କାଲି ମହାକାଶ ଯାତ୍ରା କରିବେ ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ଜେଫ୍‌ ବୋଜେସ୍‌

The Sakala Picture
Published On

ନୂଆଦିଲ୍ଲୀ: ମଙ୍ଗଳବାର ଅର୍ଥାତ୍‌ ଆସନ୍ତାକାଲି ଆମାଜନର ପୂର୍ବତନ ମୁଖ୍ୟ ଜେଫ୍‌ ବୋଜେସ୍‌ ତାଙ୍କ କମ୍ପାନୀ ବ୍ଲୁ ଅରିଜିନ୍‌ର ପ୍ରଥମ କ୍ରୁ ଲଞ୍ଚରେ ମହାକାଶକୁ ଯାତ୍ରା କରିବେ। ତାଙ୍କ ସହିତ ଅନ୍ୟ ତିନି ଜଣ ଯାତ୍ରୀ ମଧ୍ୟ ଯୋଗଦେବେ। ଯେଉଁଥିରେ ତାଙ୍କ ଭାଇ, ପୂର୍ବତନ ପାଇଲଟ୍ ଏବଂ ପେଇଙ୍ଗ୍‌ କଷ୍ଟମର୍‌ ଅନ୍ତର୍ଭୁକ୍ତ। ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି କାଲି ଅତ୍ୟନ୍ତ ଦୁଃସାହସିକ ମହାକାଶ ଯାତ୍ରା କରିବାକୁ ଯାଉଛନ୍ତି। ଛୋଟ ଗ୍ୟାରେଜ୍‌ରୁ ନିଜ କ୍ୟାରିୟର୍‌ ଆରମ୍ଭ କରି ଆମାଜନର ମୁଖ୍ୟ […]

ନୂଆଦିଲ୍ଲୀ: ମଙ୍ଗଳବାର ଅର୍ଥାତ୍‌ ଆସନ୍ତାକାଲି ଆମାଜନର ପୂର୍ବତନ ମୁଖ୍ୟ ଜେଫ୍‌ ବୋଜେସ୍‌ ତାଙ୍କ କମ୍ପାନୀ ବ୍ଲୁ ଅରିଜିନ୍‌ର ପ୍ରଥମ କ୍ରୁ ଲଞ୍ଚରେ ମହାକାଶକୁ ଯାତ୍ରା କରିବେ। ତାଙ୍କ ସହିତ ଅନ୍ୟ ତିନି ଜଣ ଯାତ୍ରୀ ମଧ୍ୟ ଯୋଗଦେବେ। ଯେଉଁଥିରେ ତାଙ୍କ ଭାଇ, ପୂର୍ବତନ ପାଇଲଟ୍ ଏବଂ ପେଇଙ୍ଗ୍‌ କଷ୍ଟମର୍‌ ଅନ୍ତର୍ଭୁକ୍ତ।

ଆହୁରି ପଢ଼ନ୍ତୁ: 'ଆମେ ଉଦ୍ଧାର କରିପାରିବୁ ନାହିଁ, ନିଜ ବାଟ ନିଜେ ଦେଖନ୍ତୁ': ଇସ୍ରାଏଲରେ ଫସିଥିବା ନାଗରିକଙ୍କୁ ଆମେରିକାର ଚେତାବନୀ

ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି କାଲି ଅତ୍ୟନ୍ତ ଦୁଃସାହସିକ ମହାକାଶ ଯାତ୍ରା କରିବାକୁ ଯାଉଛନ୍ତି। ଛୋଟ ଗ୍ୟାରେଜ୍‌ରୁ ନିଜ କ୍ୟାରିୟର୍‌ ଆରମ୍ଭ କରି ଆମାଜନର ମୁଖ୍ୟ ପଦରେ ଅବସ୍ଥାପିତ ହେବା ନିହାତି ଏକ ବଡ଼ ସଫଳତା। ଅନେକଙ୍କ ପ୍ରେରଣା ପାଲଟିଥିବା ଜେଫ୍‌ କାଲି ପ୍ରଥମ ମହାକାଶ ଯାତ୍ରା କରିବେ।

ଆହୁରି ପଢ଼ନ୍ତୁ: ଆଗ୍ରାରେ ଚାଞ୍ଚଲ୍ୟ: ଅପ୍ରାକୃତିକ ଯୌନ ସମ୍ପର୍କକୁ ବିରୋଧ କରିବାରୁ ଅଟୋ ଚାଳକଙ୍କୁ ହତ୍ୟା, ନାଳରୁ ମୃତଦେହ ଉଦ୍ଧାର

ଜେଫ୍ ବେଜୋସଙ୍କ ଏହି ଯାତ୍ରାରେ ତାଙ୍କ ଭାଇ ମାର୍କ, ୮୨ ବର୍ଷିୟ ପୂର୍ବତନ ପାଇଲଟ୍ ୱାଲି ଫଙ୍କ୍ ଏବଂ ଜଣେ ୧୮ ବର୍ଷୀୟ ଯୁବକ ଯୋଗଦେବେ।ବ୍ଲୁ ଅରିଜିନ୍‌ର ନ୍ୟୁ ଶେପାର୍ଡ ବିମାନ ଏହାର ଚାରିଜଣ ଯାତ୍ରୀଙ୍କୁ ନେଇ ପୃଥିବୀଠାରୁ ପ୍ରାୟ ୧୦୦ କିଲୋମିଟର ଦୂରକୁ ଯିବ।

ଆହୁରି ପଢ଼ନ୍ତୁ: ‘ୟୁକେ ୦୭ ରାଇଡର’ ଅନୁରାଗ ଡୋଭାଲଙ୍କ ଆତ୍ମହତ୍ୟା ଉଦ୍ୟମ; ପରିବାର ବିରୋଧରେ ଆଣିଲେ ସାଂଘାତିକ ଅଭିଯୋଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp