ଆଇପିଏଲ ୨୦୨୧: ପ୍ରଥମ ବିଜୟ ହାସଲ କଲା ସନରାଇଜର୍ସ ହାଇଦ୍ରାବାଦ
ଚେନ୍ନାଇ: ଲଗାତାର ତିନୋଟି ମ୍ଯାଚ ହାରିବା ପରେ ଶେଷରେ ଆଜି ବିଜୟର ସ୍ଵାଦ ଚାଖିଛି ସନରାଇଜର୍ସ ହାଇଦ୍ରାବାଦ। ପଞ୍ଜାବ କିଙ୍ଗ୍ସକୁ ୯ ଓ୍ଵିକେଟ୍ରେ ପରାସ୍ତ କରି ଆଇପିଏଲର ୧୪ଶ ସଂସ୍କରଣରେ ପ୍ରଥମ ବିଜୟ ହାସଲ କରିଛି ହାଇଦ୍ରାବାଦ। ଅନ୍ୟପଟେ ପଞ୍ଜାବ ହ୍ୟାଟ୍ରିକ ପରାଜୟ ସହ ପଏଣ୍ଟ ଟେବୁଲ୍ର ଶେଷ ସ୍ଥାନକୁ ଖସି ଆସିଛି। ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ୯ ଓ୍ଵିକେଟ୍ ହରାଇ ୧୨୦ ରନ କରିଥିଲା। ଜବାବରେ ସନରାଇଜର୍ସ ହାଇଦ୍ରାବାଦର ଜୋନି ବେୟାରଷ୍ଟୋଙ୍କ ଅପରାଜିତ ୬୩ […]
ଚେନ୍ନାଇ: ଲଗାତାର ତିନୋଟି ମ୍ଯାଚ ହାରିବା ପରେ ଶେଷରେ ଆଜି ବିଜୟର ସ୍ଵାଦ ଚାଖିଛି ସନରାଇଜର୍ସ ହାଇଦ୍ରାବାଦ। ପଞ୍ଜାବ କିଙ୍ଗ୍ସକୁ ୯ ଓ୍ଵିକେଟ୍ରେ ପରାସ୍ତ କରି ଆଇପିଏଲର ୧୪ଶ ସଂସ୍କରଣରେ ପ୍ରଥମ ବିଜୟ ହାସଲ କରିଛି ହାଇଦ୍ରାବାଦ। ଅନ୍ୟପଟେ ପଞ୍ଜାବ ହ୍ୟାଟ୍ରିକ ପରାଜୟ ସହ ପଏଣ୍ଟ ଟେବୁଲ୍ର ଶେଷ ସ୍ଥାନକୁ ଖସି ଆସିଛି।
ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା
ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ୯ ଓ୍ଵିକେଟ୍ ହରାଇ ୧୨୦ ରନ କରିଥିଲା। ଜବାବରେ ସନରାଇଜର୍ସ ହାଇଦ୍ରାବାଦର ଜୋନି ବେୟାରଷ୍ଟୋଙ୍କ ଅପରାଜିତ ୬୩ ରନ ସହାୟତାରେ ହାଇଦ୍ରାବାଦ ୧ ଓ୍ଵିକେଟ୍ ହରାଇ ୧୮.୪ ଓଭରରେ ବିଜୟ ହାସଲ କରିଛି।






