ଚାମ୍ପିଅନ୍ସ ଟ୍ରଫି: ଭାରତକୁ ୨୨୯ ରନର ଟାର୍ଗେଟ ଦେଲା ବାଂଲାଦେଶ

The Sakala Picture
Published On

ଦୁବାଇ: ଦୁଇଥରର ଚାମ୍ପିଅନ ଭାରତ ଓ ପଡୋଶୀ ବାଂଲାଦେଶ ମଧ୍ୟରେ ଆଜି ଚାମ୍ପିଅନ୍ସ ଟ୍ରଫି ଗ୍ରୁପ୍‌-ଏ’ ଲିଗ୍‌ ମୁକାବିଲା ଚାଲିଛି। ବାଂଲାଦେଶ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ବାଂଲାଦେଶ ୪୯.୪ ଓଭରରେ ସମସ୍ତ ୱିକେଟ ହାଇର ୨୨୮ ରନ କରଛି। ମ୍ୟାଚକୁ ଜିତିବାକୁ ହେଲେ ଭାରତକୁ ୨୨୯ ରନର ଆବଶ୍ୟକତା ରହିଛି। ବାଂଲାଦେଶ ପକ୍ଷରୁ ତାନଜିଦ ହାସନ ୨୫ ବଲରେ ୨୫ ରନ ଓ ମେହଦୀ ହାସନ ମିରାଜ ୧୦ ବଲରେ ୫ରନ କରି […]

ଦୁବାଇ: ଦୁଇଥରର ଚାମ୍ପିଅନ ଭାରତ ଓ ପଡୋଶୀ ବାଂଲାଦେଶ ମଧ୍ୟରେ ଆଜି ଚାମ୍ପିଅନ୍ସ ଟ୍ରଫି ଗ୍ରୁପ୍‌-ଏ’ ଲିଗ୍‌ ମୁକାବିଲା ଚାଲିଛି। ବାଂଲାଦେଶ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ବାଂଲାଦେଶ ୪୯.୪ ଓଭରରେ ସମସ୍ତ ୱିକେଟ ହାଇର ୨୨୮ ରନ କରଛି। ମ୍ୟାଚକୁ ଜିତିବାକୁ ହେଲେ ଭାରତକୁ ୨୨୯ ରନର ଆବଶ୍ୟକତା ରହିଛି।

ଆହୁରି ପଢ଼ନ୍ତୁ: ଆହତ କାରଣରୁ ଆଫଗାନିସ୍ତାନ ଦିନିକିଆରୁ ବାଦ୍ ପଡିଲେ ବିରାଟ କୋହଲି, ପ୍ରତ୍ୟାବର୍ତ୍ତନରେ ଲାଗିଲା ବ୍ରେକ୍

ବାଂଲାଦେଶ ପକ୍ଷରୁ ତାନଜିଦ ହାସନ ୨୫ ବଲରେ ୨୫ ରନ ଓ ମେହଦୀ ହାସନ ମିରାଜ ୧୦ ବଲରେ ୫ରନ କରି ଆଉଟ ହୋଇଥିଲେ। ଗୋଟିଏ ପଟେ ବାଂଲାଦେଶ ଟିମ୍ ଭାରତୀୟ ବୋଲିଂରେ ଧରାଶାୟୀ ହୋଇପଡ଼ିଥିଲା। ପରେ ପାରିକୁ ତୋହିଦ ହୃଦୟ ଓ ଜାକିର ଅଲି ଅନିକ ସମ୍ଭାଳିଥିଲେ। ଜାକିର ଅଲି ୧୧୪ ବଲରେ ୬୮ ରନରେ ଆଉଟ ହୋଇଥିଲେ। ରିସାଦ ହୋସେନ ୧୨ ବଲରେ ୧୮ରନ କରି ଆଉଟ ହେଇଥିଲେ। ତୋହିଦ ହୃଦୟ ଏକ ଶତକୀୟ ଇଂଲିସ ଖେଳିଥିଲେ। ୧୧୮ ବଲରେ ୧୦୦ ରନର କରି ତୋହିଦ ଆଉଟ ହୋଇଥିଲେ।

ଆହୁରି ପଢ଼ନ୍ତୁ: ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ବିଜୟ ଭଲ, କିନ୍ତୁ ଏଥିରୁ ବଡ଼ ଫାଇଦା ଖୋଜିବା ଠିକ୍ ନୁହେଁ

ଭାରତ ପକ୍ଷରୁ ମହମ୍ମଦ ସାମି ସର୍ବାଧିକ ୫ଟି ୱିକେଟ ନେଇଥିବାବେଳେ ହର୍ଷିତ ରାଣା ୩ଟି ଓ ଅକ୍ଷର ପଟେଲ ୨ଟି  ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ଟିମ୍ ଇଣ୍ଡିଆକୁ ବଡ଼ ଝଟକା: ଆହତ ସମସ୍ୟା କାରଣରୁ ଆଫଗାନିସ୍ତାନ ସିରିଜରୁ ବାଦ୍ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା

20 Feb 2025 By The Sakala

ଚାମ୍ପିଅନ୍ସ ଟ୍ରଫି: ଭାରତକୁ ୨୨୯ ରନର ଟାର୍ଗେଟ ଦେଲା ବାଂଲାଦେଶ

ଦୁବାଇ: ଦୁଇଥରର ଚାମ୍ପିଅନ ଭାରତ ଓ ପଡୋଶୀ ବାଂଲାଦେଶ ମଧ୍ୟରେ ଆଜି ଚାମ୍ପିଅନ୍ସ ଟ୍ରଫି ଗ୍ରୁପ୍‌-ଏ’ ଲିଗ୍‌ ମୁକାବିଲା ଚାଲିଛି। ବାଂଲାଦେଶ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ବାଂଲାଦେଶ ୪୯.୪ ଓଭରରେ ସମସ୍ତ ୱିକେଟ ହାଇର ୨୨୮ ରନ କରଛି। ମ୍ୟାଚକୁ ଜିତିବାକୁ ହେଲେ ଭାରତକୁ ୨୨୯ ରନର ଆବଶ୍ୟକତା ରହିଛି।

ବାଂଲାଦେଶ ପକ୍ଷରୁ ତାନଜିଦ ହାସନ ୨୫ ବଲରେ ୨୫ ରନ ଓ ମେହଦୀ ହାସନ ମିରାଜ ୧୦ ବଲରେ ୫ରନ କରି ଆଉଟ ହୋଇଥିଲେ। ଗୋଟିଏ ପଟେ ବାଂଲାଦେଶ ଟିମ୍ ଭାରତୀୟ ବୋଲିଂରେ ଧରାଶାୟୀ ହୋଇପଡ଼ିଥିଲା। ପରେ ପାରିକୁ ତୋହିଦ ହୃଦୟ ଓ ଜାକିର ଅଲି ଅନିକ ସମ୍ଭାଳିଥିଲେ। ଜାକିର ଅଲି ୧୧୪ ବଲରେ ୬୮ ରନରେ ଆଉଟ ହୋଇଥିଲେ। ରିସାଦ ହୋସେନ ୧୨ ବଲରେ ୧୮ରନ କରି ଆଉଟ ହେଇଥିଲେ। ତୋହିଦ ହୃଦୟ ଏକ ଶତକୀୟ ଇଂଲିସ ଖେଳିଥିଲେ। ୧୧୮ ବଲରେ ୧୦୦ ରନର କରି ତୋହିଦ ଆଉଟ ହୋଇଥିଲେ।

ଭାରତ ପକ୍ଷରୁ ମହମ୍ମଦ ସାମି ସର୍ବାଧିକ ୫ଟି ୱିକେଟ ନେଇଥିବାବେଳେ ହର୍ଷିତ ରାଣା ୩ଟି ଓ ଅକ୍ଷର ପଟେଲ ୨ଟି  ୱିକେଟ ନେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର