ସେଓ ଖାଇବା ପରେ ଏହିସବୁ ଜିନିଷ ମନା

The Sakala Picture
Published On

ସେଓ ଖାଇବା ସ୍ବାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ। ସେଓରେ ଭିଟାମିନ୍‌ ବି୬, ଭିଟାମିନ୍‌ ସି, ଆଇରନ୍‌, କ୍ୟାଲ୍‌ସିୟମ୍‌, ପୋଟାସିୟମ୍‌, ଫସ୍‌ଫରସ୍‌ ଓ ମାଙ୍ଗାନିଜ୍‌ ଭଳି ପୋଷକତତ୍ତ୍ବ ଅନେକ ପରିମାଣରେ ଥାଏ। ତେଣୁ ପ୍ରତିଦିନ ଗୋଟିଏ ସେଓ ଖାଇବା ଦ୍ବାରା ବିଭିନ୍ନ ପ୍ରକାର ରୋଗରୁ ମୁକ୍ତି ମିଳିଥାଏ। ଏମିତି କିଛି ଖାଦ୍ୟ ରହିଛି, ଯାହାକୁ ସେଓ ଖାଇବା ସମୟରେ କି ଏହାକୁ ଖାଇବାର ଘଣ୍ଟାଏ ଭିତରେ ମଧ୍ୟ ଖାଇବା ଉଚିତ ନୁହେଁ। ସେମିତି କିଛି ଖାଦ୍ୟ ହେଉଛି – […]

ସେଓ ଖାଇବା ସ୍ବାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ। ସେଓରେ ଭିଟାମିନ୍‌ ବି୬, ଭିଟାମିନ୍‌ ସି, ଆଇରନ୍‌, କ୍ୟାଲ୍‌ସିୟମ୍‌, ପୋଟାସିୟମ୍‌, ଫସ୍‌ଫରସ୍‌ ଓ ମାଙ୍ଗାନିଜ୍‌ ଭଳି ପୋଷକତତ୍ତ୍ବ ଅନେକ ପରିମାଣରେ ଥାଏ। ତେଣୁ ପ୍ରତିଦିନ ଗୋଟିଏ ସେଓ ଖାଇବା ଦ୍ବାରା ବିଭିନ୍ନ ପ୍ରକାର ରୋଗରୁ ମୁକ୍ତି ମିଳିଥାଏ। ଏମିତି କିଛି ଖାଦ୍ୟ ରହିଛି, ଯାହାକୁ ସେଓ ଖାଇବା ସମୟରେ କି ଏହାକୁ ଖାଇବାର ଘଣ୍ଟାଏ ଭିତରେ ମଧ୍ୟ ଖାଇବା ଉଚିତ ନୁହେଁ।

ଆହୁରି ପଢ଼ନ୍ତୁ: ନାସାର ଆର୍ଟେମିସ୍-୨ ମିଶନରେ ସମସ୍ୟା: ଓରିଅନ୍ ମହାକାଶଯାନରେ ଖରାପ ହେଲା ୨୩ ନିୟୁତ ଡଲାର୍ ମୂଲ୍ୟର ଶୌଚାଳୟ

ସେମିତି କିଛି ଖାଦ୍ୟ ହେଉଛି –

ଆହୁରି ପଢ଼ନ୍ତୁ: ସୁରକ୍ଷିତ ଭାବେ ପୃଥିବୀକୁ ଫେରିଲା 'ଆର୍ଟେମିସ୍-୨': ୧୦ ଦିନର ଚନ୍ଦ୍ର ଅଭିଯାନ ପରେ ପ୍ରଶାନ୍ତ ମହାସାଗରରେ ସଫଳ ଅବତରଣ

  • ସେଓ ଖାଇବା ପରେ ମୂଳା ଖାଇବା ଉଚିତ ନୁହେଁ। ଏହାଦ୍ବାରା କଫ ଓ ହଜମଜନିତ ସମସ୍ୟା ସୃଷ୍ଟି ହୁଏ।
  • ସେଓ ଖାଇବା ପରେ ସଙ୍ଗେ ସଙ୍ଗେ ପାଣି ପିଇବା ଉଚିତ ନୁହେଁ। ଏହାଦ୍ବାରା ପେଟ ଓ ତ୍ବଚାଜନିତ ସମସ୍ୟା ଦେଖାଯାଏ।
  • ସେଓ ସହିତ କିମ୍ବା ପରେ ଦହି ଖାଇବା ଦ୍ବାରା ଥଣ୍ଡାଜନିତ ଆଲର୍ଜି ଓ କାଶ ହେବାର ଆଶଙ୍କା ଥାଏ।
  • ସେଓ ସହିତ ଖଟା ଫଳ ଖାଇବା କିମ୍ବା ସେଓ ଖାଇବା ପରେ ଆଚାର ଖାଇବା ଦ୍ବାରା ପେଟରେ ସାଇଟ୍ରିକ୍‌ ଏସିଡ୍‌ର ମାତ୍ରା ବୃଦ୍ଧି ପାଏ, ଯାହାକି ପେଟ ସମ୍ପର୍କିତ ଅନେକ ସମସ୍ୟା ସୃଷ୍ଟି କରିଥାଏ।
23 Aug 2022 By The Sakala

ସେଓ ଖାଇବା ପରେ ଏହିସବୁ ଜିନିଷ ମନା

ସେଓ ଖାଇବା ସ୍ବାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ। ସେଓରେ ଭିଟାମିନ୍‌ ବି୬, ଭିଟାମିନ୍‌ ସି, ଆଇରନ୍‌, କ୍ୟାଲ୍‌ସିୟମ୍‌, ପୋଟାସିୟମ୍‌, ଫସ୍‌ଫରସ୍‌ ଓ ମାଙ୍ଗାନିଜ୍‌ ଭଳି ପୋଷକତତ୍ତ୍ବ ଅନେକ ପରିମାଣରେ ଥାଏ। ତେଣୁ ପ୍ରତିଦିନ ଗୋଟିଏ ସେଓ ଖାଇବା ଦ୍ବାରା ବିଭିନ୍ନ ପ୍ରକାର ରୋଗରୁ ମୁକ୍ତି ମିଳିଥାଏ। ଏମିତି କିଛି ଖାଦ୍ୟ ରହିଛି, ଯାହାକୁ ସେଓ ଖାଇବା ସମୟରେ କି ଏହାକୁ ଖାଇବାର ଘଣ୍ଟାଏ ଭିତରେ ମଧ୍ୟ ଖାଇବା ଉଚିତ ନୁହେଁ।

ସେମିତି କିଛି ଖାଦ୍ୟ ହେଉଛି –

  • ସେଓ ଖାଇବା ପରେ ମୂଳା ଖାଇବା ଉଚିତ ନୁହେଁ। ଏହାଦ୍ବାରା କଫ ଓ ହଜମଜନିତ ସମସ୍ୟା ସୃଷ୍ଟି ହୁଏ।
  • ସେଓ ଖାଇବା ପରେ ସଙ୍ଗେ ସଙ୍ଗେ ପାଣି ପିଇବା ଉଚିତ ନୁହେଁ। ଏହାଦ୍ବାରା ପେଟ ଓ ତ୍ବଚାଜନିତ ସମସ୍ୟା ଦେଖାଯାଏ।
  • ସେଓ ସହିତ କିମ୍ବା ପରେ ଦହି ଖାଇବା ଦ୍ବାରା ଥଣ୍ଡାଜନିତ ଆଲର୍ଜି ଓ କାଶ ହେବାର ଆଶଙ୍କା ଥାଏ।
  • ସେଓ ସହିତ ଖଟା ଫଳ ଖାଇବା କିମ୍ବା ସେଓ ଖାଇବା ପରେ ଆଚାର ଖାଇବା ଦ୍ବାରା ପେଟରେ ସାଇଟ୍ରିକ୍‌ ଏସିଡ୍‌ର ମାତ୍ରା ବୃଦ୍ଧି ପାଏ, ଯାହାକି ପେଟ ସମ୍ପର୍କିତ ଅନେକ ସମସ୍ୟା ସୃଷ୍ଟି କରିଥାଏ।
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର