ଆଇପିଏଲ ୨୦୨୧: ଖେଳାଳି କରୋନା ସଂକ୍ରମିତ ହେବା ପରେ ଆଜିର ଆରସିବି ଓ କେକେଆର ମ୍ୟାଚ ରଦ୍ଦ

The Sakala Picture
Published On

ମୁମ୍ବଇ: ଆଇପିଏଲର ୨୦୨୧ ସଂସ୍କରଣରେ କରୋନାର ଆତଙ୍କ। ଦେଶରେ କରୋନା ସଂକ୍ରମଣ ହାର ଦୃତ ଗତିରେ ବୃଦ୍ଧି ପାଉଛି। କରୋନା ଯୋଗୁ ପ୍ରଥମ ଥର ଲାଗି ଆଇପିଏଲର ଏକ ମ୍ୟାଚ ବାତିଲ ହୋଇଛି। ୨ ଜଣ ଖେଳାଳି କରୋନା ଆକ୍ରାନ୍ତ ଚିହ୍ନଟ ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଏବଂ କଲକାତା ନାଇଟ ରାଇଡର୍ସ (କେକେଆର) ମଧ୍ୟରେ ହେବାକୁ ଥିବା ମ୍ୟାଚକୁ ରଦ୍ଦ କରିଦିଆଯାଇଛି। ରିପୋର୍ଟ ମୁତାବକ କୋଲକତା ନାଇଟ ରାଇଡର୍ସର ୨ ଜଣ ଖେଳାଳି କରୋନା […]

ମୁମ୍ବଇ: ଆଇପିଏଲର ୨୦୨୧ ସଂସ୍କରଣରେ କରୋନାର ଆତଙ୍କ। ଦେଶରେ କରୋନା ସଂକ୍ରମଣ ହାର ଦୃତ ଗତିରେ ବୃଦ୍ଧି ପାଉଛି। କରୋନା ଯୋଗୁ ପ୍ରଥମ ଥର ଲାଗି ଆଇପିଏଲର ଏକ ମ୍ୟାଚ ବାତିଲ ହୋଇଛି। ୨ ଜଣ ଖେଳାଳି କରୋନା ଆକ୍ରାନ୍ତ ଚିହ୍ନଟ ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଏବଂ କଲକାତା ନାଇଟ ରାଇଡର୍ସ (କେକେଆର) ମଧ୍ୟରେ ହେବାକୁ ଥିବା ମ୍ୟାଚକୁ ରଦ୍ଦ କରିଦିଆଯାଇଛି।

ଆହୁରି ପଢ଼ନ୍ତୁ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିକଳ୍ପ ସାଜିବାକୁ ନୀତୀଶ ରେଡ୍ଡୀଙ୍କ ଉପରେ ଚାପ! ସ୍କାନରରେ ବିସିସିଆଇ 'CoE'ର କାର୍ଯ୍ୟପ୍ରଣାଳୀ

ରିପୋର୍ଟ ମୁତାବକ କୋଲକତା ନାଇଟ ରାଇଡର୍ସର ୨ ଜଣ ଖେଳାଳି କରୋନା ସଂକ୍ରମିତ ହୋଇଛନ୍ତି । ସେମାନେ ହେଲେ ବରୁଣ ଚକ୍ରବର୍ତି ଓ ସନ୍ଦୀପ ୱାରିୟର।

ଆହୁରି ପଢ଼ନ୍ତୁ: ଆସନ୍ତା ସେପ୍ଟେମ୍ବର ମାସରେ ଆନ୍ତର୍ଜାତୀୟ ଫୁଟବଲରୁ ଅବସର ନେବେ କ୍ରିଷ୍ଟିଆନୋ ରୋନାଲ୍ଡୋ!

କରୋନା ସଂକ୍ରମଣ କାଳରେ ବିସିସିଆଇ ଶକ୍ତିଶାଳୀ ‘ବାୟୋ-ବବଲ’ ଜରିଆରେ ସଫଳତାର ସହିତ ମ୍ୟାଚ ଆୟୋଜନ କରୁଥିବା କହିଥିଲା। ଫଳରେ ବର୍ତ୍ତମାନ ସୁଦ୍ଧା ୨୯ଟି ମ୍ୟାଚ ସଫଳତାର ସହିତ ଶେଷ ହୋଇଥିଲା। ଚେନ୍ନାଇ-ମୁମ୍ବଇରେ ସମସ୍ତ ମ୍ୟାଚ ଖେଳାଯାଇଥିଲେ। କିନ୍ତୁ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଜି ହେବାକୁ ଥିବା ମ୍ୟାଚକୁ ରଦ୍ଦ କରିଦିଆଯାଇଛି।

ଆହୁରି ପଢ଼ନ୍ତୁ: ଏସିଆନ୍ ଗେମ୍ସ ପାଇଁ ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜ୍ ଖେଳିବେ ନାହିଁ ବୁମରା-ଶ୍ରେୟସଙ୍କ ସମେତ ୮ ଷ୍ଟାର୍ ଖେଳାଳି

03 May 2021 By The Sakala

ଆଇପିଏଲ ୨୦୨୧: ଖେଳାଳି କରୋନା ସଂକ୍ରମିତ ହେବା ପରେ ଆଜିର ଆରସିବି ଓ କେକେଆର ମ୍ୟାଚ ରଦ୍ଦ

ମୁମ୍ବଇ: ଆଇପିଏଲର ୨୦୨୧ ସଂସ୍କରଣରେ କରୋନାର ଆତଙ୍କ। ଦେଶରେ କରୋନା ସଂକ୍ରମଣ ହାର ଦୃତ ଗତିରେ ବୃଦ୍ଧି ପାଉଛି। କରୋନା ଯୋଗୁ ପ୍ରଥମ ଥର ଲାଗି ଆଇପିଏଲର ଏକ ମ୍ୟାଚ ବାତିଲ ହୋଇଛି। ୨ ଜଣ ଖେଳାଳି କରୋନା ଆକ୍ରାନ୍ତ ଚିହ୍ନଟ ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଏବଂ କଲକାତା ନାଇଟ ରାଇଡର୍ସ (କେକେଆର) ମଧ୍ୟରେ ହେବାକୁ ଥିବା ମ୍ୟାଚକୁ ରଦ୍ଦ କରିଦିଆଯାଇଛି।

ରିପୋର୍ଟ ମୁତାବକ କୋଲକତା ନାଇଟ ରାଇଡର୍ସର ୨ ଜଣ ଖେଳାଳି କରୋନା ସଂକ୍ରମିତ ହୋଇଛନ୍ତି । ସେମାନେ ହେଲେ ବରୁଣ ଚକ୍ରବର୍ତି ଓ ସନ୍ଦୀପ ୱାରିୟର।

କରୋନା ସଂକ୍ରମଣ କାଳରେ ବିସିସିଆଇ ଶକ୍ତିଶାଳୀ ‘ବାୟୋ-ବବଲ’ ଜରିଆରେ ସଫଳତାର ସହିତ ମ୍ୟାଚ ଆୟୋଜନ କରୁଥିବା କହିଥିଲା। ଫଳରେ ବର୍ତ୍ତମାନ ସୁଦ୍ଧା ୨୯ଟି ମ୍ୟାଚ ସଫଳତାର ସହିତ ଶେଷ ହୋଇଥିଲା। ଚେନ୍ନାଇ-ମୁମ୍ବଇରେ ସମସ୍ତ ମ୍ୟାଚ ଖେଳାଯାଇଥିଲେ। କିନ୍ତୁ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଜି ହେବାକୁ ଥିବା ମ୍ୟାଚକୁ ରଦ୍ଦ କରିଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର