ଆସନ୍ତାକାଲି ହେବାକୁଥିବା NEET-PG ପରୀକ୍ଷା ସ୍ଥଗିତ

The Sakala Picture
Published On

ନୂଆଦିଲ୍ଲୀ : ଆସନ୍ତାକାଲି ହେବାକୁଥିବା NEET-PG ପରୀକ୍ଷା ସ୍ଥଗିତ ରଖାଯାଇଛି। ଜାତୀୟ ଟେଷ୍ଟିଂ ଏଜେନ୍ସି (NTA) ଦ୍ବାରା ଏହି ପରୀକ୍ଷା ପରିଚାଳନା କରାଯାଇଥାନ୍ତା। କିନ୍ତୁ ବର୍ତ୍ତମାନ NTAର ବିଭିନ୍ନ ପରୀକ୍ଷାରେ ଅନିୟମିତତା ନେଇ ତଦନ୍ତ କରାଯାଉଥିବା କାରଣରୁ ଏହି ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଖୁବଶୀଘ୍ର ନୂତନ ପରୀକ୍ଷାର ତାରିଖ ଘୋଷଣା ହେବ ବୋଲି ଜଣାପଡିଛି। The NEET-PG Entrance Examination scheduled to be held tomorrow has been postponed. The fresh date of […]

ନୂଆଦିଲ୍ଲୀ : ଆସନ୍ତାକାଲି ହେବାକୁଥିବା NEET-PG ପରୀକ୍ଷା ସ୍ଥଗିତ ରଖାଯାଇଛି। ଜାତୀୟ ଟେଷ୍ଟିଂ ଏଜେନ୍ସି (NTA) ଦ୍ବାରା ଏହି ପରୀକ୍ଷା ପରିଚାଳନା କରାଯାଇଥାନ୍ତା। କିନ୍ତୁ ବର୍ତ୍ତମାନ NTAର ବିଭିନ୍ନ ପରୀକ୍ଷାରେ ଅନିୟମିତତା ନେଇ ତଦନ୍ତ କରାଯାଉଥିବା କାରଣରୁ ଏହି ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଖୁବଶୀଘ୍ର ନୂତନ ପରୀକ୍ଷାର ତାରିଖ ଘୋଷଣା ହେବ ବୋଲି ଜଣାପଡିଛି।

ଆହୁରି ପଢ଼ନ୍ତୁ: ଜନ୍ତର-ମନ୍ତରରେ 'କକରୋଚ୍ ଜନତା ପାର୍ଟି'ର ଆନ୍ଦୋଳନ: ଅନଶନରେ ବସିଥିବା ସୋନମ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ

22 Jun 2024 By The Sakala

ଆସନ୍ତାକାଲି ହେବାକୁଥିବା NEET-PG ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ : ଆସନ୍ତାକାଲି ହେବାକୁଥିବା NEET-PG ପରୀକ୍ଷା ସ୍ଥଗିତ ରଖାଯାଇଛି। ଜାତୀୟ ଟେଷ୍ଟିଂ ଏଜେନ୍ସି (NTA) ଦ୍ବାରା ଏହି ପରୀକ୍ଷା ପରିଚାଳନା କରାଯାଇଥାନ୍ତା। କିନ୍ତୁ ବର୍ତ୍ତମାନ NTAର ବିଭିନ୍ନ ପରୀକ୍ଷାରେ ଅନିୟମିତତା ନେଇ ତଦନ୍ତ କରାଯାଉଥିବା କାରଣରୁ ଏହି ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଖୁବଶୀଘ୍ର ନୂତନ ପରୀକ୍ଷାର ତାରିଖ ଘୋଷଣା ହେବ ବୋଲି ଜଣାପଡିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର