ସମସ୍ତ ପ୍ରକାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଅଷ୍ଟ୍ରେଲିଆର ଆରୋନ ଫିଞ୍ଚ

The Sakala Picture
Published On

ସିଡନୀ: ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଲେ ଅଧିନାୟକ ଆରୋନ ଫିଞ୍ଚ । ସମସ୍ତ ପ୍ରକାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି ଅଷ୍ଟ୍ରେଲିଆର ଟି-୨୦ ଦଳର ଅଧିନାୟକ ଆରୋନ ଫିଞ୍ଚ । ସେ ପୂର୍ବରୁ ଟେଷ୍ଟରୁ ଅବସର ଗ୍ରହଣ କରିଥିବା ବେଳେ ଗତବର୍ଷ ଦିନିକିଆ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ । ଏବେ ସେ ଟି-୨୦ରୁ ମଧ୍ୟ ଅବସର ଘୋଷଣା କରିଛନ୍ତି। ଫିଞ୍ଚ ସନ୍ନ୍ୟାସ ନେଇ ବୟାନ ଜାରି କରିଛନ୍ତି, ‘ମୋତେ ଲାଗୁଛି କି ୨୦୨୪ରେ ହେବାକୁ ଥିବା ଟି୨୦ […]

ସିଡନୀ: ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଲେ ଅଧିନାୟକ ଆରୋନ ଫିଞ୍ଚ । ସମସ୍ତ ପ୍ରକାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି ଅଷ୍ଟ୍ରେଲିଆର ଟି-୨୦ ଦଳର ଅଧିନାୟକ ଆରୋନ ଫିଞ୍ଚ । ସେ ପୂର୍ବରୁ ଟେଷ୍ଟରୁ ଅବସର ଗ୍ରହଣ କରିଥିବା ବେଳେ ଗତବର୍ଷ ଦିନିକିଆ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ । ଏବେ ସେ ଟି-୨୦ରୁ ମଧ୍ୟ ଅବସର ଘୋଷଣା କରିଛନ୍ତି। ଫିଞ୍ଚ ସନ୍ନ୍ୟାସ ନେଇ ବୟାନ ଜାରି କରିଛନ୍ତି, ‘ମୋତେ ଲାଗୁଛି କି ୨୦୨୪ରେ ହେବାକୁ ଥିବା ଟି୨୦ ବିଶ୍ୱକପ ଖେଳିପାରିବି ନାହିଁ । ତେବେ ଏବେ ସନ୍ନ୍ୟାସ ନେବାର ବିଲକୁଲ୍‌ ଠିକ୍‌ ସମୟ । ଆଉ ଟିମ୍‌ ନୂଆ ଖେଳାଳିଙ୍କୁ ସୁଯୋଗ ଦେଇ ବିଶ୍ୱକପ ପାଇଁ ପ୍ରସ୍ତୁତ କରିପାରିବେ ।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

ଫିଞ୍ଚ ପାଞ୍ଚଟି ଟେଷ୍ଟ, ୧୪୬ଟି ଦିନିକିଆ ଏବଂ ୧୦୩ ଟି-୨୦ ମ୍ୟାଚ୍ ସହିତ ମୋଟ ୨୫୪ଟି ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ଆରୋନ ଫିଞ୍ଚଙ୍କ ଅଧିନାୟକତ୍ୱରେ ଅଷ୍ଟ୍ରେଲିଆ ଟିମ୍‌ ୨୦୨୧ରେ ଟି୨୦ ବିଶ୍ୱକପ ପ୍ରଥମ ଥର ଜିତିଥିଲା । ୨୦୧୫ରେ କଙ୍ଗାରୁ ଟିମ୍‌ ଦିନିକିଆ ବିଶ୍ୱକପ୍‌ ନିଜ ନାମରେ କରିଥିଲା। ସେଥିରେ ଫିଞ୍ଚଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା ।

ଆହୁରି ପଢ଼ନ୍ତୁ: ପାନୀୟ ଜଳ ଯୋଗାଣକୁ ନେଇ ଗୃହରେ ହଙ୍ଗାମା, ଶାସକ-ବିରୋଧୀ ମୁହାଁମୁହିଁ

07 Feb 2023 By The Sakala

ସମସ୍ତ ପ୍ରକାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଅଷ୍ଟ୍ରେଲିଆର ଆରୋନ ଫିଞ୍ଚ

ସିଡନୀ: ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଲେ ଅଧିନାୟକ ଆରୋନ ଫିଞ୍ଚ । ସମସ୍ତ ପ୍ରକାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି ଅଷ୍ଟ୍ରେଲିଆର ଟି-୨୦ ଦଳର ଅଧିନାୟକ ଆରୋନ ଫିଞ୍ଚ । ସେ ପୂର୍ବରୁ ଟେଷ୍ଟରୁ ଅବସର ଗ୍ରହଣ କରିଥିବା ବେଳେ ଗତବର୍ଷ ଦିନିକିଆ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ । ଏବେ ସେ ଟି-୨୦ରୁ ମଧ୍ୟ ଅବସର ଘୋଷଣା କରିଛନ୍ତି। ଫିଞ୍ଚ ସନ୍ନ୍ୟାସ ନେଇ ବୟାନ ଜାରି କରିଛନ୍ତି, ‘ମୋତେ ଲାଗୁଛି କି ୨୦୨୪ରେ ହେବାକୁ ଥିବା ଟି୨୦ ବିଶ୍ୱକପ ଖେଳିପାରିବି ନାହିଁ । ତେବେ ଏବେ ସନ୍ନ୍ୟାସ ନେବାର ବିଲକୁଲ୍‌ ଠିକ୍‌ ସମୟ । ଆଉ ଟିମ୍‌ ନୂଆ ଖେଳାଳିଙ୍କୁ ସୁଯୋଗ ଦେଇ ବିଶ୍ୱକପ ପାଇଁ ପ୍ରସ୍ତୁତ କରିପାରିବେ ।

ଫିଞ୍ଚ ପାଞ୍ଚଟି ଟେଷ୍ଟ, ୧୪୬ଟି ଦିନିକିଆ ଏବଂ ୧୦୩ ଟି-୨୦ ମ୍ୟାଚ୍ ସହିତ ମୋଟ ୨୫୪ଟି ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ଆରୋନ ଫିଞ୍ଚଙ୍କ ଅଧିନାୟକତ୍ୱରେ ଅଷ୍ଟ୍ରେଲିଆ ଟିମ୍‌ ୨୦୨୧ରେ ଟି୨୦ ବିଶ୍ୱକପ ପ୍ରଥମ ଥର ଜିତିଥିଲା । ୨୦୧୫ରେ କଙ୍ଗାରୁ ଟିମ୍‌ ଦିନିକିଆ ବିଶ୍ୱକପ୍‌ ନିଜ ନାମରେ କରିଥିଲା। ସେଥିରେ ଫିଞ୍ଚଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା ।

https://www.thesakala.in/sports/australias-aaron-finch-announces-retirement-from-international-cricket/article-18744
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର