ମଣିଷ ପାଟି ଭଳି ଦିଶୁଥିବା ପର୍ସ

The Sakala Picture
Published On

ଆଜିକାଲି ବଜାରରେ ଅନେକ ଡିଜାଇନ୍‌ର ପର୍ସ ମିଳୁଛି। ସେହିସବୁ ପର୍ସ ମହିଳାଙ୍କୁ ବେଶ୍‌ ଆକର୍ଷିତ କରିଥାଏ। ନିକଟରେ ସୋସିଆଲ ମିଡିଆରେ ଏକ ପର୍ସ ଭାଇରାଲ୍ ହେବାରେ ଲାଗିଛି। ଏହି ପର୍ସ ଅବିକଳ ମଣିଷର ପାଟି ଭଳି। ଜାପାନର ଜଣେ ସଙ୍ଗୀତ ପ୍ରଯୋଜକ ଏହି ପର୍ସଟିକୁ ତିଆରି କରିଛନ୍ତି। ପର୍ସଟି ଅତି ଛୋଟ ହୋଇଥିବାରୁ ଏଥିରେ କେବଳ ପଇସା ରଖାଯାଇ ପାରିବ। ଦେଖିବାକୁ ବେଶ୍‌ ବିଚିତ୍ର ଲାଗୁଥିଲେ ମଧ୍ୟ ଏହି ପର୍ସ ଏବେ ଲୋକଙ୍କୁ ଆକର୍ଷିତ କରୁଛି। ଏହାର […]

ଆଜିକାଲି ବଜାରରେ ଅନେକ ଡିଜାଇନ୍‌ର ପର୍ସ ମିଳୁଛି। ସେହିସବୁ ପର୍ସ ମହିଳାଙ୍କୁ ବେଶ୍‌ ଆକର୍ଷିତ କରିଥାଏ। ନିକଟରେ ସୋସିଆଲ ମିଡିଆରେ ଏକ ପର୍ସ ଭାଇରାଲ୍ ହେବାରେ ଲାଗିଛି। ଏହି ପର୍ସ ଅବିକଳ ମଣିଷର ପାଟି ଭଳି। ଜାପାନର ଜଣେ ସଙ୍ଗୀତ ପ୍ରଯୋଜକ ଏହି ପର୍ସଟିକୁ ତିଆରି କରିଛନ୍ତି। ପର୍ସଟି ଅତି ଛୋଟ ହୋଇଥିବାରୁ ଏଥିରେ କେବଳ ପଇସା ରଖାଯାଇ ପାରିବ। ଦେଖିବାକୁ ବେଶ୍‌ ବିଚିତ୍ର ଲାଗୁଥିଲେ ମଧ୍ୟ ଏହି ପର୍ସ ଏବେ ଲୋକଙ୍କୁ ଆକର୍ଷିତ କରୁଛି। ଏହାର ଭିଡିଓ ମଧ୍ୟ ଉପଲବ୍ଧ କରାଯାଇଛି। ପର୍ସରେ କଏନ୍ ରଖିବା ସମୟରେ ଏହାର ପାଟିକୁ ଟାଣି ଖୋଲା କରିବାକୁ ହୁଏ। କଏନ୍ ରଖିବା ପରେ ପର୍ସର ଉପର ଓ ତଳ ଅଂଶକୁ ଚାପି ଧରିବାକୁ ହୁଏ। ଫଳରେ ପାଟି ଆକାରର ପର୍ସ ବନ୍ଦ ହୋଇଯାଏ। ଏହା ସହଜରେ ଖୋଲୁ ନଥିବାରୁ କଏନ୍ ପଡ଼ିଯିବାର ଆଶଙ୍କା ମଧ୍ୟ ନଥାଏ। ଏହି ପର୍ସର ଭିଡିଓ ସୋସିଆଲ୍‌ ମିଡିଆରେ ସେୟାର୍ ହେବା ପରେ ଅଗଣିତ ଲାଇକ୍ ଓ କମେଣ୍ଟ୍‌ ମିଳିଥିଲା।

ଆହୁରି ପଢ଼ନ୍ତୁ: ଆଶ୍ଚର୍ଯ୍ୟଜନକ ଖୁଲାସା: ପୃଥିବୀକୁ କିପରି ଗରମ କରୁଛି ପ୍ଲାଷ୍ଟିକର କ୍ଷୁଦ୍ର କଣିକା? ଜାଣନ୍ତୁ ନୂଆ ଗବେଷଣାର ତଥ୍ୟ

14 May 2021 By The Sakala

ମଣିଷ ପାଟି ଭଳି ଦିଶୁଥିବା ପର୍ସ

ଆଜିକାଲି ବଜାରରେ ଅନେକ ଡିଜାଇନ୍‌ର ପର୍ସ ମିଳୁଛି। ସେହିସବୁ ପର୍ସ ମହିଳାଙ୍କୁ ବେଶ୍‌ ଆକର୍ଷିତ କରିଥାଏ। ନିକଟରେ ସୋସିଆଲ ମିଡିଆରେ ଏକ ପର୍ସ ଭାଇରାଲ୍ ହେବାରେ ଲାଗିଛି। ଏହି ପର୍ସ ଅବିକଳ ମଣିଷର ପାଟି ଭଳି। ଜାପାନର ଜଣେ ସଙ୍ଗୀତ ପ୍ରଯୋଜକ ଏହି ପର୍ସଟିକୁ ତିଆରି କରିଛନ୍ତି। ପର୍ସଟି ଅତି ଛୋଟ ହୋଇଥିବାରୁ ଏଥିରେ କେବଳ ପଇସା ରଖାଯାଇ ପାରିବ। ଦେଖିବାକୁ ବେଶ୍‌ ବିଚିତ୍ର ଲାଗୁଥିଲେ ମଧ୍ୟ ଏହି ପର୍ସ ଏବେ ଲୋକଙ୍କୁ ଆକର୍ଷିତ କରୁଛି। ଏହାର ଭିଡିଓ ମଧ୍ୟ ଉପଲବ୍ଧ କରାଯାଇଛି। ପର୍ସରେ କଏନ୍ ରଖିବା ସମୟରେ ଏହାର ପାଟିକୁ ଟାଣି ଖୋଲା କରିବାକୁ ହୁଏ। କଏନ୍ ରଖିବା ପରେ ପର୍ସର ଉପର ଓ ତଳ ଅଂଶକୁ ଚାପି ଧରିବାକୁ ହୁଏ। ଫଳରେ ପାଟି ଆକାରର ପର୍ସ ବନ୍ଦ ହୋଇଯାଏ। ଏହା ସହଜରେ ଖୋଲୁ ନଥିବାରୁ କଏନ୍ ପଡ଼ିଯିବାର ଆଶଙ୍କା ମଧ୍ୟ ନଥାଏ। ଏହି ପର୍ସର ଭିଡିଓ ସୋସିଆଲ୍‌ ମିଡିଆରେ ସେୟାର୍ ହେବା ପରେ ଅଗଣିତ ଲାଇକ୍ ଓ କମେଣ୍ଟ୍‌ ମିଳିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp