ଟୋକିଓ ଅଲିମ୍ପିକ୍ସ: ଦକ୍ଷିଣ ଆଫ୍ରିକାକୁ ୪-୩ ଗୋଲରେ ହରାଇ କ୍ବାର୍ଟର ଆଶା ଉଜ୍ଜୀବିତ କଲା ଭାରତୀୟ ମହିଳା ହକି ଟିମ୍

The Sakala Picture
Published On

ଟୋକିଓ: ଅଲିମ୍ପିକ୍ସ ଗ୍ରୁପ ପର୍ଯ୍ୟାୟର କର ବା ମର ମ୍ୟାଚରେ ଜବରଦସ୍ତ ପ୍ରଦର୍ଶନ କରିଛି ଭାରତୀୟ ମହିଳା ହକି ଟିମ । ପୁଲ୍ ପର୍ଯ୍ୟାୟର ଶେଷ ମ୍ୟାଚ୍ ରେ ଭାରତୀୟ ମହିଳା ହକି ଦଳ ଦକ୍ଷିଣ ଆଫ୍ରିକାକୁ ୪-୩ ଗୋଲରେ ରେ ପରାସ୍ତ କରିଛି । ଏହା ସହିତ ଭାରତ କ୍ୱାର୍ଟର ଫାଇନାଲରେ ପହଞ୍ଚିବା ଆଶା ଉଜ୍ଜୀବିତ ରଖିଛି । ଗ୍ରୁପ୍ ପର୍ଯ୍ୟାୟରେ ୫ଟି ପାଞ୍ଚରୁ ଭାରତ ୨ଟିରେ ବିଜୟୀ ହୋଇଛି । ଭାରତର ଭାଗ୍ୟ ଆୟର୍ଲାଣ୍ଡ […]

ଟୋକିଓ: ଅଲିମ୍ପିକ୍ସ ଗ୍ରୁପ ପର୍ଯ୍ୟାୟର କର ବା ମର ମ୍ୟାଚରେ ଜବରଦସ୍ତ ପ୍ରଦର୍ଶନ କରିଛି ଭାରତୀୟ ମହିଳା ହକି ଟିମ । ପୁଲ୍ ପର୍ଯ୍ୟାୟର ଶେଷ ମ୍ୟାଚ୍ ରେ ଭାରତୀୟ ମହିଳା ହକି ଦଳ ଦକ୍ଷିଣ ଆଫ୍ରିକାକୁ ୪-୩ ଗୋଲରେ ରେ ପରାସ୍ତ କରିଛି । ଏହା ସହିତ ଭାରତ କ୍ୱାର୍ଟର ଫାଇନାଲରେ ପହଞ୍ଚିବା ଆଶା ଉଜ୍ଜୀବିତ ରଖିଛି । ଗ୍ରୁପ୍ ପର୍ଯ୍ୟାୟରେ ୫ଟି ପାଞ୍ଚରୁ ଭାରତ ୨ଟିରେ ବିଜୟୀ ହୋଇଛି । ଭାରତର ଭାଗ୍ୟ ଆୟର୍ଲାଣ୍ଡ ଏବଂ ଗ୍ରେଟ୍ ବ୍ରିଟେନ ମଧ୍ୟରେ ମ୍ୟାଚ୍ ଉପରେ ନିର୍ଭର କରୁଛି। ଯଦି ଆୟର୍ଲାଣ୍ଡ ପରାସ୍ତ ହୁଏ, ତେବେ ଭାରତ କ୍ବାର୍ଟର ଫାଇନାଲରେ ପହଞ୍ଚିବ ।

ଆହୁରି ପଢ଼ନ୍ତୁ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିକଳ୍ପ ସାଜିବାକୁ ନୀତୀଶ ରେଡ୍ଡୀଙ୍କ ଉପରେ ଚାପ! ସ୍କାନରରେ ବିସିସିଆଇ 'CoE'ର କାର୍ଯ୍ୟପ୍ରଣାଳୀ

ଦକ୍ଷିଣ ଆଫ୍ରିକା ବିପକ୍ଷ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଭାରତ ପାଇଁ ବନ୍ଦନା କାଟାରିଆ ହ୍ୟାଟ୍ରିକ ଗୋଲ ସ୍କୋର କରିଥିଲେ। ଅଲିମ୍ପିକ୍ ମ୍ୟାଚ୍ ରେ ହ୍ୟାଟ୍ରିକ୍ ଗୋଲ ସ୍କୋର କରିବାରେ ବନ୍ଦନା ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ହକି ଖେଳାଳି।

ଆହୁରି ପଢ଼ନ୍ତୁ: ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୬: ପାରା ପାୱାରଲିଫ୍ଟିଂରେ ଇତିହାସ ରଚିଲେ ଝଣ୍ଡୁ କୁମାର, ଭାରତକୁ ମିଳିଲା ପ୍ରଥମ ପଦକ

31 Jul 2021 By The Sakala

ଟୋକିଓ ଅଲିମ୍ପିକ୍ସ: ଦକ୍ଷିଣ ଆଫ୍ରିକାକୁ ୪-୩ ଗୋଲରେ ହରାଇ କ୍ବାର୍ଟର ଆଶା ଉଜ୍ଜୀବିତ କଲା ଭାରତୀୟ ମହିଳା ହକି ଟିମ୍

ଟୋକିଓ: ଅଲିମ୍ପିକ୍ସ ଗ୍ରୁପ ପର୍ଯ୍ୟାୟର କର ବା ମର ମ୍ୟାଚରେ ଜବରଦସ୍ତ ପ୍ରଦର୍ଶନ କରିଛି ଭାରତୀୟ ମହିଳା ହକି ଟିମ । ପୁଲ୍ ପର୍ଯ୍ୟାୟର ଶେଷ ମ୍ୟାଚ୍ ରେ ଭାରତୀୟ ମହିଳା ହକି ଦଳ ଦକ୍ଷିଣ ଆଫ୍ରିକାକୁ ୪-୩ ଗୋଲରେ ରେ ପରାସ୍ତ କରିଛି । ଏହା ସହିତ ଭାରତ କ୍ୱାର୍ଟର ଫାଇନାଲରେ ପହଞ୍ଚିବା ଆଶା ଉଜ୍ଜୀବିତ ରଖିଛି । ଗ୍ରୁପ୍ ପର୍ଯ୍ୟାୟରେ ୫ଟି ପାଞ୍ଚରୁ ଭାରତ ୨ଟିରେ ବିଜୟୀ ହୋଇଛି । ଭାରତର ଭାଗ୍ୟ ଆୟର୍ଲାଣ୍ଡ ଏବଂ ଗ୍ରେଟ୍ ବ୍ରିଟେନ ମଧ୍ୟରେ ମ୍ୟାଚ୍ ଉପରେ ନିର୍ଭର କରୁଛି। ଯଦି ଆୟର୍ଲାଣ୍ଡ ପରାସ୍ତ ହୁଏ, ତେବେ ଭାରତ କ୍ବାର୍ଟର ଫାଇନାଲରେ ପହଞ୍ଚିବ ।

ଦକ୍ଷିଣ ଆଫ୍ରିକା ବିପକ୍ଷ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଭାରତ ପାଇଁ ବନ୍ଦନା କାଟାରିଆ ହ୍ୟାଟ୍ରିକ ଗୋଲ ସ୍କୋର କରିଥିଲେ। ଅଲିମ୍ପିକ୍ ମ୍ୟାଚ୍ ରେ ହ୍ୟାଟ୍ରିକ୍ ଗୋଲ ସ୍କୋର କରିବାରେ ବନ୍ଦନା ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ହକି ଖେଳାଳି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର