ଟି-୨୦ ବିଶ୍ୱକପ: ପାକିସ୍ତାନ ପାଇଁ ଘାତକ ସାଜିବେ ରାହୁଲ ଓ ରିଷଭ ପନ୍ତ- ହେଡେନ୍

The Sakala Picture
Published On

ନୂଆଦିଲ୍ଲୀ: ଆସନ୍ତା ୨୪ ଅର୍ଥାତ ରବିବାର ଟି-୨୦ ବିଶ୍ୱକପରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ।  ତେବେ ମ୍ୟାଚକୁ  ପୂର୍ବରୁ ଅଷ୍ଟ୍ରେଲିଆର ପୂର୍ବତନ ଓପନର୍ ତଥା ବର୍ତ୍ତମାନର ପାକିସ୍ତାନ ବ୍ୟାଟିଂ ପ୍ରଶିକ୍ଷକ ମାଥ୍ୟୁ ହେଡେନ ଏକ ବଡ ବୟାନ ଦେଇଛନ୍ତି । ବିଶ୍ୱକପରେ କୋହଲି କିମ୍ବା ରୋହିତ ନୁହେଁ ବରଂ ପାକିସ୍ତାନ ପାଇଁ ରାହୁଲ ଓ ପନ୍ତ ଘାତକ ସାବ୍ୟସ୍ତ ହୋଇପାରନ୍ତି । ଗତ କିଛି ବର୍ଷ ହେବ ସେ ଭାରତୀୟ କ୍ରିକେଟରଙ୍କ ଉପରେ ନଜର ରଖିଛନ୍ତି ବୋଲି ହେଡେନ୍ କହିଛନ୍ତି।  […]

ନୂଆଦିଲ୍ଲୀ: ଆସନ୍ତା ୨୪ ଅର୍ଥାତ ରବିବାର ଟି-୨୦ ବିଶ୍ୱକପରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ।  ତେବେ ମ୍ୟାଚକୁ  ପୂର୍ବରୁ ଅଷ୍ଟ୍ରେଲିଆର ପୂର୍ବତନ ଓପନର୍ ତଥା ବର୍ତ୍ତମାନର ପାକିସ୍ତାନ ବ୍ୟାଟିଂ ପ୍ରଶିକ୍ଷକ ମାଥ୍ୟୁ ହେଡେନ ଏକ ବଡ ବୟାନ ଦେଇଛନ୍ତି । ବିଶ୍ୱକପରେ କୋହଲି କିମ୍ବା ରୋହିତ ନୁହେଁ ବରଂ ପାକିସ୍ତାନ ପାଇଁ ରାହୁଲ ଓ ପନ୍ତ ଘାତକ ସାବ୍ୟସ୍ତ ହୋଇପାରନ୍ତି ।

ଆହୁରି ପଢ଼ନ୍ତୁ: ସାମ୍ବାଦିକ ଛତ୍ରପତି ହତ୍ୟା ମାମଲାରେ ଡେରା ମୁଖ୍ୟ ରାମ ରହିମ ନିର୍ଦ୍ଦୋଷରେ ଖଲାସ, କିନ୍ତୁ ଜେଲରୁ ମିଳିବନି ମୁକ୍ତି

ଗତ କିଛି ବର୍ଷ ହେବ ସେ ଭାରତୀୟ କ୍ରିକେଟରଙ୍କ ଉପରେ ନଜର ରଖିଛନ୍ତି ବୋଲି ହେଡେନ୍ କହିଛନ୍ତି।  ବିଶ୍ୱକପରେ ରାହୁଲ ଓ ରିଷଭ ବେଶ ଭଲ ପ୍ରଦର୍ଶନ କରିପାରନ୍ତି । ପାକିସ୍ତାନ ପାଇଁ ରାହୁଲ ବଡ ସଙ୍କଟ ଭାବେ ଉଭା ହୋଇପାରନ୍ତି । ଟି-୨୦ ଫର୍ମାଟରେ ରାହୁଲଙ୍କ ଧୂଆଁଧାର ବ୍ୟାଟିଂ ଓ ରିଷଭ ପନ୍ତ ମଧ୍ୟ ଯେକୌଣସି ବୋଲରଙ୍କ ଆକ୍ରମଣ କରି ମନୋବଳ ଭାଙ୍ଗି ପାରନ୍ତି ବୋଲି ହେଡେନ୍ କହିଛନ୍ତି।

ଆହୁରି ପଢ଼ନ୍ତୁ: 'ସୁଭଦ୍ରା' ଯୋଜନାକୁ ନେଇ ବଡ ଖବର: ଆସନ୍ତାକାଲି ମହିଳା ଦିବସରେ ମିଳିବ ଚତୁର୍ଥ କିସ୍ତି

ଭାରତ-ପାକିସ୍ତାନ ମ୍ୟାଚରେ ନେତୃତ୍ୱ ନେବାର ଦକ୍ଷତା ବେଶ ତ୍ତଗୁରୁତ୍ୱପୂର୍ଣ୍ଣ । କାରଣ ୟୁଏଇରେ ଭୁଲ କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ । ଅଧିନାୟକ ଓ ବ୍ୟାଟସମ୍ୟାନ ଭାବେ ପାକିସ୍ତାନର ବାବର ଆଜମଙ୍କ ଉପରେ ଚାପ ରହିବ । କାରଣ ଟିମ୍ ଇଣ୍ଡିଆ ବାବରଙ୍କୁ ନେଇ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିପାରେ ।  ହେଡେନ କହିଛନ୍ତି ଯେ ପାକିସ୍ତାନରେ କିଛି ଅଦ୍ଭୁତ ଖେଳାଳୀ ଅଛନ୍ତି ଯାହା ନିର୍ଦ୍ଦିଷ୍ଟ ଦିନରେ ପ୍ରଦର୍ଶନ କରିବେ। ସେ ପାକିସ୍ତାନର ବାବର, ରିଜୱାନ ଏବଂ ଫଖର ଜମାନଙ୍କୁ ପାକିସ୍ତାନର ପ୍ରମୁଖ ଖେଳାଳି ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ: ପାନୀୟ ଜଳ ଯୋଗାଣକୁ ନେଇ ଗୃହରେ ହଙ୍ଗାମା, ଶାସକ-ବିରୋଧୀ ମୁହାଁମୁହିଁ

21 Oct 2021 By The Sakala

ଟି-୨୦ ବିଶ୍ୱକପ: ପାକିସ୍ତାନ ପାଇଁ ଘାତକ ସାଜିବେ ରାହୁଲ ଓ ରିଷଭ ପନ୍ତ- ହେଡେନ୍

ନୂଆଦିଲ୍ଲୀ: ଆସନ୍ତା ୨୪ ଅର୍ଥାତ ରବିବାର ଟି-୨୦ ବିଶ୍ୱକପରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ।  ତେବେ ମ୍ୟାଚକୁ  ପୂର୍ବରୁ ଅଷ୍ଟ୍ରେଲିଆର ପୂର୍ବତନ ଓପନର୍ ତଥା ବର୍ତ୍ତମାନର ପାକିସ୍ତାନ ବ୍ୟାଟିଂ ପ୍ରଶିକ୍ଷକ ମାଥ୍ୟୁ ହେଡେନ ଏକ ବଡ ବୟାନ ଦେଇଛନ୍ତି । ବିଶ୍ୱକପରେ କୋହଲି କିମ୍ବା ରୋହିତ ନୁହେଁ ବରଂ ପାକିସ୍ତାନ ପାଇଁ ରାହୁଲ ଓ ପନ୍ତ ଘାତକ ସାବ୍ୟସ୍ତ ହୋଇପାରନ୍ତି ।

ଗତ କିଛି ବର୍ଷ ହେବ ସେ ଭାରତୀୟ କ୍ରିକେଟରଙ୍କ ଉପରେ ନଜର ରଖିଛନ୍ତି ବୋଲି ହେଡେନ୍ କହିଛନ୍ତି।  ବିଶ୍ୱକପରେ ରାହୁଲ ଓ ରିଷଭ ବେଶ ଭଲ ପ୍ରଦର୍ଶନ କରିପାରନ୍ତି । ପାକିସ୍ତାନ ପାଇଁ ରାହୁଲ ବଡ ସଙ୍କଟ ଭାବେ ଉଭା ହୋଇପାରନ୍ତି । ଟି-୨୦ ଫର୍ମାଟରେ ରାହୁଲଙ୍କ ଧୂଆଁଧାର ବ୍ୟାଟିଂ ଓ ରିଷଭ ପନ୍ତ ମଧ୍ୟ ଯେକୌଣସି ବୋଲରଙ୍କ ଆକ୍ରମଣ କରି ମନୋବଳ ଭାଙ୍ଗି ପାରନ୍ତି ବୋଲି ହେଡେନ୍ କହିଛନ୍ତି।

ଭାରତ-ପାକିସ୍ତାନ ମ୍ୟାଚରେ ନେତୃତ୍ୱ ନେବାର ଦକ୍ଷତା ବେଶ ତ୍ତଗୁରୁତ୍ୱପୂର୍ଣ୍ଣ । କାରଣ ୟୁଏଇରେ ଭୁଲ କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ । ଅଧିନାୟକ ଓ ବ୍ୟାଟସମ୍ୟାନ ଭାବେ ପାକିସ୍ତାନର ବାବର ଆଜମଙ୍କ ଉପରେ ଚାପ ରହିବ । କାରଣ ଟିମ୍ ଇଣ୍ଡିଆ ବାବରଙ୍କୁ ନେଇ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିପାରେ ।  ହେଡେନ କହିଛନ୍ତି ଯେ ପାକିସ୍ତାନରେ କିଛି ଅଦ୍ଭୁତ ଖେଳାଳୀ ଅଛନ୍ତି ଯାହା ନିର୍ଦ୍ଦିଷ୍ଟ ଦିନରେ ପ୍ରଦର୍ଶନ କରିବେ। ସେ ପାକିସ୍ତାନର ବାବର, ରିଜୱାନ ଏବଂ ଫଖର ଜମାନଙ୍କୁ ପାକିସ୍ତାନର ପ୍ରମୁଖ ଖେଳାଳି ବୋଲି କହିଛନ୍ତି।

https://www.thesakala.in/sports/t20-world-cup-kl-rahul-rishabh-pant-pose-biggest-threat-to-pakistan-says-hayden/article-6267
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର