ଟି-୨୦ ବିଶ୍ୱକପ: ଭାରତ-ପାକିସ୍ତାନ ମୁକାବିଲା, ପାକିସ୍ତାନର ସହଜ ବିଜୟ

The Sakala Picture
Published On

ଦୁବାଇ: ଟି-୨୦ ବିଶ୍ୱକପ କ୍ରିକେଟର ଆଜି ହାଇ ଭୋଲଟେଜ ମୁକାବିଲାରେ ଭାରତ ପରାଜୟ ବରଣ କରିଛି । ପାକିସ୍ତାନ ସହଜ ବିଜୟ ଲାଭ କରିଛି।  ଟି-୨୦ରେ ଭାରତଠୁ ପରାଜୟ ଧାରା ଭାଙ୍ଗିଛି ପାକିସ୍ତାନ। ପ୍ରଥମେ ବ୍ୟାଟିଂ କରି ୭ ୱିକେଟ୍‌ରେ ୧୫୧ ରନ୍ କରିଥିଲା ଭାରତ। ୧୫୨ ରନ୍‌ର ପିଛା କରି ୧୦ ୱିକେଟ୍‌ରେ ଜିତିନେଇଛି ପାକିସ୍ତାନ। ଏଥିସହ ପାକିସ୍ତାନ ପ୍ରଥମ ମ୍ୟାଚ ଜିତି ଟି-୨୦ ବିଶ୍ୱକପରେ ବିଜୟ ଅଭିଯାନ ଆରମ୍ଭ କରିଛି। ପାକାସ୍ତାନର ଓପନର ମହମ୍ମଦ […]

ଦୁବାଇ: ଟି-୨୦ ବିଶ୍ୱକପ କ୍ରିକେଟର ଆଜି ହାଇ ଭୋଲଟେଜ ମୁକାବିଲାରେ ଭାରତ ପରାଜୟ ବରଣ କରିଛି । ପାକିସ୍ତାନ ସହଜ ବିଜୟ ଲାଭ କରିଛି।  ଟି-୨୦ରେ ଭାରତଠୁ ପରାଜୟ ଧାରା ଭାଙ୍ଗିଛି ପାକିସ୍ତାନ। ପ୍ରଥମେ ବ୍ୟାଟିଂ କରି ୭ ୱିକେଟ୍‌ରେ ୧୫୧ ରନ୍ କରିଥିଲା ଭାରତ। ୧୫୨ ରନ୍‌ର ପିଛା କରି ୧୦ ୱିକେଟ୍‌ରେ ଜିତିନେଇଛି ପାକିସ୍ତାନ। ଏଥିସହ ପାକିସ୍ତାନ ପ୍ରଥମ ମ୍ୟାଚ ଜିତି ଟି-୨୦ ବିଶ୍ୱକପରେ ବିଜୟ ଅଭିଯାନ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ଏସୀୟ ପାରା ଗେମ୍ସ: ମହିଳା ୪୦୦ ମିଟର T47 ରେ ଅଞ୍ଜନାବେନଙ୍କୁ ସ୍ୱର୍ଣ୍ଣ ଏବଂ ଓଡ଼ିଶାର ଜୟନ୍ତୀ ବେହେରାଙ୍କୁ ରୌପ୍ୟ

ପାକାସ୍ତାନର ଓପନର ମହମ୍ମଦ ରିଜଓ୍ବାନା ୫୫ ବଲରେ ୭୯ ଓ ବାବର ଆଜାମ ୫୨ ବଲରେ ୬୮ ରନ କରି ଉଭୟ ଆପରିଜତ ରହି ପାକିସ୍ତାନକୁ ବିଜୟ କରାଇଛନ୍ତି।

ଆହୁରି ପଢ଼ନ୍ତୁ: ୨୨୬ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରି ଇତିହାସ ରଚିଲା ଭାରତ, ସଞ୍ଜୁ ସାମସନ୍‌ଙ୍କ ଧୂଆଁଧାର ବ୍ୟାଟିଂ

ଭାରତୀୟ ବୋଲର ଚେଷ୍ଟା କରିଥିଲେ ମଧ୍ୟ  କୌଣସି ସଫଳତା ମିଳି ନ ଥିଲା।

ଆହୁରି ପଢ଼ନ୍ତୁ: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ T20ରେ ୪ ୱିକେଟରେ ଜିତିଲା ଟିମ୍ ଇଣ୍ଡିଆ, ସିରିଜରେ ୨-୦ରେ ଆଗୁଆ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର