ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨: ଭାରୋତ୍ତୋଳନରେ ଲଭପ୍ରୀତ ସିଂହ ଜିତିଲେ କାଂସ୍ୟ ପଦକ

The Sakala Picture
Published On

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଭାରତକୁ ଆଉ ଏକ କାଂସ୍ୟ ପଦକ ମିଳିଛି। ଭାରୋତ୍ତୋଳନକାରୀ ଲଭପ୍ରୀତ ସିଂହ ଆଜି ୧୦୯ କିଲୋଗ୍ରାମ ବର୍ଗରେ କାଂସ୍ୟ ପଦକ ଜିତିଛନ୍ତି। ଏଥି ସହ ଭାରତର ବର୍ତ୍ତମାନ ସୁଦ୍ଧା ମୋଟ ପଦକ ସଂଖ୍ଯା ୧୪କୁ ବୃଦ୍ଧି ପାଇଛି। ଏଥିରେ ୪ କାଂସ୍ୟ ପଦକ ରହିଛି। ଲଭପ୍ରୀତ ସିଂହ ସ୍ନାଚ୍ ରାଉଣ୍ଡରେ କ୍ରମଶଃ ୧୫୭ କିଗ୍ରା, ୧୬୧ କିଗ୍ରା ଏବଂ ୧୬୩ କିଗ୍ରା ଓଜନ ଉଠାଇଥିଲେ। ଏହା ପରେ କ୍ଲିନ ଆଣ୍ଡ ଜର୍କ […]

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଭାରତକୁ ଆଉ ଏକ କାଂସ୍ୟ ପଦକ ମିଳିଛି। ଭାରୋତ୍ତୋଳନକାରୀ ଲଭପ୍ରୀତ ସିଂହ ଆଜି ୧୦୯ କିଲୋଗ୍ରାମ ବର୍ଗରେ କାଂସ୍ୟ ପଦକ ଜିତିଛନ୍ତି। ଏଥି ସହ ଭାରତର ବର୍ତ୍ତମାନ ସୁଦ୍ଧା ମୋଟ ପଦକ ସଂଖ୍ଯା ୧୪କୁ ବୃଦ୍ଧି ପାଇଛି। ଏଥିରେ ୪ କାଂସ୍ୟ ପଦକ ରହିଛି।

ଆହୁରି ପଢ଼ନ୍ତୁ: ପାନୀୟ ଜଳ ଯୋଗାଣକୁ ନେଇ ଗୃହରେ ହଙ୍ଗାମା, ଶାସକ-ବିରୋଧୀ ମୁହାଁମୁହିଁ

ଲଭପ୍ରୀତ ସିଂହ ସ୍ନାଚ୍ ରାଉଣ୍ଡରେ କ୍ରମଶଃ ୧୫୭ କିଗ୍ରା, ୧୬୧ କିଗ୍ରା ଏବଂ ୧୬୩ କିଗ୍ରା ଓଜନ ଉଠାଇଥିଲେ। ଏହା ପରେ କ୍ଲିନ ଆଣ୍ଡ ଜର୍କ ରାଉଣ୍ଡରେ ମଧ୍ୟ ନିଜର ତିନୋଟି ଉଦ୍ୟମ ସଫଳ କରି କ୍ରମଶଃ ୧୮୫ କିଗ୍ରା, ୧୮୯ କିଗ୍ରା ଏବଂ ୧୯୨ କିଗ୍ରା ଓଜନ ଉଠାଇଛନ୍ତି। ଏହି ପରି ଲଭପ୍ରୀତ ମୋଟ୍ ୩୫୫ କିଲୋଗ୍ରାମ ଓଜନ ଉଠାଇ କାଂସ୍ୟ ପଦକ ଜିତିଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ଏବେ ଅଲୋଡ଼ା, ମାତ୍ର 'ଉତ୍ତରପ୍ରଦେଶ ଏବେ ‘୫-ଟି’ର ଶ୍ରେଷ୍ଠ ମଡେ଼ଲ'

03 Aug 2022 By The Sakala

ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨: ଭାରୋତ୍ତୋଳନରେ ଲଭପ୍ରୀତ ସିଂହ ଜିତିଲେ କାଂସ୍ୟ ପଦକ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଭାରତକୁ ଆଉ ଏକ କାଂସ୍ୟ ପଦକ ମିଳିଛି। ଭାରୋତ୍ତୋଳନକାରୀ ଲଭପ୍ରୀତ ସିଂହ ଆଜି ୧୦୯ କିଲୋଗ୍ରାମ ବର୍ଗରେ କାଂସ୍ୟ ପଦକ ଜିତିଛନ୍ତି। ଏଥି ସହ ଭାରତର ବର୍ତ୍ତମାନ ସୁଦ୍ଧା ମୋଟ ପଦକ ସଂଖ୍ଯା ୧୪କୁ ବୃଦ୍ଧି ପାଇଛି। ଏଥିରେ ୪ କାଂସ୍ୟ ପଦକ ରହିଛି।

ଲଭପ୍ରୀତ ସିଂହ ସ୍ନାଚ୍ ରାଉଣ୍ଡରେ କ୍ରମଶଃ ୧୫୭ କିଗ୍ରା, ୧୬୧ କିଗ୍ରା ଏବଂ ୧୬୩ କିଗ୍ରା ଓଜନ ଉଠାଇଥିଲେ। ଏହା ପରେ କ୍ଲିନ ଆଣ୍ଡ ଜର୍କ ରାଉଣ୍ଡରେ ମଧ୍ୟ ନିଜର ତିନୋଟି ଉଦ୍ୟମ ସଫଳ କରି କ୍ରମଶଃ ୧୮୫ କିଗ୍ରା, ୧୮୯ କିଗ୍ରା ଏବଂ ୧୯୨ କିଗ୍ରା ଓଜନ ଉଠାଇଛନ୍ତି। ଏହି ପରି ଲଭପ୍ରୀତ ମୋଟ୍ ୩୫୫ କିଲୋଗ୍ରାମ ଓଜନ ଉଠାଇ କାଂସ୍ୟ ପଦକ ଜିତିଛନ୍ତି।

https://www.thesakala.in/sports/lovepreet-singh-bronze-in-the-mens-109-kg-category-with-a-total-lift-of-355-kg/article-13843
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର