ଓ ୨୨୦ ବିଦେଶୀ ଖେଳାଳୀଙ୍କ ସମେତ ୭ ଆସୋସିଏଟ ଦେଶର ଖେଳାଳିଙ୍କୁ ନିଲାମ ପ୍ରକ୍ରିୟାରେ ସାମିଲ କରାଯିବ । ବିଭିନ୍ନ ଫ୍ରାଚାଂଇଜ ୩୩ ଖେଳାଳିଙ୍କୁ ରିଟେନ କରିଛନ୍ତି । ୨ କୋଟି ବେସ ପ୍ରାଇସରେ ୪୮, ୧.୫କୋଟିରେ ୨୦ ଓ ୧କୋଟିରେ ୩୪ ଖେଳାଳି ନିଜର ବେସ ପ୍ରାଇସ ରଖିଛନ୍ତି ।

ତେବେ ଚଳିତ ବର୍ଷ ପାଇଁ କ୍ରିସ ଗେଲ, ମିଚେଲ ଷ୍ଟାର୍କ, ସ୍ୟାମ କରନ, ବେନ ଷ୍ଟୋକ୍ସ, ଜୋଫ୍ରା ଆର୍ଚ୍ଚର, ଜୋ ରୁଟ, କ୍ରିସ ୱକ୍ସ ନିଲାମ ପ୍ରକ୍ରିୟାରେ ନିଜକୁ ସାମିଲ କରି ନାହାନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର