ପାରା ଅଲିମ୍ପିକ୍ସରେ ଆଉ ଏକ ପଦକ ପକ୍କା କଲେ ଓଡ଼ିଆ ପୁଅ; ବ୍ୟାଡମିଣ୍ଟନ ଫାଇନାଲରେ ପହଁଚିଲେ ପ୍ରମୋଦ ଭଗତ

The Sakala Picture
Published On

ଟୋକିଓ: ଟୋକିଓ ପାରା ଅଲିମ୍ପିକ୍ସରେ ଦମ୍ ଦେଖାଇଲେ ଓଡ଼ିଆ ପୁଅ ପ୍ରମୋଦ ଭଗତ। ବ୍ୟାଡ୍‌ମିଣ୍ଟନ୍‌ ଫାଇନାଲକୁ ପ୍ରବେଶ କରି ପଦକ ସୁନିଶ୍ଚିତ କଲେ ପ୍ରମୋଦ । ଆଜି ଏସଏଲ -୩ ବର୍ଗରେ ଖେଳାଯାଇଥିବା ସେମିଫାଇନାଲରେ ଓଡିଆ ପୁଅ ଭଗତ ଜାପାନର ଦାଇସୁକେ ଫୁଜିହରାଙ୍କୁ ୨୧-୧୧,୨୧-୧୬ରେ ହରାଇଛନ୍ତି । ଏହି ବିଜୟ ସହ ତାଙ୍କର ପଦକ ସୁନିଶ୍ଚିତ ହୋଇଛି। ପ୍ରଥମ ଥର ପାଇଁ ପାରା ଅଲିମ୍ପିକ୍ସରେ ଯୋଗଦେଇଥିବା ବେଳେ ଓଡ଼ିଶା ପାଇଁ ପାରା ଅଲିମ୍ପିକ୍ସରେ ପ୍ରଥମ ଖେଳାଳି ଭାବେ […]

ଟୋକିଓ: ଟୋକିଓ ପାରା ଅଲିମ୍ପିକ୍ସରେ ଦମ୍ ଦେଖାଇଲେ ଓଡ଼ିଆ ପୁଅ ପ୍ରମୋଦ ଭଗତ। ବ୍ୟାଡ୍‌ମିଣ୍ଟନ୍‌ ଫାଇନାଲକୁ ପ୍ରବେଶ କରି ପଦକ ସୁନିଶ୍ଚିତ କଲେ ପ୍ରମୋଦ । ଆଜି ଏସଏଲ -୩ ବର୍ଗରେ ଖେଳାଯାଇଥିବା ସେମିଫାଇନାଲରେ ଓଡିଆ ପୁଅ ଭଗତ ଜାପାନର ଦାଇସୁକେ ଫୁଜିହରାଙ୍କୁ ୨୧-୧୧,୨୧-୧୬ରେ ହରାଇଛନ୍ତି । ଏହି ବିଜୟ ସହ ତାଙ୍କର ପଦକ ସୁନିଶ୍ଚିତ ହୋଇଛି। ପ୍ରଥମ ଥର ପାଇଁ ପାରା ଅଲିମ୍ପିକ୍ସରେ ଯୋଗଦେଇଥିବା ବେଳେ ଓଡ଼ିଶା ପାଇଁ ପାରା ଅଲିମ୍ପିକ୍ସରେ ପ୍ରଥମ ଖେଳାଳି ଭାବେ ସଫଳତା ଆଣିବେ ପ୍ରମୋଦ ଭଗତ । ଆଜି ୩ଟା ବେଳେ ଫାଇନାଲ ଖେଳିବେ ପ୍ରମୋଦ ଭଗତ ।

ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା

ଟୋକିଓ ପାରା ଅଲିମ୍ପିକ୍ସରେ ଆଜିର ଦିନ ଭାରତ ପାଇଁ ବେଶ ଗୁରୁତ୍ଵପୂର୍ଣ୍ଣ। ଆଜି ଭାରତର ବହୁ ଆଥଲେଟ୍ ଶୁଟିଂ, ବ୍ୟାଡମିଣ୍ଟନରେ ଦେଶ ପାଇଁ ପଦକ ଜିତିବେ ବୋଲି ଆଶା କରାଯାଉଛି।

ଆହୁରି ପଢ଼ନ୍ତୁ: ଏସୀୟ କ୍ରୀଡ଼ା ୨୦୨୬: ଥମିଲା ହୋଟେଲ ବିବାଦ, ଆୟୋଜକଙ୍କ ବ୍ୟବସ୍ଥାରେ ରହିବେ ଭାରତୀୟ କ୍ରିକେଟର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର