ଦେଶଦ୍ରୋହୀଙ୍କୁ ତ୍ରାହି ନାହିଁ: ମିଳିବନି ସରକାରୀ ଚାକିରି ଓ ପାସପୋର୍ଟ

The Sakala Picture
Published On

ଶ୍ରୀନଗର: କାଶ୍ମୀର ଉପତ୍ୟକାରେ ଆତଙ୍କବାଦର ମେରୁଦଣ୍ଡ ଭାଙ୍ଗିବାକୁ ପ୍ରୟାସ ଜାରି ରହିିଛି। ହେଲେ କିଛି ଲୋକ ଦେଶ ମଧ୍ଯରେ ରହି ମଧ୍ୟ ଆଶାନ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଯବାନଙ୍କ ଗାଡିକୁ ପଥର ପକାଇବା ସହ ଦେଶ ବିରୋଧରେ ସ୍ଲୋଗାନ ମଧ୍ଯ ଦେଇଥାନ୍ତି। ଏମାନଙ୍କୁ ସାବାଡ କରିବା ପାଇଁ  ଜମ୍ମୁ କାଶ୍ମୀର ସିଆଇଡି ପକ୍ଷରୁ ଏକ ସର୍କୁଲାର ଜାରି କରାଯାଇଛି।  ଯେଉଁମାନେ ଦେଶ ବିରୋଧରେ ସ୍ଲୋଗାନ ଏବଂ ପଥର ଫିଙ୍ଗିବେ ସେମାନଙ୍କୁ ସରକାରୀ ଚାକିରି ଦିଆଯିବ ନାହିଁ। କେବଳ […]

ଶ୍ରୀନଗର: କାଶ୍ମୀର ଉପତ୍ୟକାରେ ଆତଙ୍କବାଦର ମେରୁଦଣ୍ଡ ଭାଙ୍ଗିବାକୁ ପ୍ରୟାସ ଜାରି ରହିିଛି। ହେଲେ କିଛି ଲୋକ ଦେଶ ମଧ୍ଯରେ ରହି ମଧ୍ୟ ଆଶାନ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଯବାନଙ୍କ ଗାଡିକୁ ପଥର ପକାଇବା ସହ ଦେଶ ବିରୋଧରେ ସ୍ଲୋଗାନ ମଧ୍ଯ ଦେଇଥାନ୍ତି। ଏମାନଙ୍କୁ ସାବାଡ କରିବା ପାଇଁ  ଜମ୍ମୁ କାଶ୍ମୀର ସିଆଇଡି ପକ୍ଷରୁ ଏକ ସର୍କୁଲାର ଜାରି କରାଯାଇଛି।  ଯେଉଁମାନେ ଦେଶ ବିରୋଧରେ ସ୍ଲୋଗାନ ଏବଂ ପଥର ଫିଙ୍ଗିବେ ସେମାନଙ୍କୁ ସରକାରୀ ଚାକିରି ଦିଆଯିବ ନାହିଁ। କେବଳ ଏତିକି ନୁହେଁ, ଏପରି ସାମାନଙ୍କୁ ପାସପୋର୍ଟ ସେବାର ଲାଭ ଉଠାଇବାକୁ ମଧ୍ୟ ସକ୍ଷମ ହେବେ ନାହିଁ।

ଆହୁରି ପଢ଼ନ୍ତୁ: '୩ ଝିଅ ହେଲେଣି, ଏବେ ସ୍ୱାମୀଙ୍କୁ ଦ୍ୱିତୀୟ ବିବାହ କରିବାକୁ ଦିଅ': ଶାଶୁଘରର ନିର୍ଯାତନା ସହି ନପାରି ଜୀବନ ହାରିଲେ ମହିଳା

Screenshot_1

ଆହୁରି ପଢ଼ନ୍ତୁ: ଅଡୁଆରେ ହାର୍ଦ୍ଦିକ ପାଣ୍ଡ୍ୟା; ଜାତୀୟ ପତାକାକୁ ଅପମାନିତ କରିଥିବା ଅଭିଯୋଗରେ ଥାନାରେ ଏତଲା

କ୍ରାଇମବ୍ରାଞ୍ଚ ତଦନ୍ତ ବିଭାଗ, ସ୍ବତନ୍ତ୍ର ଶାଖା-କାଶ୍ମୀର ଦ୍ବାରା ଜାରି କରାଯାଇଥିବା ଚିଠିରେ କୁହାଯାଇଛି ଯେ, ପାସପୋର୍ଟ ସେବା କିମ୍ବା ଅନ୍ୟ କୌଣସି ସମ୍ପୃକ୍ତି ସମ୍ବନ୍ଧୀୟ ସେବା ଯାଞ୍ଚ ସମୟରେ ଆଇନ ଶୃଙ୍ଖଳା, ପଥର ଫିଙ୍ଗିବା ମାମଲା ଏବଂ ଅନ୍ୟାନ୍ୟ ଅପରାଧ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ଥନୀୟ ପୁଲିସ ଷ୍ଟେସନର ରେକର୍ଡ ଦ୍ୱାରା ଏହା ନିଶ୍ଚିତ କରାଯିବି। ପୁଲିସ୍ ରେକର୍ଡରେ ଉପଲବ୍ଧ ସିସିଟିଭି ଫୁଟେଜ୍, ଫଟୋଗ୍ରାଫ୍, ଭିଡିଓ ଏବଂ ଅଡିଓ କ୍ଲିପ୍ ଭଳି ଡିଜିଟାଲ୍ ପ୍ରମାଣ ମଧ୍ୟ ସ୍କାନ୍ କରାଯିବା । ଏହିପରି  କୌଣସି ମାମଲାରେ ଜଡିତଥିବା ବ୍ଯକ୍ତିଙ୍କ ବିରୋଦ୍ଧରେ ଦୃଢ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ।

ଆହୁରି ପଢ଼ନ୍ତୁ: ପତ୍ନୀଙ୍କୁ ମାରିବାକୁ ସ୍ୱାମୀର ଭୟଙ୍କର ଷଡ଼ଯନ୍ତ୍ର: ୩ ଥର ବିଷ ଦେଇ ବିଫଳ ହେବା ପରେ ୧ ଲକ୍ଷର ସୁପାରି ଦେଇ ହତ୍ୟା

01 Aug 2021 By The Sakala

ଦେଶଦ୍ରୋହୀଙ୍କୁ ତ୍ରାହି ନାହିଁ: ମିଳିବନି ସରକାରୀ ଚାକିରି ଓ ପାସପୋର୍ଟ

ଶ୍ରୀନଗର: କାଶ୍ମୀର ଉପତ୍ୟକାରେ ଆତଙ୍କବାଦର ମେରୁଦଣ୍ଡ ଭାଙ୍ଗିବାକୁ ପ୍ରୟାସ ଜାରି ରହିିଛି। ହେଲେ କିଛି ଲୋକ ଦେଶ ମଧ୍ଯରେ ରହି ମଧ୍ୟ ଆଶାନ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଯବାନଙ୍କ ଗାଡିକୁ ପଥର ପକାଇବା ସହ ଦେଶ ବିରୋଧରେ ସ୍ଲୋଗାନ ମଧ୍ଯ ଦେଇଥାନ୍ତି। ଏମାନଙ୍କୁ ସାବାଡ କରିବା ପାଇଁ  ଜମ୍ମୁ କାଶ୍ମୀର ସିଆଇଡି ପକ୍ଷରୁ ଏକ ସର୍କୁଲାର ଜାରି କରାଯାଇଛି।  ଯେଉଁମାନେ ଦେଶ ବିରୋଧରେ ସ୍ଲୋଗାନ ଏବଂ ପଥର ଫିଙ୍ଗିବେ ସେମାନଙ୍କୁ ସରକାରୀ ଚାକିରି ଦିଆଯିବ ନାହିଁ। କେବଳ ଏତିକି ନୁହେଁ, ଏପରି ସାମାନଙ୍କୁ ପାସପୋର୍ଟ ସେବାର ଲାଭ ଉଠାଇବାକୁ ମଧ୍ୟ ସକ୍ଷମ ହେବେ ନାହିଁ।

Screenshot_1

କ୍ରାଇମବ୍ରାଞ୍ଚ ତଦନ୍ତ ବିଭାଗ, ସ୍ବତନ୍ତ୍ର ଶାଖା-କାଶ୍ମୀର ଦ୍ବାରା ଜାରି କରାଯାଇଥିବା ଚିଠିରେ କୁହାଯାଇଛି ଯେ, ପାସପୋର୍ଟ ସେବା କିମ୍ବା ଅନ୍ୟ କୌଣସି ସମ୍ପୃକ୍ତି ସମ୍ବନ୍ଧୀୟ ସେବା ଯାଞ୍ଚ ସମୟରେ ଆଇନ ଶୃଙ୍ଖଳା, ପଥର ଫିଙ୍ଗିବା ମାମଲା ଏବଂ ଅନ୍ୟାନ୍ୟ ଅପରାଧ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ଥନୀୟ ପୁଲିସ ଷ୍ଟେସନର ରେକର୍ଡ ଦ୍ୱାରା ଏହା ନିଶ୍ଚିତ କରାଯିବି। ପୁଲିସ୍ ରେକର୍ଡରେ ଉପଲବ୍ଧ ସିସିଟିଭି ଫୁଟେଜ୍, ଫଟୋଗ୍ରାଫ୍, ଭିଡିଓ ଏବଂ ଅଡିଓ କ୍ଲିପ୍ ଭଳି ଡିଜିଟାଲ୍ ପ୍ରମାଣ ମଧ୍ୟ ସ୍କାନ୍ କରାଯିବା । ଏହିପରି  କୌଣସି ମାମଲାରେ ଜଡିତଥିବା ବ୍ଯକ୍ତିଙ୍କ ବିରୋଦ୍ଧରେ ଦୃଢ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର