PD•DRDA•Ganjam

ପ୍ଲାଷ୍ଟିକ୍‍ ବର୍ଯ୍ୟବସ୍ତୁ ପରିଚାଳନାରେ ଗଞ୍ଜାମ ପାଇବ ପ୍ରଥମ ପୁରସ୍କାର, ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ବ୍ରହ୍ମପୁର: କୋଭିଡ଼୍‍ର ସୁପରିଚାଳନା, ମନରେଗାରେ ଶ୍ରମ ଯୋଗାଇବା ଆଦି ସବୁଥିରେ ଗଞ୍ଜାମ ଜିଲ୍ଲା ସାରା ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ଗଞ୍ଜାମରୁ ଆରମ୍ଭ ହୋଇଥିବା ବହୁ ମଡ଼େଲ୍‍ ଅନ୍ୟ ରାଜ୍ୟ ଓ ଜିଲ୍ଲା ଗୁଡ଼ିକ ଅନୁସରଣ କରନ୍ତି। ଯାହା ସବୁବେଳେ ପ୍ରଶଂସାଯୋଗ୍ୟ। ଏଥିପାଇଁ ବହୁ ସମୟରେ ଭିନ୍ନ ଭିନ୍ନ ସମ୍ମାନର ଅଧିକାରୀ ହୋଇଛି ଗଞ୍ଜାମ ଜିଲ୍ଲା। ଏଥିପାଇଁ ପ୍ରଶାସନିକସ୍ତରରେ ନିଆଯାଉଥିବା ପଦକ୍ଷେପ ସଫଳ ହୋଇଛି। ସମ୍ପ୍ରତି ଗ୍ରାମାଞ୍ଚଳରେ ପ୍ଲାଷ୍ଟିକ୍‍ ବର୍ଯ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା […]
ଓଡ଼ିଶା  ଗଞ୍ଜାମ