ଏସୀୟ କ୍ରୀଡ଼ା ୨୦୨୩: ଜାଭଲିନ୍ ଥ୍ରୋରେ ନିରଜଙ୍କୁ ସ୍ବର୍ଣ୍ଣ, ଓଡ଼ିଆ ପୁଅ କିଶୋରଙ୍କୁ ରୌପ୍ୟ

The Sakala Picture
Published On

ନୂଆଦିଲ୍ଲୀ: ଚୀନର ପୂର୍ବପ୍ରାନ୍ତରେ ଥିବା ହାଙ୍ଗଝୋଉ ସହରରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଭାରତକୁ ଜାଭଲିନ ଥ୍ରୋରେ ଆଉ ଏକ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ମିଳିଛି। ସୁନା ପୁଅ ନିରଜ ଚୋପ୍ରାଙ୍କୁ ସ୍ବର୍ଣ୍ଣ ପଦକ ମଳିଥିବା ବେଳେ ଓଡ଼ିଆ ପୁଅ କିଶୋର ଜେନା ରୌପ୍ୟ ପଦକ ହାସଲ କରିଛନ୍ତି। ଏଥିସହ ଓଡ଼ିଆ ପୁଅ କିଶୋର ଜେନା ଅଲିମ୍ପିକ୍ସ ଯୋଗ୍ୟତା ମଧ୍ୟ ହାସଲ କରିଛନ୍ତି। ୨୦୧୮ ଏସିଆଡରେ ମଧ୍ୟ ସ୍ୱର୍ଣ୍ଣ ଜିତିଥିଲେ ନୀରଜ । Historic GOLD […]

ନୂଆଦିଲ୍ଲୀ: ଚୀନର ପୂର୍ବପ୍ରାନ୍ତରେ ଥିବା ହାଙ୍ଗଝୋଉ ସହରରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଭାରତକୁ ଜାଭଲିନ ଥ୍ରୋରେ ଆଉ ଏକ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ମିଳିଛି। ସୁନା ପୁଅ ନିରଜ ଚୋପ୍ରାଙ୍କୁ ସ୍ବର୍ଣ୍ଣ ପଦକ ମଳିଥିବା ବେଳେ ଓଡ଼ିଆ ପୁଅ କିଶୋର ଜେନା ରୌପ୍ୟ ପଦକ ହାସଲ କରିଛନ୍ତି। ଏଥିସହ ଓଡ଼ିଆ ପୁଅ କିଶୋର ଜେନା ଅଲିମ୍ପିକ୍ସ ଯୋଗ୍ୟତା ମଧ୍ୟ ହାସଲ କରିଛନ୍ତି। ୨୦୧୮ ଏସିଆଡରେ ମଧ୍ୟ ସ୍ୱର୍ଣ୍ଣ ଜିତିଥିଲେ ନୀରଜ ।

ଆହୁରି ପଢ଼ନ୍ତୁ: ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ବ୍ୟବସ୍ଥା: ଗୋଟିଏ ବିଷୟରେ ଦେଇପାରିବେ ଇମ୍‌ପ୍ରୁଭମେଣ୍ଟ ପରୀକ୍ଷା

ନିରୋଜ ଚୋପ୍ରା ୮୮.୮୮ ମିଟର ଦୂରତାକୁ ଜାଭଲିନ ଫିଙ୍ଗି ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ଓଡ଼ିଆ ପୁଅ କିଶୋର ଜେନା ୮୭ .୫୪ ମିଟର ଦୂରତାକୁ ଜାଭଲିନ ଫିଙ୍ଗି ରୌପ୍ୟ ପଦକ ହାସଲ କରିଛନ୍ତି ।

04 Oct 2023 By The Sakala

ଏସୀୟ କ୍ରୀଡ଼ା ୨୦୨୩: ଜାଭଲିନ୍ ଥ୍ରୋରେ ନିରଜଙ୍କୁ ସ୍ବର୍ଣ୍ଣ, ଓଡ଼ିଆ ପୁଅ କିଶୋରଙ୍କୁ ରୌପ୍ୟ

ନୂଆଦିଲ୍ଲୀ: ଚୀନର ପୂର୍ବପ୍ରାନ୍ତରେ ଥିବା ହାଙ୍ଗଝୋଉ ସହରରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୩ରେ ଭାରତକୁ ଜାଭଲିନ ଥ୍ରୋରେ ଆଉ ଏକ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ମିଳିଛି। ସୁନା ପୁଅ ନିରଜ ଚୋପ୍ରାଙ୍କୁ ସ୍ବର୍ଣ୍ଣ ପଦକ ମଳିଥିବା ବେଳେ ଓଡ଼ିଆ ପୁଅ କିଶୋର ଜେନା ରୌପ୍ୟ ପଦକ ହାସଲ କରିଛନ୍ତି। ଏଥିସହ ଓଡ଼ିଆ ପୁଅ କିଶୋର ଜେନା ଅଲିମ୍ପିକ୍ସ ଯୋଗ୍ୟତା ମଧ୍ୟ ହାସଲ କରିଛନ୍ତି। ୨୦୧୮ ଏସିଆଡରେ ମଧ୍ୟ ସ୍ୱର୍ଣ୍ଣ ଜିତିଥିଲେ ନୀରଜ ।

ନିରୋଜ ଚୋପ୍ରା ୮୮.୮୮ ମିଟର ଦୂରତାକୁ ଜାଭଲିନ ଫିଙ୍ଗି ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ଓଡ଼ିଆ ପୁଅ କିଶୋର ଜେନା ୮୭ .୫୪ ମିଟର ଦୂରତାକୁ ଜାଭଲିନ ଫିଙ୍ଗି ରୌପ୍ୟ ପଦକ ହାସଲ କରିଛନ୍ତି ।

https://www.thesakala.in/sports/hangzhou-asian-games-neeraj-chopra-bags-gold-medal-in-javelin-throw-with-the-best-throw-of-88-88-metres-kishore-jena-clinches-silver-medal/article-26069
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର