ଦୀର୍ଘଦିନ ପରେ କିଭ୍‌ ଉପରେ ପୁଣି ଆକ୍ରମଣ କଲା ଋଷ ସେନା

The Sakala Picture
Published On

କିଭ୍‌: ଦୀର୍ଘ ଦିନର ବ୍ଯବଧାନ ପରେ ୟୁକ୍ରେନ୍‌ ରାଜଧାନୀ କିଭ୍‌ ଉପରେ ପୁଣି ଆକ୍ରମଣ କରିଛି ଋଷ ସେନା । ଘନଘନ ମିସାଇଲ ମାଡ଼ରେ ଥରିଉଠିଛି ସହର। ଶେଷଥର ପାଇଁ ଏପ୍ରିଲ ୨୮ରେ ଏହିଭଳି ମିସାଇଲ ଆକ୍ରମଣ କରିଥିଲେ ରୁଷ ସୈନ୍ୟ । ସୂଚନା ଅନୁଯାୟୀ, ରବିବାର ଭୋର ସମୟରେ ରାଜଧାନୀ ଉପରେ ଋଷ ପକ୍ଷରୁ ଆକ୍ରମଣ ହୋଇଥିଲା। ରୁଷ ସେନା ବିମାନରୁ ମିସାଇଲ ମାଡ଼ କରି ବ୍ୟାପକ ଭିତ୍ତିଭୂମି କ୍ଷତି ଘଟାଇଛନ୍ତି । ଏଥିରେ କେହି ପ୍ରାଣ […]

କିଭ୍‌: ଦୀର୍ଘ ଦିନର ବ୍ଯବଧାନ ପରେ ୟୁକ୍ରେନ୍‌ ରାଜଧାନୀ କିଭ୍‌ ଉପରେ ପୁଣି ଆକ୍ରମଣ କରିଛି ଋଷ ସେନା । ଘନଘନ ମିସାଇଲ ମାଡ଼ରେ ଥରିଉଠିଛି ସହର। ଶେଷଥର ପାଇଁ ଏପ୍ରିଲ ୨୮ରେ ଏହିଭଳି ମିସାଇଲ ଆକ୍ରମଣ କରିଥିଲେ ରୁଷ ସୈନ୍ୟ ।

ଆହୁରି ପଢ଼ନ୍ତୁ: ନିର୍ବାଚନ ରେଜଲ୍ଟର ୧୦ ଦିନ ପରେ ସସ୍‌ପେନ୍ସର ଅନ୍ତ ଘଟାଇଲା କଂଗ୍ରେସ, କେରଳର ନୂଆ ମୁଖ୍ୟମନ୍ତ୍ରୀ ହେବେ ଭି.ଡି. ସତୀଶନ

ସୂଚନା ଅନୁଯାୟୀ, ରବିବାର ଭୋର ସମୟରେ ରାଜଧାନୀ ଉପରେ ଋଷ ପକ୍ଷରୁ ଆକ୍ରମଣ ହୋଇଥିଲା। ରୁଷ ସେନା ବିମାନରୁ ମିସାଇଲ ମାଡ଼ କରି ବ୍ୟାପକ ଭିତ୍ତିଭୂମି କ୍ଷତି ଘଟାଇଛନ୍ତି । ଏଥିରେ କେହି ପ୍ରାଣ ହରାଇ ନାହାନ୍ତି । ଜଣେ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିନ୍ତୁ ଆକ୍ରମଣ ଯୋଗୁ ରାଜଧାନୀ ପୁଣି ଅଶାନ୍ତ ହୋଇପଡ଼ିଛି । ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ ଏପ୍ରିଲ ୨୮ରେ କିଏଭ୍‌ ଗସ୍ତ କରିଥିଲେ । ତାହ ପରଠାରୁ ଏଭଳି ବଡ଼ଧରଣର ଆକ୍ରମଣ ହୋଇ ନ ଥିଲା ।

ଆହୁରି ପଢ଼ନ୍ତୁ: ପାକିସ୍ତାନକୁ ସ୍ଥଳସେନା ମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀଙ୍କ କଡ଼ା ଚେତାବନୀ: 'ଭୂଗୋଳ ନା ଇତିହାସ, ନିଜେ କରୁ ନିଷ୍ପତ୍ତି'

ଆହୁରି ପଢ଼ନ୍ତୁ: ନରୱେ ଗଣମାଧ୍ୟମକୁ କଡ଼ା ଜବାବ ଦେଇ ଚର୍ଚ୍ଚାରେ ଭାରତୀୟ କୂଟନୀତିଜ୍ଞ ସିବି ଜର୍ଜ

06 Jun 2022 By The Sakala

ଦୀର୍ଘଦିନ ପରେ କିଭ୍‌ ଉପରେ ପୁଣି ଆକ୍ରମଣ କଲା ଋଷ ସେନା

କିଭ୍‌: ଦୀର୍ଘ ଦିନର ବ୍ଯବଧାନ ପରେ ୟୁକ୍ରେନ୍‌ ରାଜଧାନୀ କିଭ୍‌ ଉପରେ ପୁଣି ଆକ୍ରମଣ କରିଛି ଋଷ ସେନା । ଘନଘନ ମିସାଇଲ ମାଡ଼ରେ ଥରିଉଠିଛି ସହର। ଶେଷଥର ପାଇଁ ଏପ୍ରିଲ ୨୮ରେ ଏହିଭଳି ମିସାଇଲ ଆକ୍ରମଣ କରିଥିଲେ ରୁଷ ସୈନ୍ୟ ।

ସୂଚନା ଅନୁଯାୟୀ, ରବିବାର ଭୋର ସମୟରେ ରାଜଧାନୀ ଉପରେ ଋଷ ପକ୍ଷରୁ ଆକ୍ରମଣ ହୋଇଥିଲା। ରୁଷ ସେନା ବିମାନରୁ ମିସାଇଲ ମାଡ଼ କରି ବ୍ୟାପକ ଭିତ୍ତିଭୂମି କ୍ଷତି ଘଟାଇଛନ୍ତି । ଏଥିରେ କେହି ପ୍ରାଣ ହରାଇ ନାହାନ୍ତି । ଜଣେ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିନ୍ତୁ ଆକ୍ରମଣ ଯୋଗୁ ରାଜଧାନୀ ପୁଣି ଅଶାନ୍ତ ହୋଇପଡ଼ିଛି । ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ ଏପ୍ରିଲ ୨୮ରେ କିଏଭ୍‌ ଗସ୍ତ କରିଥିଲେ । ତାହ ପରଠାରୁ ଏଭଳି ବଡ଼ଧରଣର ଆକ୍ରମଣ ହୋଇ ନ ଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର