ଆଉ ଜଣେ ମାଞ୍ଝି ! , ତିଆରି କରିଛନ୍ତି ୧୦୦୦ରୁ ଅଧିକ ସୁଡଙ୍ଗ

The Sakala Picture
Published On

ବିହାରର  ମାଉଣ୍ଟେନ୍‌ ମ୍ୟାନ୍‌ ଦଶରଥ ମାଞ୍ଝିକୁ କିଏ ନ ଜାଣେ। ଦଶରଥ ପରିଣତ ବୟସରେ  ନିଜସ୍ବ ଉଦ୍ୟମରେ ପାହାଡ କାଟି ଗ୍ରାମବାସୀଙ୍କ ପାଇଁ ରାସ୍ତା ତିଆରି କରିଥିଲେ। ତାଙ୍କ ଉପରେ ବଲିଉଡ୍ ଫିଲ୍ମ ‘ମାଞ୍ଝି ଦ ମାଉଣ୍ଟେନ୍‌ ମ୍ୟାନ୍‌’ ନିର୍ମାଣ କରାଯାଇଥିଲା। କେରଳରେ ମଧ୍ୟ ଜଣେ ଦଶରଥ ମାଞ୍ଝି ଦେଖାଯାଇଛନ୍ତି।  କାସରଗୋଡରେ ରହୁଥିବା ୬୭ ବର୍ଷୀୟ କୁଜମ୍ବୁ ନାମକ ଜଣେ ବ୍ୟକ୍ତି  ବିଗତ ୫୦ ବର୍ଷରୁ ଅଧିକ ସମୟ ଧରି ଏହି ଅଞ୍ଚଳରେ ୧୦୦୦ରୁ ଅଧିକ ସୁଡଙ୍ଗ […]

ବିହାରର  ମାଉଣ୍ଟେନ୍‌ ମ୍ୟାନ୍‌ ଦଶରଥ ମାଞ୍ଝିକୁ କିଏ ନ ଜାଣେ। ଦଶରଥ ପରିଣତ ବୟସରେ  ନିଜସ୍ବ ଉଦ୍ୟମରେ ପାହାଡ କାଟି ଗ୍ରାମବାସୀଙ୍କ ପାଇଁ ରାସ୍ତା ତିଆରି କରିଥିଲେ। ତାଙ୍କ ଉପରେ ବଲିଉଡ୍ ଫିଲ୍ମ ‘ମାଞ୍ଝି ଦ ମାଉଣ୍ଟେନ୍‌ ମ୍ୟାନ୍‌’ ନିର୍ମାଣ କରାଯାଇଥିଲା। କେରଳରେ ମଧ୍ୟ ଜଣେ ଦଶରଥ ମାଞ୍ଝି ଦେଖାଯାଇଛନ୍ତି।  କାସରଗୋଡରେ ରହୁଥିବା ୬୭ ବର୍ଷୀୟ କୁଜମ୍ବୁ ନାମକ ଜଣେ ବ୍ୟକ୍ତି  ବିଗତ ୫୦ ବର୍ଷରୁ ଅଧିକ ସମୟ ଧରି ଏହି ଅଞ୍ଚଳରେ ୧୦୦୦ରୁ ଅଧିକ ସୁଡଙ୍ଗ ତିଆରି କରିଛନ୍ତି। ସେ ୧୪ ବର୍ଷ ବୟସରେ ସୁଡ଼ଙ୍ଗ ଖୋଳିବା ଆରମ୍ଭ କରିଥିଲେ। ଏହାର ଫଳସ୍ବରୂପ କାସରଗୋଡ ଅଞ୍ଚଳରେ ଲୋକେ ପାଣି ପାଇଁ ଆଉ ବୋର୍‌ୱେଲ୍ ଉପରେ ନିର୍ଭର କରୁନାହାନ୍ତି। କର୍ଣ୍ଣାଟକ ଓ କେରଳରେ ଏଭଳି ସୁଡଙ୍ଗ ଖୋଳାଯାଇ ଜଳ ଯୋଗାଣ ହୋଇଥାଏ। ଏଭଳି ସୁଡ଼ଙ୍ଗଗୁଡ଼ିକ ଅଢେଇ ଫୁଟ ଚଉଡା ଓ ଲମ୍ବ ୩୦୦ ମିଟର ହୋଇଥାଏ। ସୁଡଙ୍ଗଗୁଡ଼ିକ ପାହାଡ ମଧ୍ୟରେ ଖୋଳାଯାଇ ଜଳସ୍ରୋତ ବାହାର କରାଯାଏ।

ଆହୁରି ପଢ଼ନ୍ତୁ: ଏଥର ସଅଳ ଆସିପାରେ ମୌସୁମୀ: ମେ’ ୨୫ ସୁଦ୍ଧା କେରଳ ଛୁଇଁବା ନେଇ ପୂର୍ବାନୁମାନ

28 Feb 2021 By The Sakala

ଆଉ ଜଣେ ମାଞ୍ଝି ! , ତିଆରି କରିଛନ୍ତି ୧୦୦୦ରୁ ଅଧିକ ସୁଡଙ୍ଗ

ବିହାରର  ମାଉଣ୍ଟେନ୍‌ ମ୍ୟାନ୍‌ ଦଶରଥ ମାଞ୍ଝିକୁ କିଏ ନ ଜାଣେ। ଦଶରଥ ପରିଣତ ବୟସରେ  ନିଜସ୍ବ ଉଦ୍ୟମରେ ପାହାଡ କାଟି ଗ୍ରାମବାସୀଙ୍କ ପାଇଁ ରାସ୍ତା ତିଆରି କରିଥିଲେ। ତାଙ୍କ ଉପରେ ବଲିଉଡ୍ ଫିଲ୍ମ ‘ମାଞ୍ଝି ଦ ମାଉଣ୍ଟେନ୍‌ ମ୍ୟାନ୍‌’ ନିର୍ମାଣ କରାଯାଇଥିଲା। କେରଳରେ ମଧ୍ୟ ଜଣେ ଦଶରଥ ମାଞ୍ଝି ଦେଖାଯାଇଛନ୍ତି।  କାସରଗୋଡରେ ରହୁଥିବା ୬୭ ବର୍ଷୀୟ କୁଜମ୍ବୁ ନାମକ ଜଣେ ବ୍ୟକ୍ତି  ବିଗତ ୫୦ ବର୍ଷରୁ ଅଧିକ ସମୟ ଧରି ଏହି ଅଞ୍ଚଳରେ ୧୦୦୦ରୁ ଅଧିକ ସୁଡଙ୍ଗ ତିଆରି କରିଛନ୍ତି। ସେ ୧୪ ବର୍ଷ ବୟସରେ ସୁଡ଼ଙ୍ଗ ଖୋଳିବା ଆରମ୍ଭ କରିଥିଲେ। ଏହାର ଫଳସ୍ବରୂପ କାସରଗୋଡ ଅଞ୍ଚଳରେ ଲୋକେ ପାଣି ପାଇଁ ଆଉ ବୋର୍‌ୱେଲ୍ ଉପରେ ନିର୍ଭର କରୁନାହାନ୍ତି। କର୍ଣ୍ଣାଟକ ଓ କେରଳରେ ଏଭଳି ସୁଡଙ୍ଗ ଖୋଳାଯାଇ ଜଳ ଯୋଗାଣ ହୋଇଥାଏ। ଏଭଳି ସୁଡ଼ଙ୍ଗଗୁଡ଼ିକ ଅଢେଇ ଫୁଟ ଚଉଡା ଓ ଲମ୍ବ ୩୦୦ ମିଟର ହୋଇଥାଏ। ସୁଡଙ୍ଗଗୁଡ଼ିକ ପାହାଡ ମଧ୍ୟରେ ଖୋଳାଯାଇ ଜଳସ୍ରୋତ ବାହାର କରାଯାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp