ୱାର୍ଲ୍ଡ ଚମ୍ପିଆନସିପ୍ ପାଇଁ ୧୫ ଜଣିଆ ଟିମ ଘୋଷଣା କଲା BCCI
ନୂଆଦିଲ୍ଲୀ: ୱାର୍ଲ୍ଡ ଚମ୍ପିଆନସିପ ପାଇଁ ୧୫ ଜଣିଆ ଦଳ ଘୋଷଣା କଲା ବିସିସିଆଇ । ଏହି ଟିମରେ ବିରାଟ କୋହଲି କ୍ୟାପଟେନ ଓ ରାହାଣେ ଉପ-ଅଧିନାୟକ ଭାବେ ନିଯୁକ୍ତ ହୋଇଛନ୍ତି । ସେହିପରି ଅନ୍ୟମାନଙ୍କ ଭିତରେ ଟିମରେ ରହିଛନ୍ତି ଅଲରାଉଣ୍ଡର ରୋହିତ ଶର୍ମା, ଏସ ଗିଲ, ଚେତେଶ୍ୱର ପୂଜାରା , ହନୁମାନ ବିହାରୀ, ରିଷଭ ପନ୍ଥ, ଡବ୍ଲ୍ୟୁ ସାହା, ଆର ଅଶ୍ୱିନୀ ଏବଂ ରବୀନ୍ଦ୍ର ଜାଡ଼େଜା । ଜେ ବୁମରାହ, ଇଶାନ୍ତ ଶର୍ମା, ମହମ୍ମଦ ସାମି, ୟୁ […]
ନୂଆଦିଲ୍ଲୀ: ୱାର୍ଲ୍ଡ ଚମ୍ପିଆନସିପ ପାଇଁ ୧୫ ଜଣିଆ ଦଳ ଘୋଷଣା କଲା ବିସିସିଆଇ । ଏହି ଟିମରେ ବିରାଟ କୋହଲି କ୍ୟାପଟେନ ଓ ରାହାଣେ ଉପ-ଅଧିନାୟକ ଭାବେ ନିଯୁକ୍ତ ହୋଇଛନ୍ତି । ସେହିପରି ଅନ୍ୟମାନଙ୍କ ଭିତରେ ଟିମରେ ରହିଛନ୍ତି ଅଲରାଉଣ୍ଡର ରୋହିତ ଶର୍ମା, ଏସ ଗିଲ, ଚେତେଶ୍ୱର ପୂଜାରା , ହନୁମାନ ବିହାରୀ, ରିଷଭ ପନ୍ଥ, ଡବ୍ଲ୍ୟୁ ସାହା, ଆର ଅଶ୍ୱିନୀ ଏବଂ ରବୀନ୍ଦ୍ର ଜାଡ଼େଜା ।
ଆହୁରି ପଢ଼ନ୍ତୁ: ବିସିସିଆଇର ଅନିଶ୍ଚିତତା ମଧ୍ୟରେ ରୋହିତ ଶର୍ମାଙ୍କୁ ସମର୍ଥନ: ବିଶ୍ୱକପ୍ ପାଇଁ 'ଅମୂଲ୍ୟ ସମ୍ପଦ' କହିଲେ ଜଣ୍ଟି ରୋଡ୍ସ, କୋହଲିଙ୍କୁ ମଧ୍ୟ ପ୍ରଶଂସା
ଜେ ବୁମରାହ, ଇଶାନ୍ତ ଶର୍ମା, ମହମ୍ମଦ ସାମି, ୟୁ ଯାଦବ ଏବଂ ମହମ୍ମଦ ସିରାଜଙ୍କ ନାମ ମଧ୍ୟ ଏହି ତାଲିକାରେ ସାମିଲ ରହିଛି । ଚଳିତବର୍ଷ ୱାର୍ଲଡ ଚମ୍ପିଆନସିପ୍ କ୍ରିକେଟ ଥିବାବେଳେ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛି ଭାରତୀୟ କ୍ରିକେଟ ବୋର୍ଡ । ମ୍ୟାଚ ପାଇଁ ୧୫ ଜଣିଆ କ୍ରିକେଟ ଟିମ ମଧ୍ୟ ଘୋଷଣା କରିଛି ବିସିସିଆଇ ।






