ବିନା ଡିଗ୍ରୀ ଓ ଡିପ୍ଲୋମାରେ କିପରି କରିବେ ରୋଜଗାର …

The Sakala Picture
Published On

ଆଜିକାଲି ସମସ୍ତଙ୍କୁ ଚାକିରିଟିଏ ମିଳୁ ନାହିଁ। ଡିଗ୍ରୀ, ଡିପ୍ଲୋମାଧାରୀ ଦେଶର ଲକ୍ଷ ଲକ୍ଷ ଯୁବକ ଯୁବତୀ ବେକାର ରହିଛନ୍ତି। ହେଲେ କିଛି ଚାକିରି ଏଭଳି ଅଛି, ଯାହା ପାଇଁ କୌଣସି ସ୍ବତନ୍ତ୍ର ଡିଗ୍ରୀ ତଥା ଡିପ୍ଲୋମାର ଆବଶ୍ୟକତା ନାହିଁ। ଅବଶ୍ୟ ଏ ଲାଗି ପରିଶ୍ରମ ଏବଂ ଅଭିଜ୍ଞତା ବେଶି ଜରୁରି ବୋଲି କୁହାଯାଏ। ପ୍ରଫେସନାଲ ବ୍ଲଗର୍‌: ଏ ଲାଗି କୌଣସି ନ୍ୟୂନତମ ଶିକ୍ଷାଗତ ଯୋଗ୍ୟତାର ଆବଶ୍ୟକତା ନାହିଁ। ବିଜ୍ଞାପନ ଏବଂ ଅନ୍ୟ ମୁଦ୍ରୀକରଣ ରଣନୀତି ମାଧ୍ୟମରେ ରୋଜଗାର […]

ଆଜିକାଲି ସମସ୍ତଙ୍କୁ ଚାକିରିଟିଏ ମିଳୁ ନାହିଁ। ଡିଗ୍ରୀ, ଡିପ୍ଲୋମାଧାରୀ ଦେଶର ଲକ୍ଷ ଲକ୍ଷ ଯୁବକ ଯୁବତୀ ବେକାର ରହିଛନ୍ତି। ହେଲେ କିଛି ଚାକିରି ଏଭଳି ଅଛି, ଯାହା ପାଇଁ କୌଣସି ସ୍ବତନ୍ତ୍ର ଡିଗ୍ରୀ ତଥା ଡିପ୍ଲୋମାର ଆବଶ୍ୟକତା ନାହିଁ। ଅବଶ୍ୟ ଏ ଲାଗି ପରିଶ୍ରମ ଏବଂ ଅଭିଜ୍ଞତା ବେଶି ଜରୁରି ବୋଲି କୁହାଯାଏ।

ପ୍ରଫେସନାଲ ବ୍ଲଗର୍‌: ଏ ଲାଗି କୌଣସି ନ୍ୟୂନତମ ଶିକ୍ଷାଗତ ଯୋଗ୍ୟତାର ଆବଶ୍ୟକତା ନାହିଁ। ବିଜ୍ଞାପନ ଏବଂ ଅନ୍ୟ ମୁଦ୍ରୀକରଣ ରଣନୀତି ମାଧ୍ୟମରେ ରୋଜଗାର କରିପାରିବେ।

ଡ୍ୟାନ୍ସ ଇନ୍‌ଷ୍ଟ୍ରକ୍ଟର: ଡ୍ୟାନ୍ସ ଇନଷ୍ଟ୍ରକ୍ଟର ହେବା ଲାଗି ପ୍ରଥମେ ଟ୍ରେନିଂର ଆବଶ୍ୟକତା ଥାଏ। ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ ହେବା ଦରକାର। ଅଭିଜ୍ଞ ବ୍ୟକ୍ତିବିଶେଷଙ୍କୁ ଅଗ୍ରାଧିକାର ପ୍ରଦାନ କରାଯାଏ। ଅଭିଜ୍ଞତା ଅନୁସାରେ ଆୟ ବୃଦ୍ଧି ପାଏ।

ଲେଖକ: ଯୁକ୍ତ ଦୁଇ ପଢ଼ାରେ ଏହାକୁ ଜଣେ କ୍ୟାରିୟର ଭାବେ ଆପଣାଇପାରିବେ। ଏ ଲାଗି ନିଜ ଭିତରେ ସୃଜନଶୀଳତା ତଥା ଲେଖାଲେଖିରେ ରୁଚି ଥିବା ଆବଶ୍ୟକ। ପତ୍ର ପତ୍ରିକା ପାଇଁ ଲେଖି ମଧ୍ୟ ରୋଜଗାର କରି ହେବ।

ରିୟଲ୍‌ ଇଷ୍ଟେଷ୍ଟ ଏଜେଣ୍ଟ: ରିୟଲ୍‌ ଇଷ୍ଟେଷ୍ଟ ଏଜେଣ୍ଟ ଭାବେ କାମ କରିବା ଲାଗି କୌଣସି ଡିଗ୍ରୀ ଆବଶ୍ୟକ ପଡ଼ି ନ ଥାଏ। ଏ ଲାଗି ଲାଇସେନ୍ସ ପ୍ରାପ୍ତ କରିବାକୁ ହୁଏ। ଏ କ୍ଷେତ୍ରରେ ରୋଜଗାର ଭିନ୍ନ ଭିନ୍ନ ହୋଇଥାଏ।

ମେକ୍‌ଅପ୍‌ ଆର୍ଟିଷ୍ଟ: ମେକ୍‌ଅପ୍‌ ଆର୍ଟିଷ୍ଟ ହେବା ଲାଗି ବି ନିର୍ଦ୍ଦିଷ୍ଟ କିଛି ଶିକ୍ଷାଗତ ଯୋଗ୍ୟତାର ଆବଶ୍ୟକତା ନାହିଁ। ପ୍ରାରମ୍ଭିକ ପର୍ଯ୍ୟାୟରେ ମାସକୁ ୧୫ ହଜାର ରୋଜଗାର କରିପାରିବେ ଏବଂ ସମୟ ସହିତ ପାରିଶ୍ରମିକ ବୃଦ୍ଧି ପାଏ।

19 Feb 2025 By The Sakala

https://www.thesakala.in/recruitment/how-to-earn-money-without-a-degree-or-diploma/article-38811
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର