ଭାରତ ଓ ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍: ଟିମ୍ ଇଣ୍ଡିଆର ସହଜ ବିଜୟ

The Sakala Picture
Published On

ନୂଆଦିଲ୍ଲୀ: ଆଜି ଭାରତ ଓ ଭ୍ରମଣକରି ଦକ୍ଷିଣ ଆଫ୍ରିକା ମଧ୍ୟରେ ନିର୍ଣ୍ଣାୟକ ତଥା ତୃତୀୟ ଦିନିକିଆ ମ୍ୟାଚ ନୂଆଦିଲ୍ଲୀରେ ଖେଳାଯାଇଥିଲା । ଏହି ମ୍ଯାଚରେ ଭାରତ ଟସ୍ ଜିତି ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ଯାଟିଂ କରି ସାଉଥ ଆଫ୍ରିକା ବ୍ୟାଟିଂ ବିପର୍ଯ୍ଯୟର ଶିକାର ହୋଇଥିଲା ।  ୨୭.୧ ଓଭରରେ ମାତ୍ର ୯୯ ରନରେ ଅଲଆଉଟ୍ ହୋଇଥିଲା। ଏହି ମ୍ଯାଚକୁ ଭାରତ ୩ଟି ୱିକେଟି ହରାଇ ୧୯ ଓଭର ଗୋଟିଏ ବଲରେ ୧୦୫ […]

ନୂଆଦିଲ୍ଲୀ: ଆଜି ଭାରତ ଓ ଭ୍ରମଣକରି ଦକ୍ଷିଣ ଆଫ୍ରିକା ମଧ୍ୟରେ ନିର୍ଣ୍ଣାୟକ ତଥା ତୃତୀୟ ଦିନିକିଆ ମ୍ୟାଚ ନୂଆଦିଲ୍ଲୀରେ ଖେଳାଯାଇଥିଲା । ଏହି ମ୍ଯାଚରେ ଭାରତ ଟସ୍ ଜିତି ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ଯାଟିଂ କରି ସାଉଥ ଆଫ୍ରିକା ବ୍ୟାଟିଂ ବିପର୍ଯ୍ଯୟର ଶିକାର ହୋଇଥିଲା ।  ୨୭.୧ ଓଭରରେ ମାତ୍ର ୯୯ ରନରେ ଅଲଆଉଟ୍ ହୋଇଥିଲା। ଏହି ମ୍ଯାଚକୁ ଭାରତ ୩ଟି ୱିକେଟି ହରାଇ ୧୯ ଓଭର ଗୋଟିଏ ବଲରେ ୧୦୫ ରନ କରି ସହଜରେ ଜିତିନେଇଛି। ଏଥିସହ ଭାରତ ସିରିଜ ବିଜୟ ହୋଇଛି।

ଆହୁରି ପଢ଼ନ୍ତୁ: ବିଶ୍ୱକପ୍ ଫାଇନାଲ୍ ୨୦୨୬: ଆର୍ଜେଣ୍ଟିନାକୁ ମାତ୍ ଦେଇ ଟାଇଟଲ୍ ହାତେଇଲା ସ୍ପେନ୍, ମେସିଙ୍କ ଯାଦୁ ଫିକା

ଭାରତ ପକ୍ଷରୁ ଶିଖର ଧାୱନ ୧୪ ବଲରେ ୮ ରନ କରି ଆଉଟ ହୋଇଥିବା ବେଳ ଇଶାନ କିଷନ ୧୮ ବଲରେ ୧୦ ରନ କରି ଆଉଟ ହୋଇଥିଲେ। ଗୋଟିଏ ପଟେ ପାରିକି ଶୁଭମନ ଗିଲ ସମ୍ଭାଳିଥିଲେ। ତାଙ୍କ ସହ ଶ୍ରେୟାସ ଆୟର ଯୋଗ ଦେଇଥିଲେ । ଶୁଭମନ ଗିଲ ୫୭ ବଲରେ ୪୯ ରନ କରି ଆଉଟ ହୋଇଥିବା ବେଳ ଶ୍ରେୟାସ ଆୟର ୨୩ ବଲରେ ୨୮ ରନ କରି ଅପରାଜିତ ରହିଥିଲେ। ସେହିପରି ସଞ୍ଜୁ ସାମସନ ୨ ବଲରେ ୨ ରନ କରି ଅପରାଜିତ ରହିଥିଲେ।

ଆହୁରି ପଢ଼ନ୍ତୁ: ଜସପ୍ରୀତ ବୁମରାହଙ୍କ ବିନା ଲର୍ଡ୍ସରେ ଫେଲ୍ ମାରିଲା ଟିମ୍ ଇଣ୍ଡିଆ, ପଦାରେ ପଡ଼ିଲା ବୋଲିଂ ବିଭାଗର ବଡ଼ ଦୁର୍ବଳତା

ଦକ୍ଷିଣ ଆଫ୍ରିକା ପକ୍ଷରୁ ବିଜୋନ ଫୋରଟ୍ୟୁନ ଓ ଲୁଙ୍ଗି ନିଗିଡି ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ: ଫିଫା ବିଶ୍ୱକପ୍ ଫାଇନାଲ୍ ପରାଜୟ ପରେ ମେସିଙ୍କ ଅବସର ଚର୍ଚ୍ଚା: ପ୍ରତିକ୍ରିୟା ରଖିଲେ କୋଚ୍ ଲିଓନେଲ୍ ସ୍କାଲୋନି

ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା: ନେମନ ମଲାନ ୧୫ ରନ ଏବଂ ମାର୍କୋ ଜନସେନ ୧୪ ରନ କରିଥିଲେ। କ୍ଵିଣ୍ଟନ ଡିକକ୍‌(୬), ରିଜା ହେଣ୍ଡରିକ୍ସ(୩), ଆଡନ ମାରକ୍ରମ(୯), ଡେଭିଡ୍ ମିଲର(୭), ଆଣ୍ଡିଲୋ ଫେଲୁକ୍ଵାୟୋ(୫), ବିଜର୍ଣ୍ଣ ଫରଚ୍ୟୁନ(୧), ଅନରିଚ ନର୍କିୟା(୦) ଏବଂ ଲୁଙ୍ଗି ଏନଗିଡି(୦) କରିଛନ୍ତି। ହେନରଚି କ୍ଲାସେନ(୩୪)ଙ୍କୁ ବାଦ୍ ଦେଲେ କୌଣସି ବ୍ୟାଟସମ୍ୟାନ କ୍ରିଜରେ ତିଷ୍ଠି ପାରିନଥିଲେ।

ଭାରତର ପକ୍ଷରୁ କୁଲଦୀପ ଯାଦବ ଘାତକ ବୋଲିଂ କରି ମାତ୍ର ୧୮ ରନ ଦେଇ ୪ ଓ୍ଵିକେଟ୍ ଦଖଲ କରି ଦକ୍ଷିଣ ଆଫ୍ରିକା ଇନିଂସ ଅନ୍ତ ଘଟାଇଥିଲେ। ମହମ୍ମଦ ସିରାଜ, ଓ୍ଵାଶିଂଟନ ସୁନ୍ଦର ଏବଂ ଶାହବାଜ ଅହମ୍ମଦ ମାପଚୁପ ବୋଲିଂ କରି ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

11 Oct 2022 By The Sakala

ଭାରତ ଓ ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍: ଟିମ୍ ଇଣ୍ଡିଆର ସହଜ ବିଜୟ

ନୂଆଦିଲ୍ଲୀ: ଆଜି ଭାରତ ଓ ଭ୍ରମଣକରି ଦକ୍ଷିଣ ଆଫ୍ରିକା ମଧ୍ୟରେ ନିର୍ଣ୍ଣାୟକ ତଥା ତୃତୀୟ ଦିନିକିଆ ମ୍ୟାଚ ନୂଆଦିଲ୍ଲୀରେ ଖେଳାଯାଇଥିଲା । ଏହି ମ୍ଯାଚରେ ଭାରତ ଟସ୍ ଜିତି ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ଯାଟିଂ କରି ସାଉଥ ଆଫ୍ରିକା ବ୍ୟାଟିଂ ବିପର୍ଯ୍ଯୟର ଶିକାର ହୋଇଥିଲା ।  ୨୭.୧ ଓଭରରେ ମାତ୍ର ୯୯ ରନରେ ଅଲଆଉଟ୍ ହୋଇଥିଲା। ଏହି ମ୍ଯାଚକୁ ଭାରତ ୩ଟି ୱିକେଟି ହରାଇ ୧୯ ଓଭର ଗୋଟିଏ ବଲରେ ୧୦୫ ରନ କରି ସହଜରେ ଜିତିନେଇଛି। ଏଥିସହ ଭାରତ ସିରିଜ ବିଜୟ ହୋଇଛି।

ଭାରତ ପକ୍ଷରୁ ଶିଖର ଧାୱନ ୧୪ ବଲରେ ୮ ରନ କରି ଆଉଟ ହୋଇଥିବା ବେଳ ଇଶାନ କିଷନ ୧୮ ବଲରେ ୧୦ ରନ କରି ଆଉଟ ହୋଇଥିଲେ। ଗୋଟିଏ ପଟେ ପାରିକି ଶୁଭମନ ଗିଲ ସମ୍ଭାଳିଥିଲେ। ତାଙ୍କ ସହ ଶ୍ରେୟାସ ଆୟର ଯୋଗ ଦେଇଥିଲେ । ଶୁଭମନ ଗିଲ ୫୭ ବଲରେ ୪୯ ରନ କରି ଆଉଟ ହୋଇଥିବା ବେଳ ଶ୍ରେୟାସ ଆୟର ୨୩ ବଲରେ ୨୮ ରନ କରି ଅପରାଜିତ ରହିଥିଲେ। ସେହିପରି ସଞ୍ଜୁ ସାମସନ ୨ ବଲରେ ୨ ରନ କରି ଅପରାଜିତ ରହିଥିଲେ।

ଦକ୍ଷିଣ ଆଫ୍ରିକା ପକ୍ଷରୁ ବିଜୋନ ଫୋରଟ୍ୟୁନ ଓ ଲୁଙ୍ଗି ନିଗିଡି ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା: ନେମନ ମଲାନ ୧୫ ରନ ଏବଂ ମାର୍କୋ ଜନସେନ ୧୪ ରନ କରିଥିଲେ। କ୍ଵିଣ୍ଟନ ଡିକକ୍‌(୬), ରିଜା ହେଣ୍ଡରିକ୍ସ(୩), ଆଡନ ମାରକ୍ରମ(୯), ଡେଭିଡ୍ ମିଲର(୭), ଆଣ୍ଡିଲୋ ଫେଲୁକ୍ଵାୟୋ(୫), ବିଜର୍ଣ୍ଣ ଫରଚ୍ୟୁନ(୧), ଅନରିଚ ନର୍କିୟା(୦) ଏବଂ ଲୁଙ୍ଗି ଏନଗିଡି(୦) କରିଛନ୍ତି। ହେନରଚି କ୍ଲାସେନ(୩୪)ଙ୍କୁ ବାଦ୍ ଦେଲେ କୌଣସି ବ୍ୟାଟସମ୍ୟାନ କ୍ରିଜରେ ତିଷ୍ଠି ପାରିନଥିଲେ।

ଭାରତର ପକ୍ଷରୁ କୁଲଦୀପ ଯାଦବ ଘାତକ ବୋଲିଂ କରି ମାତ୍ର ୧୮ ରନ ଦେଇ ୪ ଓ୍ଵିକେଟ୍ ଦଖଲ କରି ଦକ୍ଷିଣ ଆଫ୍ରିକା ଇନିଂସ ଅନ୍ତ ଘଟାଇଥିଲେ। ମହମ୍ମଦ ସିରାଜ, ଓ୍ଵାଶିଂଟନ ସୁନ୍ଦର ଏବଂ ଶାହବାଜ ଅହମ୍ମଦ ମାପଚୁପ ବୋଲିଂ କରି ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର