ବଜାରରୁ ଉତ୍ପାଦ ଫେରାଇନେଲା ୟୁନିଲିଭର, ଡ୍ରାଇ ଶାମ୍ପୁରେ କ୍ୟାନ୍‌ସର ଆଶଙ୍କା !

The Sakala Picture
Published On

ନୂଆଦିଲ୍ଲୀ:  ୟୁନିଲିଭରର ଅନେକ ଶାମ୍ପୁ ବ୍ରାଣ୍ଡରେ କର୍କଟ ରୋ ବା କ୍ୟାନ୍‌ସର ସୃଷ୍ଟିକାରୀ କେମିକାଲର ସନ୍ଧାନ ମିଳିଛି। ଏହାକୁ ନଜରରେ ରଖି କମ୍ପାନୀ ଆମେରିକା ବଜାରରୁ ଡୋଭ୍‌, ନେକ୍ସସ, ସୁଆଭେ, ଟିଆଇଜିଆଇ ଓ ଟ୍ରେସମେ ଏୟରୋସୋଲ ଡ୍ରାଇ ଶାମ୍ପୁ ପ୍ରତ୍ୟାହୋର କରିନେଇଛି।ଏହିସବୁ ପ୍ରସାଧାନ ସାମଗ୍ରୀରେ କର୍କଟ ରୋଗ ସୃଷ୍ଟିକାରୀ ବେଞ୍ଜିନର ଉପସ୍ଥିତି ଜଣାପଡିଛି। ଏହି ରାସାୟନିକ ସାମଗ୍ରୀ ଯୋଗୁ ମନୁଷ୍ୟଠାରେ କର୍କଟ ରୋଗ ହୋଇପାରେ। ଆମେରିକା ଫୁଡ ଏଣ୍ଡ ଡ୍ରଗ ଆଡମିନେଷ୍ଟ୍ରେସନ (ଏଫଡିଏ)ଙ୍କ ଅନୁସାରେ ଏହି ସବୁ […]

ନୂଆଦିଲ୍ଲୀ:  ୟୁନିଲିଭରର ଅନେକ ଶାମ୍ପୁ ବ୍ରାଣ୍ଡରେ କର୍କଟ ରୋ ବା କ୍ୟାନ୍‌ସର ସୃଷ୍ଟିକାରୀ କେମିକାଲର ସନ୍ଧାନ ମିଳିଛି। ଏହାକୁ ନଜରରେ ରଖି କମ୍ପାନୀ ଆମେରିକା ବଜାରରୁ ଡୋଭ୍‌, ନେକ୍ସସ, ସୁଆଭେ, ଟିଆଇଜିଆଇ ଓ ଟ୍ରେସମେ ଏୟରୋସୋଲ ଡ୍ରାଇ ଶାମ୍ପୁ ପ୍ରତ୍ୟାହୋର କରିନେଇଛି।ଏହିସବୁ ପ୍ରସାଧାନ ସାମଗ୍ରୀରେ କର୍କଟ ରୋଗ ସୃଷ୍ଟିକାରୀ ବେଞ୍ଜିନର ଉପସ୍ଥିତି ଜଣାପଡିଛି। ଏହି ରାସାୟନିକ ସାମଗ୍ରୀ ଯୋଗୁ ମନୁଷ୍ୟଠାରେ କର୍କଟ ରୋଗ ହୋଇପାରେ।

ଆହୁରି ପଢ଼ନ୍ତୁ: ମୁମ୍ବାଇ ଟ୍ରାଫିକ୍‌ ଜାମ୍‌ ବିବାଦ: ମନ୍ତ୍ରୀଙ୍କୁ ସମାଲୋଚନା କରିଥିବା ମହିଳାଙ୍କ ନାମରେ ଅଭିଯୋଗ, କୌଣସି ଏଫଆଇଆର୍‌ ରୁଜୁ ହୋଇନଥିବା ସ୍ପଷ୍ଟ କଲା ପୋଲିସ

ଆମେରିକା ଫୁଡ ଏଣ୍ଡ ଡ୍ରଗ ଆଡମିନେଷ୍ଟ୍ରେସନ (ଏଫଡିଏ)ଙ୍କ ଅନୁସାରେ ଏହି ସବୁ ଉତ୍ପାଦ ଅକ୍ଟୋବର ୨୦୨୧ ପୂର୍ବରୁ ପ୍ରସ୍ତୁତ ହୋଇଥିଲା ଓ ଏଗୁଡିକୁ ସାରା ଦେଶରେ ରିଟେଲରଙ୍କୁ ବିତରଣ କରାଯାଇଥିଲା। ଯେଉଁଥିରେ ଡୋଭ ଡ୍ରାଇ ଶାମ୍ପୁ ଭଲ୍ୟୁମ ଏଣ୍ଡ ଫୁଲନେସ୍, ଡୋଭ ଡ୍ରାଇ ଶାମ୍ପୁ ଫ୍ରେସ କୋକାନଟ, ନେକ୍ସସ ଡ୍ରାଇ ଶାମ୍ପୁ ରିଫ୍ରେସିଂ ମିଷ୍ଟ ଓ ସୁଆଭେ ଡ୍ରାଇ ଶାମ୍ପୁ ରିଫ୍ରେସ୍ ଏଣ୍ଡ ରିଭାଇଭ ଆଦିକୁ ଏବେ ବଜାରରୁ ଫେରାଇ ଅଣାଯାଉଛି। ଏଥିରେ ଥିବା ବେଞ୍ଜିନ ଯୋଗୁ ମଣିଷଙ୍କଠାରେ କର୍କଟ ରୋଗ ହୋଇପାରେ। ଏଫଡିଏ ତାଙ୍କ ରିକଲ ନୋଟିସ୍‌ରେ ବେଞ୍ଜିନ ଅନେକ ଉପାୟରେ ମଣିଷ ଶରୀରକୁ ଯାଇପାରେ ବୋଲି କହିଛନ୍ତି। ଯେପରିକି ଏହାକୁ ଶୁଂଘିଲେ ମୁହଁ ମାଧ୍ୟମରେ ଓ ତ୍ୱଚା ମାଧ୍ୟମରେ ଶରୀରକୁ  ଯାଇପାରେ। ଏଥିଯୋଗୁ ଲ୍ୟୁକୋମିଆ ଓ ବ୍ଲଡ କ୍ୟାନସର ହୋଇଥାଏ। ଏଣୁ ଲୋକଙ୍କୁ ଏପରି ଉତ୍ପାଦର ବ୍ୟବହାର ବନ୍ଦ କରିଦେବା ଦରକାର ବୋଲି ଏଫଡିଏ କହିଛନ୍ତି। ତେବେ ପ୍ରସଙ୍ଗରେ ୟୁନିଲିଭର କୌଣସି ତତ୍କାଳ ମନ୍ତବ୍ୟ ଦେଇ ନାହାନ୍ତି। ତେବେ ୟୁନିଲିଭରର ଏହି ପଦକ୍ଷେପ ପରେ ପର୍ସନାଲ ପ୍ରଡକ୍ଟରେ ଏୟରୋସୋଲର ଉପସ୍ଥିତି ନେଇ ପ୍ରଶ୍ନ ଉଠିଛି। କମ୍ପାନୀ ଗତ ଦେଢ ବର୍ଷରେ ଅନେକ ଏୟରୋସୋଲ ସନସ୍କ୍ରିନସ୍ ବଜାରରୁ ପ୍ରତ୍ୟାହାର ନେଇଛନ୍ତି। ଏଥିରେ ଜନସନ ଏଣ୍ଡ ଜନସନର ନ୍ୟୁଟ୍ରୋଜେନା, ଏଜେୱେଲ ପର୍ସନାଲ କେୟାର କୋର ବାନାନା ବୋଟ୍ ଓ ବିୟର୍ସଡର୍ଫ ଏଜିର କପର୍ଟୋନ ଆଦି ସାମିଲ ଥିଲା। ଗତବର୍ଷ ମଧ୍ୟ ପ୍ରୋକ୍ଟର ଏଣ୍ଡ ଗେମ୍ବଲ ୩୦ରୁ ଅଧିକ ଏୟରୋସୋଲ ସ୍ପ୍ରେ ହେୟାର କେୟାର ପ୍ରଡକ୍ଟସ୍ ବଜାରରୁ ଫେରସ୍ତ ମଗାଇଥିଲା। ଏସବୁରେ ଡ୍ରାଇ ଶାମ୍ପୁ ଓ ଡ୍ରାଇ କଣ୍ଡିସନର ମଧ୍ୟ ସାମିଲ ଥିଲା।

ଆହୁରି ପଢ଼ନ୍ତୁ: ଟ୍ରମ୍ପଙ୍କ ଟାରିଫକୁ ମାତ୍ ଦେଲା ମୋଦୀ ସରକାରଙ୍କ ରଣନୀତି: ୬ ବର୍ଷରେ ୯ଟି ସ୍ୱତନ୍ତ୍ର ବାଣିଜ୍ୟ ଚୁକ୍ତି (FTA) ସ୍ୱାକ୍ଷର

26 Oct 2022 By The Sakala

ବଜାରରୁ ଉତ୍ପାଦ ଫେରାଇନେଲା ୟୁନିଲିଭର, ଡ୍ରାଇ ଶାମ୍ପୁରେ କ୍ୟାନ୍‌ସର ଆଶଙ୍କା !

ନୂଆଦିଲ୍ଲୀ:  ୟୁନିଲିଭରର ଅନେକ ଶାମ୍ପୁ ବ୍ରାଣ୍ଡରେ କର୍କଟ ରୋ ବା କ୍ୟାନ୍‌ସର ସୃଷ୍ଟିକାରୀ କେମିକାଲର ସନ୍ଧାନ ମିଳିଛି। ଏହାକୁ ନଜରରେ ରଖି କମ୍ପାନୀ ଆମେରିକା ବଜାରରୁ ଡୋଭ୍‌, ନେକ୍ସସ, ସୁଆଭେ, ଟିଆଇଜିଆଇ ଓ ଟ୍ରେସମେ ଏୟରୋସୋଲ ଡ୍ରାଇ ଶାମ୍ପୁ ପ୍ରତ୍ୟାହୋର କରିନେଇଛି।ଏହିସବୁ ପ୍ରସାଧାନ ସାମଗ୍ରୀରେ କର୍କଟ ରୋଗ ସୃଷ୍ଟିକାରୀ ବେଞ୍ଜିନର ଉପସ୍ଥିତି ଜଣାପଡିଛି। ଏହି ରାସାୟନିକ ସାମଗ୍ରୀ ଯୋଗୁ ମନୁଷ୍ୟଠାରେ କର୍କଟ ରୋଗ ହୋଇପାରେ।

ଆମେରିକା ଫୁଡ ଏଣ୍ଡ ଡ୍ରଗ ଆଡମିନେଷ୍ଟ୍ରେସନ (ଏଫଡିଏ)ଙ୍କ ଅନୁସାରେ ଏହି ସବୁ ଉତ୍ପାଦ ଅକ୍ଟୋବର ୨୦୨୧ ପୂର୍ବରୁ ପ୍ରସ୍ତୁତ ହୋଇଥିଲା ଓ ଏଗୁଡିକୁ ସାରା ଦେଶରେ ରିଟେଲରଙ୍କୁ ବିତରଣ କରାଯାଇଥିଲା। ଯେଉଁଥିରେ ଡୋଭ ଡ୍ରାଇ ଶାମ୍ପୁ ଭଲ୍ୟୁମ ଏଣ୍ଡ ଫୁଲନେସ୍, ଡୋଭ ଡ୍ରାଇ ଶାମ୍ପୁ ଫ୍ରେସ କୋକାନଟ, ନେକ୍ସସ ଡ୍ରାଇ ଶାମ୍ପୁ ରିଫ୍ରେସିଂ ମିଷ୍ଟ ଓ ସୁଆଭେ ଡ୍ରାଇ ଶାମ୍ପୁ ରିଫ୍ରେସ୍ ଏଣ୍ଡ ରିଭାଇଭ ଆଦିକୁ ଏବେ ବଜାରରୁ ଫେରାଇ ଅଣାଯାଉଛି। ଏଥିରେ ଥିବା ବେଞ୍ଜିନ ଯୋଗୁ ମଣିଷଙ୍କଠାରେ କର୍କଟ ରୋଗ ହୋଇପାରେ। ଏଫଡିଏ ତାଙ୍କ ରିକଲ ନୋଟିସ୍‌ରେ ବେଞ୍ଜିନ ଅନେକ ଉପାୟରେ ମଣିଷ ଶରୀରକୁ ଯାଇପାରେ ବୋଲି କହିଛନ୍ତି। ଯେପରିକି ଏହାକୁ ଶୁଂଘିଲେ ମୁହଁ ମାଧ୍ୟମରେ ଓ ତ୍ୱଚା ମାଧ୍ୟମରେ ଶରୀରକୁ  ଯାଇପାରେ। ଏଥିଯୋଗୁ ଲ୍ୟୁକୋମିଆ ଓ ବ୍ଲଡ କ୍ୟାନସର ହୋଇଥାଏ। ଏଣୁ ଲୋକଙ୍କୁ ଏପରି ଉତ୍ପାଦର ବ୍ୟବହାର ବନ୍ଦ କରିଦେବା ଦରକାର ବୋଲି ଏଫଡିଏ କହିଛନ୍ତି। ତେବେ ପ୍ରସଙ୍ଗରେ ୟୁନିଲିଭର କୌଣସି ତତ୍କାଳ ମନ୍ତବ୍ୟ ଦେଇ ନାହାନ୍ତି। ତେବେ ୟୁନିଲିଭରର ଏହି ପଦକ୍ଷେପ ପରେ ପର୍ସନାଲ ପ୍ରଡକ୍ଟରେ ଏୟରୋସୋଲର ଉପସ୍ଥିତି ନେଇ ପ୍ରଶ୍ନ ଉଠିଛି। କମ୍ପାନୀ ଗତ ଦେଢ ବର୍ଷରେ ଅନେକ ଏୟରୋସୋଲ ସନସ୍କ୍ରିନସ୍ ବଜାରରୁ ପ୍ରତ୍ୟାହାର ନେଇଛନ୍ତି। ଏଥିରେ ଜନସନ ଏଣ୍ଡ ଜନସନର ନ୍ୟୁଟ୍ରୋଜେନା, ଏଜେୱେଲ ପର୍ସନାଲ କେୟାର କୋର ବାନାନା ବୋଟ୍ ଓ ବିୟର୍ସଡର୍ଫ ଏଜିର କପର୍ଟୋନ ଆଦି ସାମିଲ ଥିଲା। ଗତବର୍ଷ ମଧ୍ୟ ପ୍ରୋକ୍ଟର ଏଣ୍ଡ ଗେମ୍ବଲ ୩୦ରୁ ଅଧିକ ଏୟରୋସୋଲ ସ୍ପ୍ରେ ହେୟାର କେୟାର ପ୍ରଡକ୍ଟସ୍ ବଜାରରୁ ଫେରସ୍ତ ମଗାଇଥିଲା। ଏସବୁରେ ଡ୍ରାଇ ଶାମ୍ପୁ ଓ ଡ୍ରାଇ କଣ୍ଡିସନର ମଧ୍ୟ ସାମିଲ ଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର