ମୋତିଆବିନ୍ଦୁ ଅସ୍ତ୍ରୋପଚାର ପରେ ବାସଭବନକୁ ଫେରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

The Sakala Picture
Published On

ନୂଆଦିଲ୍ଲୀ: ସଫଳ ସର୍ଜରୀ ପରେ ଘରକୁ ଫେରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମୋତିଆବିନ୍ଦୁ ସମସ୍ୟା ଥିବାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ରାଷ୍ଟ୍ରପତି ମୁର୍ମୁ। ତେବେ ସର୍ଜରୀ ପରେ ଏବେ ରାଷ୍ଟ୍ରପତି ନିଜ ବାସଭବନକୁ ଫେରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ରାଷ୍ଟ୍ରପତି ମୁର୍ମୁ ଆଜି ସକାଳ ୧୧ଟା ୩୦ରେ ଦିଲ୍ଲୀ କ୍ୟାଣ୍ଟସ୍ଥିତ ଆର୍ମି ହସ୍ପିଟାଲ ରିସର୍ଚ୍ଚ ଆଣ୍ଡ ରେଫରାଲରେ ଭର୍ତ୍ତି ହୋଇଥିଲେ। ତାଙ୍କ ବାମ ଆଖିରେ ମୋତିଆବିନ୍ଦୁ ଥିଲା। ସର୍ଜରୀ ଦ୍ୱାରା ସେ ଆରୋଗ୍ୟ ଲାଭ କରିଛନ୍ତି। ବ୍ରିଗେଡିୟର୍ […]

ନୂଆଦିଲ୍ଲୀ: ସଫଳ ସର୍ଜରୀ ପରେ ଘରକୁ ଫେରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମୋତିଆବିନ୍ଦୁ ସମସ୍ୟା ଥିବାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ରାଷ୍ଟ୍ରପତି ମୁର୍ମୁ। ତେବେ ସର୍ଜରୀ ପରେ ଏବେ ରାଷ୍ଟ୍ରପତି ନିଜ ବାସଭବନକୁ ଫେରିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ଚାଞ୍ଚଲ୍ୟ: ବରକୁ ପାଉଥିଲା ଭଲ, ଇର୍ଷାରେ ବିବାହ ପୂର୍ବରୁ ଭାବୀ କନ୍ୟା ଉପରକୁ ଏସିଡ୍ ଫିଙ୍ଗିଲା ପଡ଼ୋଶୀ ଯୁବତୀ

ସୂଚନା ଅନୁଯାୟୀ, ରାଷ୍ଟ୍ରପତି ମୁର୍ମୁ ଆଜି ସକାଳ ୧୧ଟା ୩୦ରେ ଦିଲ୍ଲୀ କ୍ୟାଣ୍ଟସ୍ଥିତ ଆର୍ମି ହସ୍ପିଟାଲ ରିସର୍ଚ୍ଚ ଆଣ୍ଡ ରେଫରାଲରେ ଭର୍ତ୍ତି ହୋଇଥିଲେ। ତାଙ୍କ ବାମ ଆଖିରେ ମୋତିଆବିନ୍ଦୁ ଥିଲା। ସର୍ଜରୀ ଦ୍ୱାରା ସେ ଆରୋଗ୍ୟ ଲାଭ କରିଛନ୍ତି। ବ୍ରିଗେଡିୟର୍ ଏସ.କେ ମିଶ୍ର ଏବଂ ତାଙ୍କ ଟିମ୍ ଦ୍ୱାରା ଏହି ସର୍ଜରୀ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଆମେରିକା-ଇରାନ ଶାନ୍ତି ଆଲୋଚନା ବିଫଳ: ହରମୁଜ୍ ପ୍ରଣାଳୀରେ ଆମେରିକାର ଅବରୋଧ, ମଧ୍ୟପ୍ରାଚ୍ୟରେ ବଢ଼ୁଛି ଉତ୍ତେଜନା

16 Oct 2022 By The Sakala

ମୋତିଆବିନ୍ଦୁ ଅସ୍ତ୍ରୋପଚାର ପରେ ବାସଭବନକୁ ଫେରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ସଫଳ ସର୍ଜରୀ ପରେ ଘରକୁ ଫେରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ମୋତିଆବିନ୍ଦୁ ସମସ୍ୟା ଥିବାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ରାଷ୍ଟ୍ରପତି ମୁର୍ମୁ। ତେବେ ସର୍ଜରୀ ପରେ ଏବେ ରାଷ୍ଟ୍ରପତି ନିଜ ବାସଭବନକୁ ଫେରିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ରାଷ୍ଟ୍ରପତି ମୁର୍ମୁ ଆଜି ସକାଳ ୧୧ଟା ୩୦ରେ ଦିଲ୍ଲୀ କ୍ୟାଣ୍ଟସ୍ଥିତ ଆର୍ମି ହସ୍ପିଟାଲ ରିସର୍ଚ୍ଚ ଆଣ୍ଡ ରେଫରାଲରେ ଭର୍ତ୍ତି ହୋଇଥିଲେ। ତାଙ୍କ ବାମ ଆଖିରେ ମୋତିଆବିନ୍ଦୁ ଥିଲା। ସର୍ଜରୀ ଦ୍ୱାରା ସେ ଆରୋଗ୍ୟ ଲାଭ କରିଛନ୍ତି। ବ୍ରିଗେଡିୟର୍ ଏସ.କେ ମିଶ୍ର ଏବଂ ତାଙ୍କ ଟିମ୍ ଦ୍ୱାରା ଏହି ସର୍ଜରୀ କରାଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର