ଆଇସିସି ବିଶ୍ୱକପ୍‌ ୨୦୨୩: ନ୍ୟୁଜିଲାଣ୍ଡକୁ ୪ ୱିକେଟରେ ହରାଇଲା ଭାରତ

The Sakala Picture
Published On

ଧର୍ମଶାଳା: ଆଇସିସି ବିଶ୍ୱକପ୍‌ ୨୦୨୩ । ସୁପର ସନ୍‌ଣ୍ଡେରେ ଆଜି ଧର୍ମଶାଳା ଷ୍ଟାଡିୟମ୍‌ରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସୁପର ଫାଇଟ୍‌  ଦେଖିବାକୁ ମିଳିଥିଲା । ଟସ୍‌ ଜିତି  ଭାରତ ଅଧିନାୟକ ରୋହିତ ଶର୍ମା ପ୍ରଥମେ ବୋଲିଙ୍ଗ୍‌ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ସମସ୍ତ ୱିକେଟ ହରାଇ ୨୭୩ ରନ କରିଥିଲା । ଭାରତ  ୬ ୱିକେଟ ହରାଇ ୪୮ ଓଭରରେ ୨୭୪ରନ କରି ଏହି ମ୍ୟାଚକୁ ଜିତି ନେଇଛି। ଭାରତ ପକ୍ଷରୁ […]

ଧର୍ମଶାଳା: ଆଇସିସି ବିଶ୍ୱକପ୍‌ ୨୦୨୩ । ସୁପର ସନ୍‌ଣ୍ଡେରେ ଆଜି ଧର୍ମଶାଳା ଷ୍ଟାଡିୟମ୍‌ରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସୁପର ଫାଇଟ୍‌  ଦେଖିବାକୁ ମିଳିଥିଲା । ଟସ୍‌ ଜିତି  ଭାରତ ଅଧିନାୟକ ରୋହିତ ଶର୍ମା ପ୍ରଥମେ ବୋଲିଙ୍ଗ୍‌ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ସମସ୍ତ ୱିକେଟ ହରାଇ ୨୭୩ ରନ କରିଥିଲା । ଭାରତ  ୬ ୱିକେଟ ହରାଇ ୪୮ ଓଭରରେ ୨୭୪ରନ କରି ଏହି ମ୍ୟାଚକୁ ଜିତି ନେଇଛି।

ଆହୁରି ପଢ଼ନ୍ତୁ: "ଖେଳାଳିଙ୍କୁ ମାରିଦିଅନି", ବିସିସିଆଇର ବ୍ୟସ୍ତବହୁଳ କାର୍ଯ୍ୟସୂଚୀକୁ ନେଇ ବର୍ଷିଲେ ଲଳିତ ମୋଦୀ

ଭାରତ ପକ୍ଷରୁ ରୋହିତ ଶର୍ମା ୪୦ ବଲରେ ୪୬ ରନ କରି ଆଉଟ ହୋଇଥିବା ବେଳେ ଶୁଭମନ ଗିଲ୍‌ ୩୧ ବଲରେ ୨୬ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ବିରାଟ କୋହଲି ଓ ଶ୍ରେୟାସ ଆୟର ସମ୍ଭାଳିଥିଲେ। ଶ୍ରେୟାସ ଆୟର ୨୯ ବଲରେ ୩୩ ରନ କରି ଆଉଟ ହୋଇଥିଲେ। ପରେ ବିରାଟଙ୍କ ସାଥ ଦେବା ପାଇଁ କେଏଲ ରାହୁଲ ପଡିଆକୁ ଆସିଥିଲେ। କେଏଲ ରାହୁଲ ୩୫ ବଲରେ ୨୭ ରନ କରି ଆଉଟ ହୋଇଥିଲେ। ସୂର୍ଯ୍ୟକୁମାର ଯାଦବ ୪ ବଲରେ ୨ରନ କରି ରନ ଆଉଟ ହୋଇଥିଲେ। ପରେ ବିରାଟଙ୍କ ସାଥ ଦେବା ପାଇଁ ରବିନ୍ଦ୍ର ଜାଡେଜା ଆସିଥିଲେ। ବିରାଟ କୋହଲି ୧୦୪ ବଲରେ ୯୫ରନ କରି ଆଉଟ ହୋଇଥିଲେ। ରବିନ୍ଦ୍ର ଜାଡେଜା ୪୪ ବଲରେ ୩୯ ରନ କରି ଅପରାଜିତ ରହିଥିଲେ।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ୨୦୨୬: ଧୋନିଙ୍କ ଆହତ ସମସ୍ୟାର ଅପଡେଟ୍, କେବେ ପଡ଼ିଆକୁ ଫେରିବେ ମାହି?

ନ୍ୟୁଜିଲାଣ୍ଡ ପକ୍ଷରୁ ଲକି ଫର୍ଗୁସନ ୨ଟି ୱିକେଟ ନେଇଥିବା ବେଳେ ମିଚେଲ୍‌ ସାଣ୍ଟନର, ମାଟ୍‌ ହେନରୀ ଓ ଟ୍ରେଣ୍ଟ ବୋଲ୍ଟ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ମ୍ୟାଚ୍ ବିଜୟୀ ପ୍ରଦର୍ଶନ ପରେ ଗୁଜରାଟର ଶିକ୍ଷା ମନ୍ତ୍ରୀଙ୍କୁ ପୁରସ୍କାର ଉତ୍ସର୍ଗ କଲେ ରବୀନ୍ଦ୍ର ଜାଡେଜା

22 Oct 2023 By The Sakala

ଆଇସିସି ବିଶ୍ୱକପ୍‌ ୨୦୨୩: ନ୍ୟୁଜିଲାଣ୍ଡକୁ ୪ ୱିକେଟରେ ହରାଇଲା ଭାରତ

ଧର୍ମଶାଳା: ଆଇସିସି ବିଶ୍ୱକପ୍‌ ୨୦୨୩ । ସୁପର ସନ୍‌ଣ୍ଡେରେ ଆଜି ଧର୍ମଶାଳା ଷ୍ଟାଡିୟମ୍‌ରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସୁପର ଫାଇଟ୍‌  ଦେଖିବାକୁ ମିଳିଥିଲା । ଟସ୍‌ ଜିତି  ଭାରତ ଅଧିନାୟକ ରୋହିତ ଶର୍ମା ପ୍ରଥମେ ବୋଲିଙ୍ଗ୍‌ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ସମସ୍ତ ୱିକେଟ ହରାଇ ୨୭୩ ରନ କରିଥିଲା । ଭାରତ  ୬ ୱିକେଟ ହରାଇ ୪୮ ଓଭରରେ ୨୭୪ରନ କରି ଏହି ମ୍ୟାଚକୁ ଜିତି ନେଇଛି।

ଭାରତ ପକ୍ଷରୁ ରୋହିତ ଶର୍ମା ୪୦ ବଲରେ ୪୬ ରନ କରି ଆଉଟ ହୋଇଥିବା ବେଳେ ଶୁଭମନ ଗିଲ୍‌ ୩୧ ବଲରେ ୨୬ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ବିରାଟ କୋହଲି ଓ ଶ୍ରେୟାସ ଆୟର ସମ୍ଭାଳିଥିଲେ। ଶ୍ରେୟାସ ଆୟର ୨୯ ବଲରେ ୩୩ ରନ କରି ଆଉଟ ହୋଇଥିଲେ। ପରେ ବିରାଟଙ୍କ ସାଥ ଦେବା ପାଇଁ କେଏଲ ରାହୁଲ ପଡିଆକୁ ଆସିଥିଲେ। କେଏଲ ରାହୁଲ ୩୫ ବଲରେ ୨୭ ରନ କରି ଆଉଟ ହୋଇଥିଲେ। ସୂର୍ଯ୍ୟକୁମାର ଯାଦବ ୪ ବଲରେ ୨ରନ କରି ରନ ଆଉଟ ହୋଇଥିଲେ। ପରେ ବିରାଟଙ୍କ ସାଥ ଦେବା ପାଇଁ ରବିନ୍ଦ୍ର ଜାଡେଜା ଆସିଥିଲେ। ବିରାଟ କୋହଲି ୧୦୪ ବଲରେ ୯୫ରନ କରି ଆଉଟ ହୋଇଥିଲେ। ରବିନ୍ଦ୍ର ଜାଡେଜା ୪୪ ବଲରେ ୩୯ ରନ କରି ଅପରାଜିତ ରହିଥିଲେ।

ନ୍ୟୁଜିଲାଣ୍ଡ ପକ୍ଷରୁ ଲକି ଫର୍ଗୁସନ ୨ଟି ୱିକେଟ ନେଇଥିବା ବେଳେ ମିଚେଲ୍‌ ସାଣ୍ଟନର, ମାଟ୍‌ ହେନରୀ ଓ ଟ୍ରେଣ୍ଟ ବୋଲ୍ଟ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର