ମନୋରଞ୍ଜନ
ଓଡ଼ିଶା
ଉଡାଣ ଭରିବାର କିଛି ସମୟ ପରେ ବିମାନରେ ଲାଗିଲା ନିଆଁ, ପାଟନାରେ ଜରୁରୀ ଅବତରଣ କଲା ସ୍ପାଇସଜେଟ
ନୂଆଦିଲ୍ଲୀ : ସ୍ପାଇସଜେଟ ବିମାନରେ ଲାଗିଲା ନିଆଁ। ଉଡାଣର କିଛି ସମୟ ମଧ୍ୟ ବିମାନଟିରେ ନିଆଁ ଲାଗିବା ଜଣାପଡିଥିଲା। ଆଉ ଏହାପରେ ପାଇଲଟ୍ ତୁରନ୍ତ କଂଣ୍ଟ୍ରୋଲ ରମ୍ ସହ ଯୋଗାଯୋଗ କରି ବିମାନଟିକୁ ଜରୁରୀ ଅବତରଣ କରାଇଥିଲେ । ବିମାନରେ ଥିବା ୧୮୫ ଯାତ୍ରୀ ସୁରକ୍ଷିତ ରହିଛନ୍ତି। Bihar | The Delhi-bound flight had returned to Patna airport after locals noticed a fire in the aircraft & informed district […]
ନୂଆଦିଲ୍ଲୀ : ସ୍ପାଇସଜେଟ ବିମାନରେ ଲାଗିଲା ନିଆଁ। ଉଡାଣର କିଛି ସମୟ ମଧ୍ୟ ବିମାନଟିରେ ନିଆଁ ଲାଗିବା ଜଣାପଡିଥିଲା। ଆଉ ଏହାପରେ ପାଇଲଟ୍ ତୁରନ୍ତ କଂଣ୍ଟ୍ରୋଲ ରମ୍ ସହ ଯୋଗାଯୋଗ କରି ବିମାନଟିକୁ ଜରୁରୀ ଅବତରଣ କରାଇଥିଲେ । ବିମାନରେ ଥିବା ୧୮୫ ଯାତ୍ରୀ ସୁରକ୍ଷିତ ରହିଛନ୍ତି।
Bihar | The Delhi-bound flight had returned to Patna airport after locals noticed a fire in the aircraft & informed district & airport officials. All 185 passengers safely deboarded. Reason is technical glitch, engineering team analysing further…: Patna DM Chandrashekhar Singh pic.twitter.com/KLK5wgZA0h
ଆହୁରି ପଢ଼ନ୍ତୁ: ଯାନ୍ତ୍ରିକ ତ୍ରୁଟି ଯୋଗୁଁ କାଶ୍ମୀର ଗୁଲମାର୍ଗରେ ହଠାତ୍ ଅଟକିଗଲା ରୋପ୍ ୱେ, ମଝି ଆକାଶରେ ଫସିଲେ ୩୦୦ ପର୍ଯ୍ୟଟକ— ANI (@ANI) June 19, 2022
ମିଳିଥିବା ସୂଚନା ଅନୁସାରେ ବିହାରର ରାଜଧାନୀ ପାଟନାରୁ ସ୍ପାଇସଜେଟର ବିମାନ ନମ୍ବର ୭୨୩ ଦିଲ୍ଲୀ ଅଭିମୁଖେ ଉଡାଣ ଭରିଥିଲା। ଉଡାଣ ଭରିବାର କିଛି ସମୟ ମଧ୍ୟରେ ବିମାନର ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ନିଆଁ ଲାଗିବା ଜଣାପଡିଥିଲା। ଏହାପରେ ପାଇଲଟ୍ ତୁରନ୍ତ କଂଣ୍ଟ୍ରୋଲ ରମ୍ ସହ ଯୋଗାଯୋଗ କରି ବିମାନଟିକୁ ସେହି ପାଟନା ଏୟାରପୋର୍ଟରେ ଜରୁରୀ ଅବତରଣ କରାଇଥିଲେ। ପାଟଣା ଏୟାରପୋର୍ଟରେ ବିମାନଟିର ନିଆଁକୁ ଆୟତ୍ତ କରାଯାଇଛି। ବିମାନରେ ଥିବା ସମସ୍ତ ୧୮୫ ଯାତ୍ରୀ ସୁରକ୍ଷିତ ଅଛନ୍ତି।
#WATCH Delhi bound SpiceJet flight returns to Patna airport after reporting technical glitch which prompted fire in the aircraft; All passengers safely rescued pic.twitter.com/Vvsvq5yeVJ
— ANI (@ANI) June 19, 2022