ମନୋରଞ୍ଜନ
ଓଡ଼ିଶା
କାଲିଠୁ ହୋଇଛି ରାହୁ-କେତୁଙ୍କ ରାଶି ପରିବର୍ତ୍ତନ, ଜାଣନ୍ତୁ ଆପଣଙ୍କ ଉପରେ କଣ ପଡିବ ପ୍ରଭାବ
ଜ୍ୟୋତିଷ ଶାସ୍ତ୍ରରେ ଗ୍ରହ ଓ ନକ୍ଷତ୍ରର ବିଶେଷ ମହତ୍ତ୍ବ ଅଛି। ଲୋକଙ୍କ ଜୀବନ ଉପରେ ଏହା ଗଭୀର ପ୍ରଭାବ ପକାଏ। ତେବେ ମେ ୧୮ ତାରିଖରୁ ରାହୁ ମୀନରୁ କୁମ୍ଭ ଏବଂ କେତୁ କନ୍ୟାରୁ ସିଂହ ରାଶିକୁ ପ୍ରବେଶ କରିଛନ୍ତି। ଏହି ରାଶି ପରିବର୍ତ୍ତନ ଜାତକରେ ୧.୫ ବର୍ଷ ପର୍ଯ୍ୟନ୍ତ ରହିବ। ତେବେ ଏ ପରିବର୍ତ୍ତନ କେଉଁ ରାଶି ଉପରେ କି ପ୍ରଭାବ ପକାଇବ, ସେ ସମ୍ପର୍କରେ ଜାଣିବା। ରାହୁ ଜୀବନରେ ଲୋଭ, ଅଚାନକ ପରିବର୍ତ୍ତନ ଭାବ […]
ଜ୍ୟୋତିଷ ଶାସ୍ତ୍ରରେ ଗ୍ରହ ଓ ନକ୍ଷତ୍ରର ବିଶେଷ ମହତ୍ତ୍ବ ଅଛି। ଲୋକଙ୍କ ଜୀବନ ଉପରେ ଏହା ଗଭୀର ପ୍ରଭାବ ପକାଏ। ତେବେ ମେ ୧୮ ତାରିଖରୁ ରାହୁ ମୀନରୁ କୁମ୍ଭ ଏବଂ କେତୁ କନ୍ୟାରୁ ସିଂହ ରାଶିକୁ ପ୍ରବେଶ କରିଛନ୍ତି। ଏହି ରାଶି ପରିବର୍ତ୍ତନ ଜାତକରେ ୧.୫ ବର୍ଷ ପର୍ଯ୍ୟନ୍ତ ରହିବ। ତେବେ ଏ ପରିବର୍ତ୍ତନ କେଉଁ ରାଶି ଉପରେ କି ପ୍ରଭାବ ପକାଇବ, ସେ ସମ୍ପର୍କରେ ଜାଣିବା।
ଆହୁରି ପଢ଼ନ୍ତୁ: ଆଧୁନିକ ଯୁଦ୍ଧବିମାନ ସନ୍ଧାନରେ ଭାରତୀୟ ବାୟୁସେନା: ଷଷ୍ଠ ପିଢ଼ିର ଫାଇଟର ଜେଟ୍ ପାଇଁ ପ୍ରସ୍ତୁତି ଜୋରଦାର
- ରାହୁ ଜୀବନରେ ଲୋଭ, ଅଚାନକ ପରିବର୍ତ୍ତନ ଭାବ ଆଣିବା କାମ କରିଥାନ୍ତି। ସେହିପରି କେତୁ ମୋକ୍ଷ, ତ୍ୟାଗ ଏବଂ ଶାନ୍ତି ଭାବ ଆଣିଥାନ୍ତି । ଏହି ଦୁଇଙ୍କ ରାଶି ପରିବର୍ତ୍ତନ ଚିନ୍ତା, ନିଷ୍ପତ୍ତି ଏବଂ ସମ୍ପର୍କକୁ ପ୍ରଭାବିତ କରିଥାଏ।
- ରାହୁ-କେତୁ ପରିବର୍ତ୍ତନ ଦ୍ବାରା କୁମ୍ଭ, ସିଂହ, ମୀନ ଏବଂ କନ୍ୟା ରାଶି ବ୍ୟକ୍ତିବିଶେଷଙ୍କୁ ସତର୍କ ରହିବା ଜରୁରି। କାରଣ ଏହି ପରିବର୍ତ୍ତନ ଦ୍ବାରା ଚିନ୍ତାଧାରାରେ ପରିବର୍ତ୍ତନ, ଜୀବନରେ ନୂଆ ଦିଗ, କିଛି ତ୍ୟାଗ ସହିତ କିଛି ନୂଆ ମିଳିବାର ଯୋଗ ଅଛି।
- ରାହୁ ପରିବର୍ତ୍ତନ କୁମ୍ଭ ରାଶି ପାଇଁ ଅଚାନକ ପ୍ରସିଦ୍ଧି, ଅର୍ଥ ଏବଂ ନୂତନ ପରିବର୍ତ୍ତନ ଆଣିପାରେ। ଏହି ସମୟରେ ଭ୍ରମଠୁ ଦୂରରେ ରହିବା ଦରକାର। କୌଣସି ନିଷ୍ପତ୍ତି ବୁଝିବିଚାରି ନିଅନ୍ତୁ।
- କେତୁଙ୍କ ପରିବର୍ତ୍ତନ ଯୋଗୁଁ ସିଂହ ରାଶି ବ୍ୟକ୍ତି ବିଶେଷ ଅହଂକାର ତ୍ୟାଗ କରିବେ। ସମ୍ପର୍କରେ ଅହଂ ଭାବ ତ୍ୟାଗ କରି ଜୀବନସାଥୀ ସହ ଖୁସିରେ ରହିବେ।
19 May 2025
By The Sakala
କାଲିଠୁ ହୋଇଛି ରାହୁ-କେତୁଙ୍କ ରାଶି ପରିବର୍ତ୍ତନ, ଜାଣନ୍ତୁ ଆପଣଙ୍କ ଉପରେ କଣ ପଡିବ ପ୍ରଭାବ
ଜ୍ୟୋତିଷ ଶାସ୍ତ୍ରରେ ଗ୍ରହ ଓ ନକ୍ଷତ୍ରର ବିଶେଷ ମହତ୍ତ୍ବ ଅଛି। ଲୋକଙ୍କ ଜୀବନ ଉପରେ ଏହା ଗଭୀର ପ୍ରଭାବ ପକାଏ। ତେବେ ମେ ୧୮ ତାରିଖରୁ ରାହୁ ମୀନରୁ କୁମ୍ଭ ଏବଂ କେତୁ କନ୍ୟାରୁ ସିଂହ ରାଶିକୁ ପ୍ରବେଶ କରିଛନ୍ତି। ଏହି ରାଶି ପରିବର୍ତ୍ତନ ଜାତକରେ ୧.୫ ବର୍ଷ ପର୍ଯ୍ୟନ୍ତ ରହିବ। ତେବେ ଏ ପରିବର୍ତ୍ତନ କେଉଁ ରାଶି ଉପରେ କି ପ୍ରଭାବ ପକାଇବ, ସେ ସମ୍ପର୍କରେ ଜାଣିବା।
- ରାହୁ ଜୀବନରେ ଲୋଭ, ଅଚାନକ ପରିବର୍ତ୍ତନ ଭାବ ଆଣିବା କାମ କରିଥାନ୍ତି। ସେହିପରି କେତୁ ମୋକ୍ଷ, ତ୍ୟାଗ ଏବଂ ଶାନ୍ତି ଭାବ ଆଣିଥାନ୍ତି । ଏହି ଦୁଇଙ୍କ ରାଶି ପରିବର୍ତ୍ତନ ଚିନ୍ତା, ନିଷ୍ପତ୍ତି ଏବଂ ସମ୍ପର୍କକୁ ପ୍ରଭାବିତ କରିଥାଏ।
- ରାହୁ-କେତୁ ପରିବର୍ତ୍ତନ ଦ୍ବାରା କୁମ୍ଭ, ସିଂହ, ମୀନ ଏବଂ କନ୍ୟା ରାଶି ବ୍ୟକ୍ତିବିଶେଷଙ୍କୁ ସତର୍କ ରହିବା ଜରୁରି। କାରଣ ଏହି ପରିବର୍ତ୍ତନ ଦ୍ବାରା ଚିନ୍ତାଧାରାରେ ପରିବର୍ତ୍ତନ, ଜୀବନରେ ନୂଆ ଦିଗ, କିଛି ତ୍ୟାଗ ସହିତ କିଛି ନୂଆ ମିଳିବାର ଯୋଗ ଅଛି।
- ରାହୁ ପରିବର୍ତ୍ତନ କୁମ୍ଭ ରାଶି ପାଇଁ ଅଚାନକ ପ୍ରସିଦ୍ଧି, ଅର୍ଥ ଏବଂ ନୂତନ ପରିବର୍ତ୍ତନ ଆଣିପାରେ। ଏହି ସମୟରେ ଭ୍ରମଠୁ ଦୂରରେ ରହିବା ଦରକାର। କୌଣସି ନିଷ୍ପତ୍ତି ବୁଝିବିଚାରି ନିଅନ୍ତୁ।
- କେତୁଙ୍କ ପରିବର୍ତ୍ତନ ଯୋଗୁଁ ସିଂହ ରାଶି ବ୍ୟକ୍ତି ବିଶେଷ ଅହଂକାର ତ୍ୟାଗ କରିବେ। ସମ୍ପର୍କରେ ଅହଂ ଭାବ ତ୍ୟାଗ କରି ଜୀବନସାଥୀ ସହ ଖୁସିରେ ରହିବେ।
⊕ https://www.thesakala.in/special/rahu-ketus-zodiac-sign-has-changed-know-how-it-will-affect-you/article-40669