ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା, ପ୍ରଥମ ମ୍ଯାଚରେ ଅଧିନାୟକ ଦାୟିତ୍ବ ତୁଲାଇବେ ରାହାଣେ

The Sakala Picture
Published On

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ପ୍ରଥମ ଟେଷ୍ଟରୁ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି । ସେ ଦ୍ବିତୀୟ ଟେଷ୍ଟରେ ଯୋଗ ଦେବେ ବୋଲି ବିସିସିଆଇ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ତାଙ୍କ ସ୍ଥାନରେ ଆଜିଙ୍କ୍ୟ ରାହାଣେ ଅଧିନାୟକ ଦାୟିତ୍ୱ ସମ୍ଭାଳିବେ । ସେହପରି, ରୋହିତ ଶର୍ମା ବି ପ୍ରଥମ ଟେଷ୍ଟ ଟିମରେ ନାହାନ୍ତି । ତାଙ୍କ ସହ ଯଶପ୍ରୀତ ବୁମରାହ, ମହମ୍ମଦ ସାମି, ସାର୍ଦ୍ଦୁଲ ଠାକୁରଙ୍କୁ […]

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ପ୍ରଥମ ଟେଷ୍ଟରୁ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି । ସେ ଦ୍ବିତୀୟ ଟେଷ୍ଟରେ ଯୋଗ ଦେବେ ବୋଲି ବିସିସିଆଇ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ତାଙ୍କ ସ୍ଥାନରେ ଆଜିଙ୍କ୍ୟ ରାହାଣେ ଅଧିନାୟକ ଦାୟିତ୍ୱ ସମ୍ଭାଳିବେ ।

ଆହୁରି ପଢ଼ନ୍ତୁ: ବିଶ୍ୱକପ୍ ଫାଇନାଲ୍ ୨୦୨୬: ଆର୍ଜେଣ୍ଟିନାକୁ ମାତ୍ ଦେଇ ଟାଇଟଲ୍ ହାତେଇଲା ସ୍ପେନ୍, ମେସିଙ୍କ ଯାଦୁ ଫିକା

ସେହପରି, ରୋହିତ ଶର୍ମା ବି ପ୍ରଥମ ଟେଷ୍ଟ ଟିମରେ ନାହାନ୍ତି । ତାଙ୍କ ସହ ଯଶପ୍ରୀତ ବୁମରାହ, ମହମ୍ମଦ ସାମି, ସାର୍ଦ୍ଦୁଲ ଠାକୁରଙ୍କୁ ଦୁଇଟି ଟେଷ୍ଚ ପାଇଁ ବିଶ୍ରାମ ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିକଳ୍ପ ସାଜିବାକୁ ନୀତୀଶ ରେଡ୍ଡୀଙ୍କ ଉପରେ ଚାପ! ସ୍କାନରରେ ବିସିସିଆଇ 'CoE'ର କାର୍ଯ୍ୟପ୍ରଣାଳୀ

ଭାରତୀୟ ଟିମ୍
ଆଜିଙ୍କ୍ୟ ରାହାଣେ (ଅଧିନାୟକ), ଲୋକେଶ ରାହୁଲ, ଚେତେଶ୍ୱର ପୂଜାରା (ଉପ-ଅଧିନାୟକ), ମୟଙ୍କ ଅଗ୍ରଓ୍ୱାଲ, ଶୁଭମନ୍ ଗିଲ, ଶ୍ରେୟସ ଆୟାର, ରିଦ୍ଧିମାନ ଶାହ (ଓ୍ୱିକେଟ କିପର), କେ.ଏସ୍, ଭାରତ (ଓ୍ୱିକେଟ କିପର), ରବୀନ୍ଦ୍ର ଜାଡେଜା, ଆର୍. ଅଶ୍ୱୀନ, ଅକ୍ଷର ପଟେଲ, ଜୟନ୍ତ ଯାଦବ, ଇଶାନ୍ତ ଶର୍ମା, ଉମେଶ ଯାଦବ, ମହମ୍ମଦ ସିରାଜ, ପ୍ରସିଦ୍ଧି କ୍ରିଷ୍ଣା

12 Nov 2021 By The Sakala

ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା, ପ୍ରଥମ ମ୍ଯାଚରେ ଅଧିନାୟକ ଦାୟିତ୍ବ ତୁଲାଇବେ ରାହାଣେ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ପ୍ରଥମ ଟେଷ୍ଟରୁ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି । ସେ ଦ୍ବିତୀୟ ଟେଷ୍ଟରେ ଯୋଗ ଦେବେ ବୋଲି ବିସିସିଆଇ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ତାଙ୍କ ସ୍ଥାନରେ ଆଜିଙ୍କ୍ୟ ରାହାଣେ ଅଧିନାୟକ ଦାୟିତ୍ୱ ସମ୍ଭାଳିବେ ।

ସେହପରି, ରୋହିତ ଶର୍ମା ବି ପ୍ରଥମ ଟେଷ୍ଟ ଟିମରେ ନାହାନ୍ତି । ତାଙ୍କ ସହ ଯଶପ୍ରୀତ ବୁମରାହ, ମହମ୍ମଦ ସାମି, ସାର୍ଦ୍ଦୁଲ ଠାକୁରଙ୍କୁ ଦୁଇଟି ଟେଷ୍ଚ ପାଇଁ ବିଶ୍ରାମ ଦିଆଯାଇଛି ।

ଭାରତୀୟ ଟିମ୍
ଆଜିଙ୍କ୍ୟ ରାହାଣେ (ଅଧିନାୟକ), ଲୋକେଶ ରାହୁଲ, ଚେତେଶ୍ୱର ପୂଜାରା (ଉପ-ଅଧିନାୟକ), ମୟଙ୍କ ଅଗ୍ରଓ୍ୱାଲ, ଶୁଭମନ୍ ଗିଲ, ଶ୍ରେୟସ ଆୟାର, ରିଦ୍ଧିମାନ ଶାହ (ଓ୍ୱିକେଟ କିପର), କେ.ଏସ୍, ଭାରତ (ଓ୍ୱିକେଟ କିପର), ରବୀନ୍ଦ୍ର ଜାଡେଜା, ଆର୍. ଅଶ୍ୱୀନ, ଅକ୍ଷର ପଟେଲ, ଜୟନ୍ତ ଯାଦବ, ଇଶାନ୍ତ ଶର୍ମା, ଉମେଶ ଯାଦବ, ମହମ୍ମଦ ସିରାଜ, ପ୍ରସିଦ୍ଧି କ୍ରିଷ୍ଣା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର