ମହମ୍ମଦ ସିରାଜଙ୍କ ଘାତକ ବୋଲିଂ : ଗୋଟିଏ ଓଭରରେ ନେଲେ ୪ ୱିକେଟ, ୧୩ ରନ୍‌ରେ ଶ୍ରୀଲଙ୍କାର ୬ ବ୍ୟାଟର ଆଉଟ୍‌

The Sakala Picture
Published On

କଲମ୍ବୋ: ଆର୍ ପ୍ରେମଦାସା ଷ୍ଟାଡିମୟରେ ଖେଳାଯାଉଥିବା ଏସିଆ କପ୍ ଫାଇନାଲ୍ ମ୍ୟାଚରେ ଦମ୍‌ଦାର ପଦର୍ଶନ କରୁଛି ଭାରତ। ଟସ୍‌ ହାରି ବୋଲିଂ କରୁଥିବା ଭାରତ ଉଭୟ ବୋଲିଂ ଓ ଫିଲ୍ଡିଙ୍ଗରେ ଶ୍ରୀଲଙ୍କାର ବ୍ୟାଟରଙ୍କୁ ଧରାଶାୟୀ କରିଦେଇଛି। ବର୍ତ୍ତମାନ ସୁଦ୍ଧା ଶ୍ରୀଲଙ୍କା ୬ଓଭରରେ ମାତ୍ର ୧୩ ରନ୍‌ରେ ୬ ୱିକେଟ ହରାଇ ସାରିଛି। ମହମ୍ମଦ ସିରାଜ ତାଙ୍କ ଘାତକ ବୋଲିଂରେ ଗୋଟିଏ ଓଭରରେ ଶ୍ରୀଲଙ୍କାର ୪ ଜଣ ବ୍ୟାଟରଙ୍କୁ ଆଉଟ କରିଛନ୍ତି। ଯଶପ୍ରୀତ ବୁମରାହଙ୍କ ପ୍ରଥମ ଓଭରର ତୃତୀୟ […]

କଲମ୍ବୋ: ଆର୍ ପ୍ରେମଦାସା ଷ୍ଟାଡିମୟରେ ଖେଳାଯାଉଥିବା ଏସିଆ କପ୍ ଫାଇନାଲ୍ ମ୍ୟାଚରେ ଦମ୍‌ଦାର ପଦର୍ଶନ କରୁଛି ଭାରତ। ଟସ୍‌ ହାରି ବୋଲିଂ କରୁଥିବା ଭାରତ ଉଭୟ ବୋଲିଂ ଓ ଫିଲ୍ଡିଙ୍ଗରେ ଶ୍ରୀଲଙ୍କାର ବ୍ୟାଟରଙ୍କୁ ଧରାଶାୟୀ କରିଦେଇଛି। ବର୍ତ୍ତମାନ ସୁଦ୍ଧା ଶ୍ରୀଲଙ୍କା ୬ଓଭରରେ ମାତ୍ର ୧୩ ରନ୍‌ରେ ୬ ୱିକେଟ ହରାଇ ସାରିଛି। ମହମ୍ମଦ ସିରାଜ ତାଙ୍କ ଘାତକ ବୋଲିଂରେ ଗୋଟିଏ ଓଭରରେ ଶ୍ରୀଲଙ୍କାର ୪ ଜଣ ବ୍ୟାଟରଙ୍କୁ ଆଉଟ କରିଛନ୍ତି। ଯଶପ୍ରୀତ ବୁମରାହଙ୍କ ପ୍ରଥମ ଓଭରର ତୃତୀୟ ବଲରେ କୁସଲ ପରେରା ଆଉଟ୍ କରି ଦମଦାର ପଦର୍ଶନ ଆରମ୍ଭ କରିଥିବା ବେଳେ ଏହା ପରେ ମହମ୍ମଦ ସିରାଜ ଘାତକ ବୋଲିଂ କରି ଶ୍ରୀଲଙ୍କାକୁ ନୟାନ୍ତ କରିଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ମହମ୍ମଦ ସିରାଜ ୩ ଓଭର ବୋଲିଂ କରି ଗୋଟିଏ ମେଡେନ୍‌ ଓଭର ସହ ୪ ରନ୍‌ ଦେଇ ୫ ୱିକେଟ ନେଇ ସାରିଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସର ହ୍ବିପ୍ ଜାରି: ୧୩ରୁ ୧୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ନ ଛାଡ଼ିବାକୁ ନିର୍ଦ୍ଦେଶ

କଲମ୍ବୋର ଆର୍ ପ୍ରେମଦାସା ଷ୍ଟାଡିମୟରେ ଏସିଆ କପ୍ ଫାଇନାଲ୍ ମ୍ୟାଚ୍ ଅପରାହ୍ନ ୩ ଟାରେ ଆରମ୍ଭ ହେବାର ଥିଲା କିନ୍ତୁ ବର୍ଷା କାରଣରୁ ମ୍ୟାଚରେ ବିଳମ୍ବ ହୋଇଥିଲା। ବର୍ଷା ଛାଡ଼ିବା ପରେ ଅପରାହ୍ନ ୩ଟା ୪୦ ମିନିଟରେ ଖେଳ ଆରମ୍ଭ ହୋଇଥିଲା।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ କଣ୍ଟାପଡ଼ା ତହସିଲଦାର, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ

ତେବେ ଏହି ଫାଇନାଲକୁ ଜିତି ଭାରତ ଗତ ୫ ବର୍ଷ ପରେ ଏକାଧିକ ଦେଶକୁ ନେଇ ଖେଳାଯାଉଥିବା କୌଣସି ଟୁର୍ଣ୍ଣାମେଣ୍ଟରେ ଟାଇଟଲ ଶୂନ୍ୟସ୍ଥାନ ପୂରଣ କରିବା ଲକ୍ଷ୍ୟରେ ରହିଛି। ଭାରତ ଏସିଆ କପ୍ଟାଇଟଲ୍ ୭ଥର ଜିତିଥିବା ବେଳେ ଶ୍ରୀଲଙ୍କା ୬ଥର ଏହି ଟାଇଟଲ ଜିତିଛି । ଭାରତ ୨୦୧୮ରେ ଏସିଆ କପ୍ ଜିତିଥିଲା ଏବଂ ଦଳ ଏବଂ ୫ ବର୍ଷ ପରେ ଅଷ୍ଟମଥର ଟାଇଟଲ ଜିତିବାକୁ ସମ୍ପୂର୍ଣ୍ଣ ପ୍ରୟାସ କରିବ ।

ଆହୁରି ପଢ଼ନ୍ତୁ: ମଧ୍ୟ ପ୍ରାଚ୍ୟରେ ଫସିରହିଥିବା ଓଡ଼ିଆ ଲୋକଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ସରକାରଙ୍କୁ ଅନୁରୋଧ କଲେ ନବୀନ

17 Sep 2023 By The Sakala

ମହମ୍ମଦ ସିରାଜଙ୍କ ଘାତକ ବୋଲିଂ : ଗୋଟିଏ ଓଭରରେ ନେଲେ ୪ ୱିକେଟ, ୧୩ ରନ୍‌ରେ ଶ୍ରୀଲଙ୍କାର ୬ ବ୍ୟାଟର ଆଉଟ୍‌

କଲମ୍ବୋ: ଆର୍ ପ୍ରେମଦାସା ଷ୍ଟାଡିମୟରେ ଖେଳାଯାଉଥିବା ଏସିଆ କପ୍ ଫାଇନାଲ୍ ମ୍ୟାଚରେ ଦମ୍‌ଦାର ପଦର୍ଶନ କରୁଛି ଭାରତ। ଟସ୍‌ ହାରି ବୋଲିଂ କରୁଥିବା ଭାରତ ଉଭୟ ବୋଲିଂ ଓ ଫିଲ୍ଡିଙ୍ଗରେ ଶ୍ରୀଲଙ୍କାର ବ୍ୟାଟରଙ୍କୁ ଧରାଶାୟୀ କରିଦେଇଛି। ବର୍ତ୍ତମାନ ସୁଦ୍ଧା ଶ୍ରୀଲଙ୍କା ୬ଓଭରରେ ମାତ୍ର ୧୩ ରନ୍‌ରେ ୬ ୱିକେଟ ହରାଇ ସାରିଛି। ମହମ୍ମଦ ସିରାଜ ତାଙ୍କ ଘାତକ ବୋଲିଂରେ ଗୋଟିଏ ଓଭରରେ ଶ୍ରୀଲଙ୍କାର ୪ ଜଣ ବ୍ୟାଟରଙ୍କୁ ଆଉଟ କରିଛନ୍ତି। ଯଶପ୍ରୀତ ବୁମରାହଙ୍କ ପ୍ରଥମ ଓଭରର ତୃତୀୟ ବଲରେ କୁସଲ ପରେରା ଆଉଟ୍ କରି ଦମଦାର ପଦର୍ଶନ ଆରମ୍ଭ କରିଥିବା ବେଳେ ଏହା ପରେ ମହମ୍ମଦ ସିରାଜ ଘାତକ ବୋଲିଂ କରି ଶ୍ରୀଲଙ୍କାକୁ ନୟାନ୍ତ କରିଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ମହମ୍ମଦ ସିରାଜ ୩ ଓଭର ବୋଲିଂ କରି ଗୋଟିଏ ମେଡେନ୍‌ ଓଭର ସହ ୪ ରନ୍‌ ଦେଇ ୫ ୱିକେଟ ନେଇ ସାରିଛନ୍ତି।

କଲମ୍ବୋର ଆର୍ ପ୍ରେମଦାସା ଷ୍ଟାଡିମୟରେ ଏସିଆ କପ୍ ଫାଇନାଲ୍ ମ୍ୟାଚ୍ ଅପରାହ୍ନ ୩ ଟାରେ ଆରମ୍ଭ ହେବାର ଥିଲା କିନ୍ତୁ ବର୍ଷା କାରଣରୁ ମ୍ୟାଚରେ ବିଳମ୍ବ ହୋଇଥିଲା। ବର୍ଷା ଛାଡ଼ିବା ପରେ ଅପରାହ୍ନ ୩ଟା ୪୦ ମିନିଟରେ ଖେଳ ଆରମ୍ଭ ହୋଇଥିଲା।

ତେବେ ଏହି ଫାଇନାଲକୁ ଜିତି ଭାରତ ଗତ ୫ ବର୍ଷ ପରେ ଏକାଧିକ ଦେଶକୁ ନେଇ ଖେଳାଯାଉଥିବା କୌଣସି ଟୁର୍ଣ୍ଣାମେଣ୍ଟରେ ଟାଇଟଲ ଶୂନ୍ୟସ୍ଥାନ ପୂରଣ କରିବା ଲକ୍ଷ୍ୟରେ ରହିଛି। ଭାରତ ଏସିଆ କପ୍ଟାଇଟଲ୍ ୭ଥର ଜିତିଥିବା ବେଳେ ଶ୍ରୀଲଙ୍କା ୬ଥର ଏହି ଟାଇଟଲ ଜିତିଛି । ଭାରତ ୨୦୧୮ରେ ଏସିଆ କପ୍ ଜିତିଥିଲା ଏବଂ ଦଳ ଏବଂ ୫ ବର୍ଷ ପରେ ଅଷ୍ଟମଥର ଟାଇଟଲ ଜିତିବାକୁ ସମ୍ପୂର୍ଣ୍ଣ ପ୍ରୟାସ କରିବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର