ପ୍ରକାଶ ପାଇଲା ସିଭିଲ୍ ସର୍ଭିସ୍ ରେଜଲ୍ଟ ୨୦୨୦, ଶୁଭମ୍ କୁମାର ଟପ୍ପର୍

The Sakala Picture
Published On

ନୂଆଦିଲ୍ଲୀ : ପ୍ରକାଶ ପାଇଛି ସିଭିଲ ସର୍ଭିସ ୨୦୨୦ ର ଫାଇନାଲ ରେଜଲ୍ଟ । ସିଭିଲ ସର୍ଭିସ ପରୀକ୍ଷା-୨୦୨୦ ରେଜଲ୍ଟ ଜାରି କରିଛି ୟୁପିଏସସି। ୨୦୨୦ ସିଭିଲ ସର୍ଭିସ ପରୀକ୍ଷାରେ ମୋଟ୍‌ ୭୬୧ ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ସର୍ବଭାରତୀୟ ସ୍ତରରେ ଟପ୍ପର ହୋଇଛନ୍ତି ଶୁଭମ କୁମାର। ସେହିପରି ଦ୍ୱିତୀୟ ସ୍ଥାନରେ ଜାଗ୍ରତି ଅଓ୍ଵସ୍ଥି ଅଛନ୍ତି। ଶୁଭମ କୁମାର ଆଇଆଇଟି ବମ୍ବେର ସିଭିଲ ଇଞ୍ଜିନିୟରିଂରେ ବି.ଟେକ୍‌ କରିଥିବା ବେଳେ ଜାଗ୍ରତି ମଧ୍ୟ ହେଉଛନ୍ତି ଜଣେ ବି.ଟେକ୍‌ ଛାତ୍ରୀ। […]

ନୂଆଦିଲ୍ଲୀ : ପ୍ରକାଶ ପାଇଛି ସିଭିଲ ସର୍ଭିସ ୨୦୨୦ ର ଫାଇନାଲ ରେଜଲ୍ଟ । ସିଭିଲ ସର୍ଭିସ ପରୀକ୍ଷା-୨୦୨୦ ରେଜଲ୍ଟ ଜାରି କରିଛି ୟୁପିଏସସି। ୨୦୨୦ ସିଭିଲ ସର୍ଭିସ ପରୀକ୍ଷାରେ ମୋଟ୍‌ ୭୬୧ ଜଣ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ସର୍ବଭାରତୀୟ ସ୍ତରରେ ଟପ୍ପର ହୋଇଛନ୍ତି ଶୁଭମ କୁମାର। ସେହିପରି ଦ୍ୱିତୀୟ ସ୍ଥାନରେ ଜାଗ୍ରତି ଅଓ୍ଵସ୍ଥି ଅଛନ୍ତି। ଶୁଭମ କୁମାର ଆଇଆଇଟି ବମ୍ବେର ସିଭିଲ ଇଞ୍ଜିନିୟରିଂରେ ବି.ଟେକ୍‌ କରିଥିବା ବେଳେ ଜାଗ୍ରତି ମଧ୍ୟ ହେଉଛନ୍ତି ଜଣେ ବି.ଟେକ୍‌ ଛାତ୍ରୀ। ଚଳିତ ଥର ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା  ୭୬୧ ଜଣଙ୍କ ମଧ୍ୟରେ ୫୪୫ ପୁରୁଷ ଓ ୨୧୬ ମହିଳା ଅଛନ୍ତି ସାମିଲ ଅଛନ୍ତି।

ଆହୁରି ପଢ଼ନ୍ତୁ: ଗ୍ରେଟର ନୋଏଡାରେ ଅଭାବନୀୟ ଘଟଣା: ସନ୍ଦେହଜନକ ଅବସ୍ଥାରେ ଗୋଟିଏ ପରିବାରର ୫ ମୃତ, ଶେଷଥର ଖାଇଥିଲେ ନୁଡୁଲ୍ସ


ଜାନୁଆରୀ ୨୦୨୧ରେ ହୋଇଥିବା ଲିଖିତ ମୁଖ୍ୟ ପରୀକ୍ଷା ଓ ଅଗଷ୍ଟରୁ ସେପ୍ଟେମ୍ବର ମଧ୍ୟରେ ହୋଇଥିବା ପର୍ସନାଲିଟି ଟେଷ୍ଟ ଆଧାରରେ ଏହି ରେଜଲ୍ଟ ଜାରି ହୋଇଛି । ଉତ୍ତୀର୍ଣ୍ଣ ହୋଇଥିବା ୭୬୧ ଜଣଙ୍କ ମଧ୍ୟରୁ ଆଇଏଏସ୍‌ ପାଇଁ ୧୮୦, ଆଇଏଫ୍‌ଏସ୍‌ ପାଇଁ ୩୬, ଆଇପିଏସ୍‌ ପାଇଁ ୨୦୦, ସେଣ୍ଟ୍ରାଲ ସର୍ଭିସ ଗ୍ରୁପ-ଏ ପାଇଁ ୩୦୨ ଓ ଗ୍ରୁପ୍‌-ବି ପଦବି ପାଇଁ ୧୧୮ ଜଣଙ୍କୁ ନିଯୁକ୍ତି ମିଳିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର