ଆଇପିଏଲ୍‌-୨୦୨୪ ସିଜିନରୁ ବାଦ୍‌ ପଡ଼ିପାରନ୍ତି ହାର୍ଦ୍ଦିକ ପାଣ୍ଡ୍ୟା !

The Sakala Picture
Published On

ମୁମ୍ବଇ: ମୁମ୍ବାଇ ଇଣ୍ଡିଆନ୍ସକୁ ଲାଗିପାରେ ଝଟକା । ଆଇପିଏଲ ୨୦୨୪ ସିଜିନରୁ ବାଦ ପଡ଼ିପାରନ୍ତି ଅଭିଜ୍ଞ ଅଲରାଉଣ୍ଡର ତଥା ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ପାଣ୍ଡ୍ୟା ଏବେ ଆଘାତ ସମସ୍ୟା କାରଣରୁ ଆଇପିଏଲ୍‌ରୁ ବାଦ୍‌ ପଡିବାର ଆଶଙ୍କା ସୃଷ୍ଟି ହୋଇଛି। ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍‌ ମ୍ୟାନେଜମେଣ୍ଟ ପାଇଁ ଚିନ୍ତା ସୃଷ୍ଟି ହୋଇଛି। ଅଭିଜ୍ଞ ବ୍ୟାଟର ରୋହିତ ଶର୍ମାଙ୍କ ସ୍ଥାନରେ ମୁମ୍ବାଇ ପାଣ୍ଡ୍ୟାଙ୍କୁ ଅଧିନାୟକ ନିଯୁକ୍ତ କରିଥିଲା। ରୋହିତ ମୁମ୍ବାଇକୁ ଆଇପିଏଲ୍‌ରେ ୫ଥର ଚାମ୍ପିଅନ କରାଇଥିଲେ। ଏହା […]

ମୁମ୍ବଇ: ମୁମ୍ବାଇ ଇଣ୍ଡିଆନ୍ସକୁ ଲାଗିପାରେ ଝଟକା । ଆଇପିଏଲ ୨୦୨୪ ସିଜିନରୁ ବାଦ ପଡ଼ିପାରନ୍ତି ଅଭିଜ୍ଞ ଅଲରାଉଣ୍ଡର ତଥା ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ପାଣ୍ଡ୍ୟା ଏବେ ଆଘାତ ସମସ୍ୟା କାରଣରୁ ଆଇପିଏଲ୍‌ରୁ ବାଦ୍‌ ପଡିବାର ଆଶଙ୍କା ସୃଷ୍ଟି ହୋଇଛି। ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍‌ ମ୍ୟାନେଜମେଣ୍ଟ ପାଇଁ ଚିନ୍ତା ସୃଷ୍ଟି ହୋଇଛି। ଅଭିଜ୍ଞ ବ୍ୟାଟର ରୋହିତ ଶର୍ମାଙ୍କ ସ୍ଥାନରେ ମୁମ୍ବାଇ ପାଣ୍ଡ୍ୟାଙ୍କୁ ଅଧିନାୟକ ନିଯୁକ୍ତ କରିଥିଲା।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ରୋହିତ ମୁମ୍ବାଇକୁ ଆଇପିଏଲ୍‌ରେ ୫ଥର ଚାମ୍ପିଅନ କରାଇଥିଲେ। ଏହା ସତ୍ତେ୍ୱ ରୋହିତଙ୍କଠାରୁ ମୁମ୍ବାଇ ନେତୃତ୍ୱ ଛଡାଇ ନେଇଛି। ଏଥିରେ କ୍ରିକେଟ ପ୍ରଶଂସକମାନେ ଚକିତ ହୋଇଥିଲେ। ମୁମ୍ବାଇ ଟ୍ରେଡିଂ ୱିଣ୍ଡୋ ଜରିଆରେ ପାଣ୍ଡ୍ୟାଙ୍କୁ ଗୁଜରାଟ ଟାଇଟନ୍ସଠାରୁ ନିଜ ଦଳରେ ସାମିଲ କରିଥିଲା। କିନ୍ତୁ ପାଣ୍ଡ୍ୟାଙ୍କ ଫିଟ୍‌ନେସ୍‌ ନେଇ ଏପର୍ଯ୍ୟନ୍ତ କୌଣସି ଅପଡେଟ୍‌ ମିଳିପାରିନାହିଁ। ତେଣୁ ସେ ମୁମ୍ବାଇ ପାଇଁ ଆଇପିଏଲ୍‌ ଖେଳିବେ କି ନା ସେ ନେଇ ଆଶଙ୍କା ବଢିବାରେ ଲାଗିଛି। ପାଣ୍ଡ୍ୟାଙ୍କ ନେତୃତ୍ୱରେ ଗୁଜରାଟ ଟାଇଟନ୍ସକୁ ୨୦୨୨ ଆଇପିଏଲ ଚାମ୍ପିଅନ ହେବାର ଗୌରବ ଅର୍ଜନ କରିଥିଲା। ଗତ ବିଶ୍ୱକପ୍‌ରେ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ପାଣ୍ଡ୍ୟା ଆହତ ହୋଇ ବାଦ୍‌ ପଡିଥିଲେ। ସେବେଠାରୁ ସେ କ୍ରିକେଟରୁ ଦୂରେଇ ରହିଛନ୍ତି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଯୁଦ୍ଧର ନିଆଁ: ବ୍ୟାରେଲ ପିଛା ୧୦୦ ଡଲାର ଟପିଲା ଅଶୋଧିତ ତୈଳ ଦର, ଖସିଲା ଟଙ୍କାର ମୂଲ୍ୟ

24 Dec 2023 By The Sakala

ଆଇପିଏଲ୍‌-୨୦୨୪ ସିଜିନରୁ ବାଦ୍‌ ପଡ଼ିପାରନ୍ତି ହାର୍ଦ୍ଦିକ ପାଣ୍ଡ୍ୟା !

ମୁମ୍ବଇ: ମୁମ୍ବାଇ ଇଣ୍ଡିଆନ୍ସକୁ ଲାଗିପାରେ ଝଟକା । ଆଇପିଏଲ ୨୦୨୪ ସିଜିନରୁ ବାଦ ପଡ଼ିପାରନ୍ତି ଅଭିଜ୍ଞ ଅଲରାଉଣ୍ଡର ତଥା ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ପାଣ୍ଡ୍ୟା ଏବେ ଆଘାତ ସମସ୍ୟା କାରଣରୁ ଆଇପିଏଲ୍‌ରୁ ବାଦ୍‌ ପଡିବାର ଆଶଙ୍କା ସୃଷ୍ଟି ହୋଇଛି। ଫଳରେ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍‌ ମ୍ୟାନେଜମେଣ୍ଟ ପାଇଁ ଚିନ୍ତା ସୃଷ୍ଟି ହୋଇଛି। ଅଭିଜ୍ଞ ବ୍ୟାଟର ରୋହିତ ଶର୍ମାଙ୍କ ସ୍ଥାନରେ ମୁମ୍ବାଇ ପାଣ୍ଡ୍ୟାଙ୍କୁ ଅଧିନାୟକ ନିଯୁକ୍ତ କରିଥିଲା।

ରୋହିତ ମୁମ୍ବାଇକୁ ଆଇପିଏଲ୍‌ରେ ୫ଥର ଚାମ୍ପିଅନ କରାଇଥିଲେ। ଏହା ସତ୍ତେ୍ୱ ରୋହିତଙ୍କଠାରୁ ମୁମ୍ବାଇ ନେତୃତ୍ୱ ଛଡାଇ ନେଇଛି। ଏଥିରେ କ୍ରିକେଟ ପ୍ରଶଂସକମାନେ ଚକିତ ହୋଇଥିଲେ। ମୁମ୍ବାଇ ଟ୍ରେଡିଂ ୱିଣ୍ଡୋ ଜରିଆରେ ପାଣ୍ଡ୍ୟାଙ୍କୁ ଗୁଜରାଟ ଟାଇଟନ୍ସଠାରୁ ନିଜ ଦଳରେ ସାମିଲ କରିଥିଲା। କିନ୍ତୁ ପାଣ୍ଡ୍ୟାଙ୍କ ଫିଟ୍‌ନେସ୍‌ ନେଇ ଏପର୍ଯ୍ୟନ୍ତ କୌଣସି ଅପଡେଟ୍‌ ମିଳିପାରିନାହିଁ। ତେଣୁ ସେ ମୁମ୍ବାଇ ପାଇଁ ଆଇପିଏଲ୍‌ ଖେଳିବେ କି ନା ସେ ନେଇ ଆଶଙ୍କା ବଢିବାରେ ଲାଗିଛି। ପାଣ୍ଡ୍ୟାଙ୍କ ନେତୃତ୍ୱରେ ଗୁଜରାଟ ଟାଇଟନ୍ସକୁ ୨୦୨୨ ଆଇପିଏଲ ଚାମ୍ପିଅନ ହେବାର ଗୌରବ ଅର୍ଜନ କରିଥିଲା। ଗତ ବିଶ୍ୱକପ୍‌ରେ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ପାଣ୍ଡ୍ୟା ଆହତ ହୋଇ ବାଦ୍‌ ପଡିଥିଲେ। ସେବେଠାରୁ ସେ କ୍ରିକେଟରୁ ଦୂରେଇ ରହିଛନ୍ତି।

https://www.thesakala.in/sports/hardik-pandya-may-miss-ipl-2024-due-to-injury/article-28535
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର