ଯୁବତୀଙ୍କୁ ହତ୍ୟା କରିବା ପରେ ରଖୁଥିଲା ଯୌନ ସମ୍ପର୍କ

The Sakala Picture
Published On

ନୂଆଦିଲ୍ଲୀ : ଦୁନିଆର ସବୁଠାରୁ ଦୁର୍ଦ୍ଦଶ ତଥା ଚର୍ଚ୍ଚିତ ସିରିଏଲ କିଲର (ଡେଟିଂ ଗେମ୍‌ କିଲର) ରୋଡନି ଜେମ୍ସ ଅାଲକାଲାର ମୃତ୍ୟୁ ହୋଇଛି। ଆମେରିକାର କାଲିଫର୍ଣ୍ଣିଆର ଏକ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ଆଲକାଲର ୭୭ ବର୍ଷ ବୟସରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଅଲକାଲାକୁ ୨୦୧୦ ମସିହାରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ଏହି ଦୁର୍ଦ୍ଦଶ ଅପରାଧୀର ଏଭଳି କାହାଣୀ ରହିଛି ଯାହା ଏବେ ବି ଶୁଣିଲେ ଲୋମ ଟାଙ୍କୁରି ଉଠିବ। ଆଲକାଲ ଯୁବତୀମାନଙ୍କୁ ହତ୍ୟା କରିବା ପରେ ସେମାନଙ୍କ ସହ […]

ନୂଆଦିଲ୍ଲୀ : ଦୁନିଆର ସବୁଠାରୁ ଦୁର୍ଦ୍ଦଶ ତଥା ଚର୍ଚ୍ଚିତ ସିରିଏଲ କିଲର (ଡେଟିଂ ଗେମ୍‌ କିଲର) ରୋଡନି ଜେମ୍ସ ଅାଲକାଲାର ମୃତ୍ୟୁ ହୋଇଛି। ଆମେରିକାର କାଲିଫର୍ଣ୍ଣିଆର ଏକ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ଆଲକାଲର ୭୭ ବର୍ଷ ବୟସରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଅଲକାଲାକୁ ୨୦୧୦ ମସିହାରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ଏହି ଦୁର୍ଦ୍ଦଶ ଅପରାଧୀର ଏଭଳି କାହାଣୀ ରହିଛି ଯାହା ଏବେ ବି ଶୁଣିଲେ ଲୋମ ଟାଙ୍କୁରି ଉଠିବ। ଆଲକାଲ ଯୁବତୀମାନଙ୍କୁ ହତ୍ୟା କରିବା ପରେ ସେମାନଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲା। ଆମେରିକାର ବାସିନ୍ଦା ଆଲକାଲ ପେସାରେ ଜଣେ ଫଟୋଗ୍ରାଫର ଭାବେ ବେଶ ପ୍ରସିଦ୍ଧ ଲାଭ କରିଥିଲା ବେଳେ ଯୁବତୀମାନଙ୍କୁ ଫଟୋ ଉଠାଇବା ଏବଂ ମଡେଲିଂ କରିବା ପାଇଁ ପ୍ରଲୋଭିତ କରୁଥିଲା। ଆମେରିକାର ଏକ ପ୍ରସିଦ୍ଧ ଟିଭି ରିଅଲିଟି ଶୋ’ର ମଧ୍ୟ ସେ ବିଜେତା ଥିଲା।

ଆହୁରି ପଢ଼ନ୍ତୁ: ଆଗ୍ରାରେ ମହିଳାଙ୍କ ଆତ୍ମହତ୍ୟା: ୪ ବର୍ଷର ଲିଭ୍-ଇନ୍ ସମ୍ପର୍କ ପରେ ବିବାହ କରିବାକୁ ମନା କଲେ ପୋଲିସ କନଷ୍ଟେବଳ

ଏହି ଶୋ’ରେ ଭାଗ ନେଇଥିଲା ବେଳେ ଆଲକାଲା ଜଣେ ଯୁବତୀଙ୍କୁ ଡେଟିଂ ପାଇଁ ଆମନ୍ତ୍ରଣ କରିଥିଲା। ହେଲେ ସଂପୃକ୍ତ ଯୁବତୀ ଜଣକ ଏଥିପାଇଁ ରାଜି ହୋଇନଥିଲେ। ଏହା ପରେ ଆଲାକାଲାର ମାନସିକ ବିକୃତି ଦେଖାଯାଇଥିଲା। ପରେ ପରେ ସେ ବହୁ ଯୁବତୀଙ୍କୁ ଡେଟିଂ ପାଇଁ ଡକାଇ ସେମାନଙ୍କୁ ଯୌନ ନିର୍ଯାତନା ଦେଉଥିଲା। ତା’ପରେ ସେ ସେମାନଙ୍କ ତଣ୍ଟି ଚିପି କିମ୍ବା ପିଟିପିଟି ହତ୍ୟା କରୁଥିଲା। ପ୍ରଥମେ ଯୁବତୀ କିମ୍ବା କୌଣସି ମହିଳାଙ୍କୁ ହତ୍ୟା କରିବା ପରେ ମୃତଦେହ ସହିତ ସମ୍ପର୍କ ସ୍ଥାପନ କରୁଥିଲା। ଯୁବତୀମାନଙ୍କୁ ନିର୍ଯାତନା ଦେବା ପରେ ସେମାନେ ସଂଜ୍ଞାହୀନ ହୋଇଗଲେ ପାଣି ପକାଇ ଆଲାକାଲା ସେମାନଙ୍କୁ ଉଠାଉଥିଲା। ତାକୁ ସବୁଠାରୁ ଭୟଙ୍କର ସିରିଏଲ କିଲର କୁହାଯାଏ। ଆଲକାଲା ଦ୍ବାରା କେତେ ଯୁବତୀ ଶିକାର ହୋଇଛନ୍ତି ତାହାର କୌଣସି ସରକାରୀ ରିପୋର୍ଟ ନାହିଁ। ତେବେ ସେ ୧୩୦ ରୁ ଅଧିକ ଯୁବତୀ ଏବଂ ମହିଳାଙ୍କୁ ହତ୍ୟା କରିଥାଇପାରେ ବୋଲି ଅନ୍ୟ ଏକ ରିପୋର୍ଟରେ କୁହାଯାଇଛି। ୧୯୭୦ ଦଶକରେ ଦୁଇ ଯୁବତୀଙ୍କ ହତ୍ୟା ମାମଲାରେ ଅାଲକାଲାକୁ ପ୍ରଥମେ ନ୍ୟୁୟର୍କ କୋର୍ଟରେ ହାଜର କରାଯାଇଥିଲା। ୧୯୭୯ରେ ଅଲକାଲା ଜେଲଦଣ୍ଡ ଭୋଗୁଥିବା ବେଳେ କୋର୍ଟ ତାକୁ ମୃତ୍ୟୁଦଣ୍ଡ ଦେଇଥିଲେ।

ଆହୁରି ପଢ଼ନ୍ତୁ: ଜମ୍ମୁ: ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ ଉପରେ ଗୁଳିମାଡ଼, ୨୦ ବର୍ଷ ଧରି ହତ୍ୟା ଷଡ଼ଯନ୍ତ୍ର ରଚୁଥିଲା ଆକ୍ରମଣକାରୀ

26 Jul 2021 By The Sakala

ଯୁବତୀଙ୍କୁ ହତ୍ୟା କରିବା ପରେ ରଖୁଥିଲା ଯୌନ ସମ୍ପର୍କ

ନୂଆଦିଲ୍ଲୀ : ଦୁନିଆର ସବୁଠାରୁ ଦୁର୍ଦ୍ଦଶ ତଥା ଚର୍ଚ୍ଚିତ ସିରିଏଲ କିଲର (ଡେଟିଂ ଗେମ୍‌ କିଲର) ରୋଡନି ଜେମ୍ସ ଅାଲକାଲାର ମୃତ୍ୟୁ ହୋଇଛି। ଆମେରିକାର କାଲିଫର୍ଣ୍ଣିଆର ଏକ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ଆଲକାଲର ୭୭ ବର୍ଷ ବୟସରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଅଲକାଲାକୁ ୨୦୧୦ ମସିହାରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ଏହି ଦୁର୍ଦ୍ଦଶ ଅପରାଧୀର ଏଭଳି କାହାଣୀ ରହିଛି ଯାହା ଏବେ ବି ଶୁଣିଲେ ଲୋମ ଟାଙ୍କୁରି ଉଠିବ। ଆଲକାଲ ଯୁବତୀମାନଙ୍କୁ ହତ୍ୟା କରିବା ପରେ ସେମାନଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲା। ଆମେରିକାର ବାସିନ୍ଦା ଆଲକାଲ ପେସାରେ ଜଣେ ଫଟୋଗ୍ରାଫର ଭାବେ ବେଶ ପ୍ରସିଦ୍ଧ ଲାଭ କରିଥିଲା ବେଳେ ଯୁବତୀମାନଙ୍କୁ ଫଟୋ ଉଠାଇବା ଏବଂ ମଡେଲିଂ କରିବା ପାଇଁ ପ୍ରଲୋଭିତ କରୁଥିଲା। ଆମେରିକାର ଏକ ପ୍ରସିଦ୍ଧ ଟିଭି ରିଅଲିଟି ଶୋ’ର ମଧ୍ୟ ସେ ବିଜେତା ଥିଲା।

ଏହି ଶୋ’ରେ ଭାଗ ନେଇଥିଲା ବେଳେ ଆଲକାଲା ଜଣେ ଯୁବତୀଙ୍କୁ ଡେଟିଂ ପାଇଁ ଆମନ୍ତ୍ରଣ କରିଥିଲା। ହେଲେ ସଂପୃକ୍ତ ଯୁବତୀ ଜଣକ ଏଥିପାଇଁ ରାଜି ହୋଇନଥିଲେ। ଏହା ପରେ ଆଲାକାଲାର ମାନସିକ ବିକୃତି ଦେଖାଯାଇଥିଲା। ପରେ ପରେ ସେ ବହୁ ଯୁବତୀଙ୍କୁ ଡେଟିଂ ପାଇଁ ଡକାଇ ସେମାନଙ୍କୁ ଯୌନ ନିର୍ଯାତନା ଦେଉଥିଲା। ତା’ପରେ ସେ ସେମାନଙ୍କ ତଣ୍ଟି ଚିପି କିମ୍ବା ପିଟିପିଟି ହତ୍ୟା କରୁଥିଲା। ପ୍ରଥମେ ଯୁବତୀ କିମ୍ବା କୌଣସି ମହିଳାଙ୍କୁ ହତ୍ୟା କରିବା ପରେ ମୃତଦେହ ସହିତ ସମ୍ପର୍କ ସ୍ଥାପନ କରୁଥିଲା। ଯୁବତୀମାନଙ୍କୁ ନିର୍ଯାତନା ଦେବା ପରେ ସେମାନେ ସଂଜ୍ଞାହୀନ ହୋଇଗଲେ ପାଣି ପକାଇ ଆଲାକାଲା ସେମାନଙ୍କୁ ଉଠାଉଥିଲା। ତାକୁ ସବୁଠାରୁ ଭୟଙ୍କର ସିରିଏଲ କିଲର କୁହାଯାଏ। ଆଲକାଲା ଦ୍ବାରା କେତେ ଯୁବତୀ ଶିକାର ହୋଇଛନ୍ତି ତାହାର କୌଣସି ସରକାରୀ ରିପୋର୍ଟ ନାହିଁ। ତେବେ ସେ ୧୩୦ ରୁ ଅଧିକ ଯୁବତୀ ଏବଂ ମହିଳାଙ୍କୁ ହତ୍ୟା କରିଥାଇପାରେ ବୋଲି ଅନ୍ୟ ଏକ ରିପୋର୍ଟରେ କୁହାଯାଇଛି। ୧୯୭୦ ଦଶକରେ ଦୁଇ ଯୁବତୀଙ୍କ ହତ୍ୟା ମାମଲାରେ ଅାଲକାଲାକୁ ପ୍ରଥମେ ନ୍ୟୁୟର୍କ କୋର୍ଟରେ ହାଜର କରାଯାଇଥିଲା। ୧୯୭୯ରେ ଅଲକାଲା ଜେଲଦଣ୍ଡ ଭୋଗୁଥିବା ବେଳେ କୋର୍ଟ ତାକୁ ମୃତ୍ୟୁଦଣ୍ଡ ଦେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର