ଇତିହାସ ରଚିଲେ ଭାରତୀୟ ମହିଳା କ୍ରିକେଟର ମିତାଲି ରାଜ୍, ପ୍ରଥମ ଭାରତୀୟ ମହିଳା ଭାବେ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ପୂରଣ କଲେ ୧୦ ହଜାର ରନ୍
ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଦଳର ଏକଦିବସୀୟ ମ୍ଯାଚର ଅଧିନାୟକ ମିତାଲି ରାଜ ଶୁକ୍ରବାର ଇତିହାସ ସୃଷ୍ଟି କରିଛନ୍ତି। ବର୍ତ୍ତମାନ ମିତାଲି ବିଶ୍ୱର ଦ୍ବିତୀୟ ମହିଳା କ୍ରିକେଟର ଯିଏକି ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ୧୦ ହଜାର ରନ୍ କରିଛନ୍ତି। ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଏକାନା ଆନ୍ତର୍ଜାତୀୟ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଦିନିକିଆରେ ସେ ଏହି ରେକର୍ଡ ଅର୍ଜନ କରିଛନ୍ତି। What a champion cricketer! 👏👏 First Indian woman batter to score […]
ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଦଳର ଏକଦିବସୀୟ ମ୍ଯାଚର ଅଧିନାୟକ ମିତାଲି ରାଜ ଶୁକ୍ରବାର ଇତିହାସ ସୃଷ୍ଟି କରିଛନ୍ତି। ବର୍ତ୍ତମାନ ମିତାଲି ବିଶ୍ୱର ଦ୍ବିତୀୟ ମହିଳା କ୍ରିକେଟର ଯିଏକି ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ୧୦ ହଜାର ରନ୍ କରିଛନ୍ତି। ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଏକାନା ଆନ୍ତର୍ଜାତୀୟ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଦିନିକିଆରେ ସେ ଏହି ରେକର୍ଡ ଅର୍ଜନ କରିଛନ୍ତି।
What a champion cricketer! 👏👏
ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକାFirst Indian woman batter to score 10K international runs. 🔝 👍
ଆହୁରି ପଢ଼ନ୍ତୁ: ମହଙ୍ଗା ହେଲା ରୋଷେଇ ଗ୍ୟାସ୍: ଘରୋଇ ସିଲିଣ୍ଡର ପିଛା ବଢିଲା ୬୦ ଟଙ୍କା, କମର୍ସିଆଲ୍ ୧୧୫ଟଙ୍କା ବୃଦ୍ଧିTake a bow, @M_Raj03! 🙌🙌@Paytm #INDWvSAW #TeamIndia pic.twitter.com/6qWvYOY9gC
— BCCI Women (@BCCIWomen) March 12, 2021
ଦକ୍ଷିଣ ଆଫ୍ରିକା ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଓଡିଆଇ ସିରିଜ୍ ଆରମ୍ଭ ପୂର୍ବରୁ ମିତାଲିଙ୍କୁ ଦଶ ହଜାର ରନ୍ ପୂରଣ କରିବାକୁ ୮୫ ରନ୍ ଆବଶ୍ୟକ ଥିଲା। ପ୍ରଥମ ଦିନିକାଆ ମ୍ୟାଚରେ ସେ ୫୦ ରନ୍ ସଂଗ୍ରହ କରିଥିଲେ। ସେ ଦ୍ୱିତୀୟ ମ୍ୟାଚ୍ରେ ବ୍ୟାଟିଂ କରିବାର ସୁଯୋଗ ପାଇ ନ ଥିଲେ। ବର୍ତ୍ତମାନ ତୃତୀୟ ମ୍ଯାଚରେ ସେ ୫୦ ବଲରୁ ୩୬ ସ୍କୋର କରି ଆଉଟ ହୋଇଥିଲେ। ଅର୍ଥାତ୍ ୧୦ ହଜାର ଏକ ରନ୍ ସ୍କୋର ହେବା ମାତ୍ରେ ତାଙ୍କ ଇନିଂସ ମଧ୍ୟ ଶେଷ ହୋଇଯାଇଥିଲା। ୩୮ ବର୍ଷୀୟ ମହିଳା କ୍ରିକେଟର ଭାରତ ପାଇଁ ତିନୋଟି ଫର୍ମାଟରେ ଦମଦାର ସ୍କୋର କରିଛନ୍ତି।
Mithali Raj in international cricket – 10001 runs, ave 46.73
in Tests: 663 runs, ave 51.00
in ODIs: 6974 runs, ave 50.53
in T20Is:2364 runs, ave 37.52#INDvSA— Mohandas Menon (@mohanstatsman) March 12, 2021
ଏହା ପୂର୍ବରୁ ମହିଳା କ୍ରିକେଟରେ ସର୍ବାଧିକ ରନ୍ ଇଂଲଣ୍ଡର ଚାର୍ଲୋଟ୍ ଏଡୱାର୍ଡସଙ୍କ ନାମରେ ନାମିତ ହୋଇଛି। ଯିଏ ୧୦,୨୭୩ ରନ୍ ସ୍କୋର କରିଛନ୍ତି। ସେ ୧୯୧ଟି ଦିନିକିଆ ଖେଳି ୫,୯୯୨,୨୩ ରନ୍ କରିଛନ୍ତି। ଟେଷ୍ଟରେ ୧,୬୭୬ ରନ୍ ଏବଂ ୯୫ଟି ଅନ୍ତରାଷ୍ଟ୍ରୀୟ ଟି -୨୦ ଖେଳି ୨,୬୦୫ ରନ ସଂଗ୍ରହ କରିଛନ୍ତି।
ଇତିହାସ ରଚିଲେ ଭାରତୀୟ ମହିଳା କ୍ରିକେଟର ମିତାଲି ରାଜ୍, ପ୍ରଥମ ଭାରତୀୟ ମହିଳା ଭାବେ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ପୂରଣ କଲେ ୧୦ ହଜାର ରନ୍
ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଦଳର ଏକଦିବସୀୟ ମ୍ଯାଚର ଅଧିନାୟକ ମିତାଲି ରାଜ ଶୁକ୍ରବାର ଇତିହାସ ସୃଷ୍ଟି କରିଛନ୍ତି। ବର୍ତ୍ତମାନ ମିତାଲି ବିଶ୍ୱର ଦ୍ବିତୀୟ ମହିଳା କ୍ରିକେଟର ଯିଏକି ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ୧୦ ହଜାର ରନ୍ କରିଛନ୍ତି। ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଏକାନା ଆନ୍ତର୍ଜାତୀୟ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଦିନିକିଆରେ ସେ ଏହି ରେକର୍ଡ ଅର୍ଜନ କରିଛନ୍ତି।
What a champion cricketer! 👏👏
First Indian woman batter to score 10K international runs. 🔝 👍
Take a bow, @M_Raj03! 🙌🙌@Paytm #INDWvSAW #TeamIndia pic.twitter.com/6qWvYOY9gC