ଶ୍ରୀବିଷ୍ଣୁଙ୍କୁ ପୂଜା କରୁଥିଲେ, ଜାଣିରଖନ୍ତୁ କିଛି ନିୟମ

The Sakala Picture
Published On

ସାଧାରଣ ଭାବରେ ପ୍ରତ୍ୟେକ ହିନ୍ଦୁଙ୍କ ପୂଜା ଘରେ ବିଭିନ୍ନ ଦେବାଦେବୀଙ୍କ ଫଟୋ କିମ୍ବା ମୂର୍ତ୍ତି ରହିଥାଏ। ଯଦି ଶ୍ରୀବିଷ୍ଣୁଙ୍କ ଫଟୋ କିମ୍ବା ମୂର୍ତ୍ତି ରଖÒ ପୂଜା କରୁଥାନ୍ତି, ତେବେ କିଛି ନୀତିନିୟମ ରହିଛି, ଯାହାକୁ ପାଳନ କରିବା ଆବଶ୍ୟକ। ନଚେତ୍ ପୂଜାରେ ବିଘ୍ନ ସୃଷ୍ଟି ହେବା ସହ ନକାରାମÒକ ଶକ୍ତିର ବୃଦ୍ଧି ହୋଇଥାଏ। ସେସବୁ ନିୟମ ହେଉଛି – ଶାସ୍ତ୍ର ଅନୁଯାୟୀ ଯେଉଁମାନଙ୍କ ଘରେ ବାଳ ଗୋପାଳ କିମ୍ବା ଶ୍ରୀବିଷ୍ଣୁଙ୍କ ବଡ଼ ପ୍ରତିମା ଥାଏ, ସେହିମାନେ କିଛି […]

ସାଧାରଣ ଭାବରେ ପ୍ରତ୍ୟେକ ହିନ୍ଦୁଙ୍କ ପୂଜା ଘରେ ବିଭିନ୍ନ ଦେବାଦେବୀଙ୍କ ଫଟୋ କିମ୍ବା ମୂର୍ତ୍ତି ରହିଥାଏ। ଯଦି ଶ୍ରୀବିଷ୍ଣୁଙ୍କ ଫଟୋ କିମ୍ବା ମୂର୍ତ୍ତି ରଖÒ ପୂଜା କରୁଥାନ୍ତି, ତେବେ କିଛି ନୀତିନିୟମ ରହିଛି, ଯାହାକୁ ପାଳନ କରିବା ଆବଶ୍ୟକ। ନଚେତ୍ ପୂଜାରେ ବିଘ୍ନ ସୃଷ୍ଟି ହେବା ସହ ନକାରାମÒକ ଶକ୍ତିର ବୃଦ୍ଧି ହୋଇଥାଏ। ସେସବୁ ନିୟମ ହେଉଛି –

  • ଶାସ୍ତ୍ର ଅନୁଯାୟୀ ଯେଉଁମାନଙ୍କ ଘରେ ବାଳ ଗୋପାଳ କିମ୍ବା ଶ୍ରୀବିଷ୍ଣୁଙ୍କ ବଡ଼ ପ୍ରତିମା ଥାଏ, ସେହିମାନେ କିଛି ସ୍ବତନ୍ତ୍ର ନିୟମ ପାଳନ କରିବାକୁ ହୁଏ। ବାଳଗୋପାଳଙ୍କୁ ପୂଜା କରୁଥÒଲେ, ସକାଳୁ ପ୍ରତିମାଙ୍କୁ ସ୍ନାନ ଓ ଭୋଗ ନଲଗାଇ କୌଣସି ଖାଦ୍ୟ ଖାଇବା ଉଚିତ୍ ନୁହେଁ। ଠାକୁରଙ୍କୁ ସ୍ନାନ ଓ ଭୋଗ ନକରି ନିଜେ ଖାଦ୍ୟ ଖାଇବା ଦ୍ବାରା ପରିବାରରେ ଅନେକ ପ୍ରକାର ଅଶାନ୍ତି ଦେଖାଦେଇଥାଏ। ବାଳଗୋପାଳଙ୍କୁ ଖÒର କିମ୍ବା ମିଷ୍ଟାନ୍ନ ଭୋଗ ଲଗାଇବା ଉଚିତ।
  • ବିଷ୍ଣୁଙ୍କ ପ୍ରତିମା ହେଉ କିମ୍ବା ଫଟୋ, ପ୍ରତ୍ୟେକ ଦିନ ଗୋଟିଏ ତୁଳସୀ ମଞ୍ଜରୀ ଅର୍ପଣ କରନ୍ତୁ। ଏହା ସହିତ ଭୋଗରେ ଗୋଟିଏ ତୁଳସୀ ପତ୍ର ପକାଇ ସମର୍ପଣ କରନ୍ତୁ। ତୁଳସୀ ପତ୍ର ବିନା ବିଷ୍ଣୁଙ୍କର ପୂଜା ଓ ଭୋଗ ସମ୍ପୂର୍ଣ୍ଣ ହୋଇନଥାଏ।
  • ମଇଳା ଓ ସିଲାଇ କରାଯାଇଥÒବା ବସ୍ତ୍ର ପିନ୍ଧ଄ ପୂଜା କରିବା ଶୁଭ ହୋଇନଥାଏ।
  • ତୁଳସୀ ପତ୍ରକୁ ବାଦ୍‌ ଦେଲେ, ଅନ୍ୟ ଫୁଲ ଓ ପତ୍ର ବାସିରେ ଗଣତି ହୋଇଥାଏ। ତେଣୁ ତୁଳସୀ ମାଳା ବ୍ୟତୀତ ବାସି ଫୁଲମାଳକୁ ଫଟୋ କିମ୍ବା ମୂର୍ତ୍ତିରୁ ପ୍ରତ୍ୟେକଦିନ ବାହାର କରିଦେବା ଉଚିତ। ପ୍ରତିଦିନ ପୂଜାରେ ଯେଉଁ ଫୁଲ ବ୍ୟବହାର କରୁଛନ୍ତି, ତାହା ମଉଳି ନଥÒବ କିମ୍ବା କୌଣସି ପୋକ ଦ୍ବାରା ପାଖୁଡ଼ା ନଷ୍ଟ ହୋଇନଥÒବ, ସେଥÒପ୍ରତି ଦୃଷ୍ଟି ଦେବା ନିହାତି ଆବଶ୍ୟକ।
  • ଶ୍ରୀବିଷ୍ଣୁ ଓ ମା’ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନାରେ କେବଳ ସୁଦ୍ଧ ଘିଅର ଭୋଗ ଓ ଦୀପ ପ୍ରଜ୍ବଳନ କରିବାର ବିଧÒ ରହିଛି। ପୂଜା କରିବା ପୂର୍ବରୁ ଆଚମନ କରିବା ନିହାତି ଜରୁରୀ।
  • ଶ୍ରୀବିଷ୍ଣୁଙ୍କ ପ୍ରତୀକ ଶାଳଗ୍ରାମ ରଖÒ ପୂଜା କରୁଥÒଲେ, ପ୍ରତିଦିନ ଅନ୍ନ ପୂଜା କରନ୍ତୁ।
30 Apr 2021 By The Sakala

https://www.thesakala.in/religion/worshiping-lord-vishnu-be-aware-of-some-rules/article-1914
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର