ICC Men’s T20 World Cup 2021
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
ରାହୁଲ-କୋହଲିଙ୍କ ଅର୍ଦ୍ଧଶତକୀୟ ଇନିଂସ : ବାଂଲାଦେଶକୁ ୧୮୫ ରନ୍ର ଟାର୍ଗେଟ ଦେଲା ଟିମ୍ ଇଣ୍ଡିଆ
Published On
By The Sakala
ଆଡିଲେଡ୍: ଚଳିତ ଟି-୨୦ ବିଶ୍ୱକପ୍ରେ ବୁଧବାର ଗ୍ରୁପ୍-୨’ର ଦ୍ୱିତୀୟ ମ୍ୟାଚ୍ରେ ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଉଛି। ଟସ୍ ଜିତି ବାଂଲାଦେଶ ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ଲୋକେଶ ରାହୁଲ ଓ ବିରାଟ କୋହଲିଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ୨୦ ଓଭରରେ ୬ ୱିକେଟ ହରାଇ ୧୮୪ ରନ୍ ସଂଗ୍ରହ କରିଛି। ଯାହା ଫଳରେ ଆଜିର ମ୍ୟାଚରେ ବିଜୟୀ ହେବାକୁ ହେଲେ ୨୦ ଓଭରରେ ୧୮୫ ରନ୍ ସଂଗ୍ରହ […]
ଟି-୨୦ ବିଶ୍ବକପ୍ : ଦକ୍ଷିଣ ଆଫ୍ରିକାଠୁ ହାରିଲା ଭାରତ, ବିଶ୍ବକପ୍କୁ ନେଇ ଚିନ୍ତାରେ ପାକିସ୍ତାନ
Published On
By The Sakala
ପର୍ଥ: ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପର ଆଜିର ମ୍ୟାଚରେ ଦକ୍ଷିଣ ଆଫ୍ରିକା ଭାରତକୁ ୫ ୱିକେଟରେ ପରାସ୍ତ କରିଛି। ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିର କରିବାର ନିଷ୍ପତ୍ତି ନେଇଥିବା ଟିମ୍ ଇଣ୍ଡିଆ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବା ସତ୍ତ୍ବେ ସୂର୍ଯ୍ୟକୁମାର ଯାଦବଙ୍କ ଦମ୍ଦାର ଅର୍ଦ୍ଧଶତକୀୟ ଇନିଂସ ବଳରେ ୨୦ ଓଭରରେ ୧୩୩ ରନ୍ କରିବାରେ ସଫଳ ହୋଇଥିଲା। ଯାହା ଫଳରେ ଆଜିର ମ୍ୟାଚ ଜିତିବାକୁ ଦକ୍ଷିଣ ଆଫ୍ରିକା ଆଗରେ ୧୩୪ ରନ୍ ବିଜୟ ଲକ୍ଷ୍ୟ ରହିଥିଲା। […]
ସୂର୍ଯ୍ୟକୁମାରଙ୍କ ଦମ୍ଦାର ଇନିଂସ : ଦକ୍ଷିଣ ଆଫ୍ରିକାକୁ ୧୩୪ ରନ୍ର ଟାର୍ଗେଟ ଦେଲା ଟିମ୍ ଇଣ୍ଡିଆ
Published On
By The Sakala
ପର୍ଥ: ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପରେ ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଖେଳାଯାଉଥିବା ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଦକ୍ଷିଣ ଆଫ୍ରିକାକୁ ୧୩୪ ରନ୍ର ଟାର୍ଗେଟ ଦେଇଛି। ଟସ୍ ଜିତି ପ୍ରଥମେ ବ୍ୟାଟିର କରିବାର ନିଷ୍ପତ୍ତି ନେଇଥିବା ଟିମ୍ ଇଣ୍ଡିଆ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବା ସତ୍ତ୍ବେ ସୂର୍ଯ୍ୟକୁମାର ଯାଦବଙ୍କ ଦମ୍ଦାର ଅର୍ଦ୍ଧଶତକୀୟ ଇନିଂସ ବଳରେ ୨୦ ଓଭରରେ ୧୩୩ ରନ୍ କରିବାରେ ସଫଳ ହୋଇଛି। ଯାହା ଫଳରେ ଆଜିର ମ୍ୟାଚ ଜିତିବାକୁ […]
ଟି-୨୦ ବିଶ୍ୱକପ୍: ନ୍ୟୁଜିଲାଣ୍ଡକୁ ୧୧୧ ରନର ଟାର୍ଗେଟ ଦେଲା ଭାରତ
Published On
By The Sakala
ଦୁବାଇ: ଚଳିତ ଆଇସିସି ଟି-୨୦ ବିଶ୍ବକପ୍ରେ ଆଜିର ଭାରତ ଓ ନ୍ୟୁଜିଲାଣ୍ଡ ମୁକାବିଲାରେ ନ୍ୟୁଜିଲାଣ୍ଡ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତ ପ୍ରଥମେ ବ୍ଯାଟିଂ କରି ୨୦ ଓଭରରେ ୭ ୱିକେଟ ହରାଇ ୧୧୦ ରନ କରିବାରେ ସକ୍ଷମ ହୋଇଛି।ନ୍ୟୁଜିଲାଣ୍ଡକୁ ଏହି ମ୍ଯାଚ ଜିତବାକୁ ହେଲେ ୧୧୧ ରନର ଆବଶ୍ଯକ ଅଛି। ଦଳରେ ଆଜି ସୁର୍ଯ୍ଯକୁମାର ଯାଦବଙ୍କ ସ୍ଥାନରେ ଇସାନ କିଶାନଙ୍କୁ ସୁଯୋଗ ମିଳିଥିଲା । ଲୋକେଶ ରାହୁଲ ଓ ଇସାନ କିଶାନ ଓପନିଂ […]
ଟି-୨୦ ବିଶ୍ୱକପ ଅଧାରୁ ଆଫଗାନିସ୍ତାନର ପୂର୍ବତନ ଅଧିନାୟକ ଅଜଗର ଅଫଗାନ୍ ନେବେ ସନ୍ଯାସ, ଜାଣନ୍ତୁ କାହିଁକି…..
Published On
By The Sakala
ଆବୁଧାବି: ଟି-୨୦ ବିଶ୍ୱକପ୍ରେ ଆଫଗାନିସ୍ତାନ ଦଳ ଲଢୁଆ ଖେଳ ପ୍ରଦର୍ଶନ ଜାରି ରଖିଛି । ତେବେ ପ୍ରତିଯୋଗୀତା ମଝିରୁ ଏହି ଦଳର ଜଣେ ବରିଷ୍ଠ ଖେଳାଳି ସନ୍ୟାସ ନେବାକୁ ଯାଉଛନ୍ତି । ଏହି ଘଟଣା କ୍ରିକେଟ ପ୍ରେମୀଙ୍କୁ ଚକିତ କରିଛି । ଆଫଗାନିସ୍ତାନର ପୂର୍ବତନ ଅଧିନାୟକ ଅଜଗର ଅଫଗାନ୍ ରବିବାର ନାମିବିଆ ବିପକ୍ଷ ମ୍ୟାଚ ପରେ ସନ୍ୟାସ ନେବା ନେଇ ଘୋଷଣା କରିଛନ୍ତି । ଦଳରେ ଯୁବା କ୍ରିକେଟରଙ୍କୁ ସୁଯୋଗ ଦେବାକୁ ଯାଇ ଅଜଗର କିଛି ଏପରି […]
ଟି-୨୦ ବିଶ୍ୱକପ: ଭାରତ-ପାକିସ୍ତାନ ମୁକାବିଲା, ପାକିସ୍ତାନର ସହଜ ବିଜୟ
Published On
By The Sakala
ଦୁବାଇ: ଟି-୨୦ ବିଶ୍ୱକପ କ୍ରିକେଟର ଆଜି ହାଇ ଭୋଲଟେଜ ମୁକାବିଲାରେ ଭାରତ ପରାଜୟ ବରଣ କରିଛି । ପାକିସ୍ତାନ ସହଜ ବିଜୟ ଲାଭ କରିଛି। ଟି-୨୦ରେ ଭାରତଠୁ ପରାଜୟ ଧାରା ଭାଙ୍ଗିଛି ପାକିସ୍ତାନ। ପ୍ରଥମେ ବ୍ୟାଟିଂ କରି ୭ ୱିକେଟ୍ରେ ୧୫୧ ରନ୍ କରିଥିଲା ଭାରତ। ୧୫୨ ରନ୍ର ପିଛା କରି ୧୦ ୱିକେଟ୍ରେ ଜିତିନେଇଛି ପାକିସ୍ତାନ। ଏଥିସହ ପାକିସ୍ତାନ ପ୍ରଥମ ମ୍ୟାଚ ଜିତି ଟି-୨୦ ବିଶ୍ୱକପରେ ବିଜୟ ଅଭିଯାନ ଆରମ୍ଭ କରିଛି। ପାକାସ୍ତାନର ଓପନର ମହମ୍ମଦ […]
ଆଇସିସି ପକ୍ଷରୁ ଆନୁଷ୍ଠାନିକ ଘୋଷଣା: ୟୁଏଇ ଏବଂ ଓମାନରେ ହେବ ୨୦୨୧ ଟି-୨୦ ୱାର୍ଲ୍ଡକପ୍
Published On
By The Sakala
ନୂଆଦିଲ୍ଲୀ: ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ) ଏବଂ ଓମାନରେ ହେବ ୨୦୨୧ ଟି-୨୦ ୱାର୍ଲ୍ଡକପ୍। ଏ ସମ୍ପର୍କରେ ଏହି ମେଗା ଇଭେଣ୍ଟର ଆୟୋଜନ ଅଧିକାର ପାଇଥିବା ବିସିସିଆଇ ପକ୍ଷରୁ ସୋମବାର ଆନୁଷ୍ଠାନିକ ଘୋଷଣା କରାଯିବା ପରେ ଆଜି ଆଇସିସି ପକ୍ଷରୁ ଏନେଇ ବିଧିବଦ୍ଧ ଘୋଷଣା କରାଯାଇଛି। ଏହି ଟୁର୍ଣ୍ଣାମେଣ୍ଟ ୧୭ ଅକ୍ଚୋବରରୁ ଆରମ୍ଭ ହୋଇ ୧୪ ନଭେମ୍ବରର ଯାଏ ଖେଳାଯିବ। 🚨 ANNOUNCEMENT 🚨 Details 👉 https://t.co/FzfXTKb94M pic.twitter.com/8xEzsmhWWN — ICC (@ICC) June 29, […]



