ଚତୁର୍ଥ ଭାରତୀୟ ଭାବେ ଟେଷ୍ଟ କ୍ରିକେଟରେ ଅଶ୍ଵିନଙ୍କୁ ୪ଶହ ୱିକେଟ

The Sakala Picture
Published On

ଅହମଦାବାଦ : ଭାରତୀୟ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ବିନଙ୍କ ପାଇଁ ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ଅନ୍ୟତମ ସ୍ମରଣୀୟ ମ୍ୟାଚ ହୋଇଛି। ଟେଷ୍ଟ କ୍ରିକେଟ୍‌ରେ ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନ ୪୦୦ ଓ୍ବିକେଟ୍‌ ପୁରଣ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଥିବା ସିରିଜ୍‌ର ତୃତୀୟ ଟେଷ୍ଟର ଦ୍ବିତୀୟ ଇନିଂସରେ ଏହି ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି ଅଶ୍ବିନ । ଚତୁର୍ଥ ଭାରତୀୟ ଭାବରେ ସେ ଏହି କୃତିତ୍ଵ ହାସଲ କରିଛନ୍ତି । ତାଙ୍କ ପୂର୍ବରୁ […]

ଅହମଦାବାଦ : ଭାରତୀୟ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ବିନଙ୍କ ପାଇଁ ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ଅନ୍ୟତମ ସ୍ମରଣୀୟ ମ୍ୟାଚ ହୋଇଛି। ଟେଷ୍ଟ କ୍ରିକେଟ୍‌ରେ ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନ ୪୦୦ ଓ୍ବିକେଟ୍‌ ପୁରଣ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଥିବା ସିରିଜ୍‌ର ତୃତୀୟ ଟେଷ୍ଟର ଦ୍ବିତୀୟ ଇନିଂସରେ ଏହି ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି ଅଶ୍ବିନ । ଚତୁର୍ଥ ଭାରତୀୟ ଭାବରେ ସେ ଏହି କୃତିତ୍ଵ ହାସଲ କରିଛନ୍ତି । ତାଙ୍କ ପୂର୍ବରୁ କପିଲ ଦେବ, ଅନୀଲ କୁମ୍ବଲେ ଓ ହରଭଜନ ସିଂହ ଏହି ରେକର୍ଡର ଅଧିକାରୀ ଥିଲେ।

ଆହୁରି ପଢ଼ନ୍ତୁ: ୨୦୨୬ ଏସିଆନ୍ ଗେମ୍ସ ପାଇଁ ଭାରତୀୟ ଦଳ ଘୋଷଣା: ଶ୍ରେୟାସ ଆୟର ଅଧିନାୟକ, ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ

ଆହୁରି ପଢ଼ନ୍ତୁ: ଅବସର ପ୍ରଶ୍ନ ଉପରେ ସାମ୍ବାଦିକଙ୍କୁ ହରମନପ୍ରୀତ କୌରଙ୍କ କଡ଼ା ଜବାବ: 'ଆପଣ ଭାବୁଛନ୍ତି ମୁଁ ଖେଳିବା ଛାଡ଼ିଦେବା ଉଚିତ?'

ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟରେ ଅଶ୍ଵିନୀ ଇଂଲଣ୍ଡର ଜୋଫ୍ରା ଆର୍ଚରଙ୍କୁ ଏଲ୍‌ବିଡବ୍ଲ୍ୟୁ ଆଉଟ୍‌ କରିବା ପରେ ୪୦୦ ଓ୍ବିକେଟ୍‌ କ୍ଲବ୍‌ରେ ସାମିଲ ହୋଇଛନ୍ତି । ମୁରଲୀଧରନଙ୍କ ପରେ ସବୁଠାରୁ କମ ମ୍ୟାଚରେ ସେ ୪୦୦ଟି ଓ୍ଵିକେଟ ନେଇଛନ୍ତି। ମୁରଲୀ ୭୨ଟି ମ୍ୟାଚରେ ଏହି କୃତିତ୍ଵ ହାସଲ କରିଥିବାବେଳେ ଅଶ୍ଵିନୀ ୭୭ଟି ମ୍ୟାଚରେ ଏହି ରେକର୍ଡ କରି ପାରିଛନ୍ତି।

ଆହୁରି ପଢ଼ନ୍ତୁ: ଟିମ୍ ଇଣ୍ଡିଆକୁ ବଡ଼ ଝଟକା: ଆହତ ସମସ୍ୟା କାରଣରୁ ଆଫଗାନିସ୍ତାନ ସିରିଜରୁ ବାଦ୍ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭାରତୀୟ ବୋଲର ଭାବରେ ୧୩୨ଟି ଟେଷ୍ଟ ମ୍ୟାଚ ଖେଳି ଅନୀଲ କୁମ୍ବଲେ ସର୍ବାଧିକ ୬୧୯ଟି ୱିକେଟ୍ ନେଇଥିବା ବେଳେ, କପିଲ ଦେବ ୧୩୧ଟି ମ୍ୟାଚ ଖେଲି ୪୩୦ଟି ୱିକେଟ୍ ନେଇଛନ୍ତି। ସେହିପରି ଭଜି ୧୦୩ଟି ମ୍ୟାଚ ଖେଳି ୪୧୭ଟି ଉଇକେଟ ନେଇଛନ୍ତି।

25 Feb 2021 By The Sakala

ଚତୁର୍ଥ ଭାରତୀୟ ଭାବେ ଟେଷ୍ଟ କ୍ରିକେଟରେ ଅଶ୍ଵିନଙ୍କୁ ୪ଶହ ୱିକେଟ

ଅହମଦାବାଦ : ଭାରତୀୟ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ବିନଙ୍କ ପାଇଁ ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ଅନ୍ୟତମ ସ୍ମରଣୀୟ ମ୍ୟାଚ ହୋଇଛି। ଟେଷ୍ଟ କ୍ରିକେଟ୍‌ରେ ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନ ୪୦୦ ଓ୍ବିକେଟ୍‌ ପୁରଣ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଥିବା ସିରିଜ୍‌ର ତୃତୀୟ ଟେଷ୍ଟର ଦ୍ବିତୀୟ ଇନିଂସରେ ଏହି ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି ଅଶ୍ବିନ । ଚତୁର୍ଥ ଭାରତୀୟ ଭାବରେ ସେ ଏହି କୃତିତ୍ଵ ହାସଲ କରିଛନ୍ତି । ତାଙ୍କ ପୂର୍ବରୁ କପିଲ ଦେବ, ଅନୀଲ କୁମ୍ବଲେ ଓ ହରଭଜନ ସିଂହ ଏହି ରେକର୍ଡର ଅଧିକାରୀ ଥିଲେ।

ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟରେ ଅଶ୍ଵିନୀ ଇଂଲଣ୍ଡର ଜୋଫ୍ରା ଆର୍ଚରଙ୍କୁ ଏଲ୍‌ବିଡବ୍ଲ୍ୟୁ ଆଉଟ୍‌ କରିବା ପରେ ୪୦୦ ଓ୍ବିକେଟ୍‌ କ୍ଲବ୍‌ରେ ସାମିଲ ହୋଇଛନ୍ତି । ମୁରଲୀଧରନଙ୍କ ପରେ ସବୁଠାରୁ କମ ମ୍ୟାଚରେ ସେ ୪୦୦ଟି ଓ୍ଵିକେଟ ନେଇଛନ୍ତି। ମୁରଲୀ ୭୨ଟି ମ୍ୟାଚରେ ଏହି କୃତିତ୍ଵ ହାସଲ କରିଥିବାବେଳେ ଅଶ୍ଵିନୀ ୭୭ଟି ମ୍ୟାଚରେ ଏହି ରେକର୍ଡ କରି ପାରିଛନ୍ତି।

ଭାରତୀୟ ବୋଲର ଭାବରେ ୧୩୨ଟି ଟେଷ୍ଟ ମ୍ୟାଚ ଖେଳି ଅନୀଲ କୁମ୍ବଲେ ସର୍ବାଧିକ ୬୧୯ଟି ୱିକେଟ୍ ନେଇଥିବା ବେଳେ, କପିଲ ଦେବ ୧୩୧ଟି ମ୍ୟାଚ ଖେଲି ୪୩୦ଟି ୱିକେଟ୍ ନେଇଛନ୍ତି। ସେହିପରି ଭଜି ୧୦୩ଟି ମ୍ୟାଚ ଖେଳି ୪୧୭ଟି ଉଇକେଟ ନେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର