ଶତ୍ରୁପକ୍ଷ ଲୋକ ମନେକରି ନିଜ ୩ ନାଗରିକଙ୍କୁ ମାରିଦେଲା ଇସ୍ରାଏଲ୍‌ ଡିଫେନସ୍‌ ଫୋର୍ସ

The Sakala Picture
Published On

ଜେରୁଜେଲମ୍‌: ଗାଜାର ଶେଜୈୟା ଜିଲ୍ଲାରେ ଯୁଦ୍ଧ କରୁଥିବା ବେଳେ ଶତ୍ରୁପକ୍ଷ ଲୋକ ମନେକରି ଶନିବାର ଦିନ ୩ଜଣ ଇସ୍ରାଏଲ ପଣବନ୍ଦୀଙ୍କୁ ଗୁଳି ମାରି ହତ୍ୟା କରିଥିବା କଥା ‘ଇସ୍ରାଏଲ୍‌ ଡିଫେନ୍‌ସ୍‌ ଫୋର୍ସ’ (ଆଇଡିଏଫ୍‌) କହିଛି। ନିହତ ପଣବନ୍ଦୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ୟୋଟା ହୈମ୍‌ ଓ ଆଉ ଜଣଙ୍କ ନାଁ ସାମେର୍‌ ତାଲାଲ୍‌କା। ତୃତୀୟ ବ୍ୟକ୍ତିଙ୍କ ନାମ ପ୍ରସାରଣ ନ କରିବା ଲାଗି ତାଙ୍କ ପରିବାର ଲୋକେ ଅନୁରୋଧ କରିଥିବା କଥା ‘ଆଇଡିଏଫ୍‌’ କହିଛି। ‘ଆଇଡିଏଫ୍‌’ର ମୁଖପାତ୍ର […]

ଜେରୁଜେଲମ୍‌: ଗାଜାର ଶେଜୈୟା ଜିଲ୍ଲାରେ ଯୁଦ୍ଧ କରୁଥିବା ବେଳେ ଶତ୍ରୁପକ୍ଷ ଲୋକ ମନେକରି ଶନିବାର ଦିନ ୩ଜଣ ଇସ୍ରାଏଲ ପଣବନ୍ଦୀଙ୍କୁ ଗୁଳି ମାରି ହତ୍ୟା କରିଥିବା କଥା ‘ଇସ୍ରାଏଲ୍‌ ଡିଫେନ୍‌ସ୍‌ ଫୋର୍ସ’ (ଆଇଡିଏଫ୍‌) କହିଛି। ନିହତ ପଣବନ୍ଦୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ୟୋଟା ହୈମ୍‌ ଓ ଆଉ ଜଣଙ୍କ ନାଁ ସାମେର୍‌ ତାଲାଲ୍‌କା। ତୃତୀୟ ବ୍ୟକ୍ତିଙ୍କ ନାମ ପ୍ରସାରଣ ନ କରିବା ଲାଗି ତାଙ୍କ ପରିବାର ଲୋକେ ଅନୁରୋଧ କରିଥିବା କଥା ‘ଆଇଡିଏଫ୍‌’ କହିଛି।

ଆହୁରି ପଢ଼ନ୍ତୁ: ୧୨ ଘଣ୍ଟା ମଧ୍ୟରେ ଦ୍ୱିତୀୟ ବସ୍ ଅଗ୍ନିକାଣ୍ଡ: ମୁମ୍ବାଇ ନିକଟରେ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବର୍ତ୍ତିଗଲେ ୧୪ ଯାତ୍ରୀ

‘ଆଇଡିଏଫ୍‌’ର ମୁଖପାତ୍ର ଡାନିଏଲ୍‌ ହେଗାରି କହିଛନ୍ତି, ଯାହା ଘଟିଗଲା ସେଥିପାଇଁ ସେନା ସମ୍ପୂର୍ଣ୍ଣ ଦାୟୀ ବୋଲି ସ୍ବୀକାର କରୁଛି। ଆମର ମନେହୁଏ, ସେ ୩ଜଣ ପଣବନ୍ଦୀ ହୁଏ ତ ଖସି ପଳାଇ ଆସିଥିଲେ ଅଥବା ଅଟକାଇ ରଖିଥିବା ଆତଙ୍କବାଦୀମାନେ ସେମାନଙ୍କୁ ଛାଡ଼ି ଚାଲିଯାଇଥିଲେ। ପଣବନ୍ଦୀ ମୃତ୍ୟୁ ଘଟଣାକୁ ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ‘ଅସହ୍ୟ ଦୁଃଖ’ ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ: ଭାରତ ପାଇଁ ଏନର୍ଜିର ନୂଆ ରାସ୍ତା ଖୋଲିବ ଆମେରିକା! ତୈଳ ଏବଂ ଏଲଏନଜି ସପ୍ଲାଇ ବଢ଼ାଇବାକୁ ବଡ଼ ଘୋଷଣା

 

ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ AI-171 ବିମାନ ଦୁର୍ଘଟଣା ଘଟଣା : ଚୂଡ଼ାନ୍ତ ତଦନ୍ତ ରିପୋର୍ଟ ସମୀକ୍ଷା ପ୍ୟାନେଲରେ ପ୍ରତିନିଧିତ୍ୱ ଦାବି କଲା ପାଇଲଟ୍ ସଂଘ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର