ଗୌତମ ଗମ୍ଭୀରଙ୍କୁ ପୁଣି ଥରେ ଆସିଲା ହତ୍ୟା ଧମକ

The Sakala Picture
Published On

ନୂଆଦିଲ୍ଲୀ: ପୁଣି ଥରେ ଗୌତମ ଗମ୍ଭୀରଙ୍କୁ ମିଳିଲା ହତ୍ୟା ଧମକ । ଇଷ୍ଟ ଦିଲ୍ଲୀ ସାଂସଦ ଓ ପୂର୍ବତନ ଭାରତୀୟ ବ୍ୟଟ୍ସମ୍ୟାନ ଗୌତମ ଗମ୍ଭୀରଙ୍କ ପାଖକୁ ଗତରାତିରେ ଆଉ ଏକ ମେଲରେ ହତ୍ୟା ଧମକ ମିଳିଛି । ଏହି ଇ-ମେଲରେ କୁହାଯାଇଛି କି ଆପଣ ସୁରକ୍ଷାରେ ଥିବା ପୁଲିସ ବି କିଛି କରିପାରିବେ ନାହିଁ । ଯେଉଁ ଇ-ମେଲ ଆଇଡିରୁ ମେସେଜ ଆସିଛି ସେହି ଇ-ମେଲ ହେଉଛି [email protected] । ଗୌତମଙ୍କ ପାଖକୁ ଆସିଥିବା ଇ-ମେଲରେ ଲେଖଯାଇଥିଲା […]

ନୂଆଦିଲ୍ଲୀ: ପୁଣି ଥରେ ଗୌତମ ଗମ୍ଭୀରଙ୍କୁ ମିଳିଲା ହତ୍ୟା ଧମକ । ଇଷ୍ଟ ଦିଲ୍ଲୀ ସାଂସଦ ଓ ପୂର୍ବତନ ଭାରତୀୟ ବ୍ୟଟ୍ସମ୍ୟାନ ଗୌତମ ଗମ୍ଭୀରଙ୍କ ପାଖକୁ ଗତରାତିରେ ଆଉ ଏକ ମେଲରେ ହତ୍ୟା ଧମକ ମିଳିଛି । ଏହି ଇ-ମେଲରେ କୁହାଯାଇଛି କି ଆପଣ ସୁରକ୍ଷାରେ ଥିବା ପୁଲିସ ବି କିଛି କରିପାରିବେ ନାହିଁ । ଯେଉଁ ଇ-ମେଲ ଆଇଡିରୁ ମେସେଜ ଆସିଛି ସେହି ଇ-ମେଲ ହେଉଛି [email protected]

ଆହୁରି ପଢ଼ନ୍ତୁ: ଛତିଶଗଡ଼ରେ ଇନଷ୍ଟାଗ୍ରାମ ହନିଟ୍ରାପ୍: ନାବାଳକକୁ ଅପହରଣ କରି ୧ କୋଟି ମାଗିଲେ ମହିଳା, ମାଷ୍ଟରମାଇଣ୍ଡ ବାହାରିଲା ନିଜ ସମ୍ପର୍କୀୟ ଭଣଜା

ଗୌତମଙ୍କ ପାଖକୁ ଆସିଥିବା ଇ-ମେଲରେ ଲେଖଯାଇଥିଲା କି ଦିଲ୍ଲୀ ପୁଲିସ ଓ ଆଇପିଏସ ଶ୍ବେତା ଆମର କିଛି କରି ପାରିବେ ନାହିଁ । ଆମର ଗୁପ୍ତଚର ଦିଲ୍ଲୀ ପୁଲିସ ମଧ୍ୟରେ ରହିଛନ୍ତି । ଯିଏ କି ତୁମ ବିଷୟରେ ଆମକୁ ସବୁ ସୂଚନା ପ୍ରଦାନ କରୁଛନ୍ତି ।

ଆହୁରି ପଢ଼ନ୍ତୁ: ସୀମା ନିର୍ଦ୍ଧାରଣ ବିବାଦ: କେନ୍ଦ୍ରକୁ ଷ୍ଟାଲିନଙ୍କ ଚେତାବନୀ, ତାମିଲନାଡୁରେ କଳା ପତାକା ପ୍ରଦର୍ଶନ ପାଇଁ ଆହ୍ୱାନ

ଆହୁରି ପଢ଼ନ୍ତୁ: ଟିସିଏସ୍ ନାସିକ ମାମଲା: ମହିଳା କର୍ମଚାରୀଙ୍କୁ ଟାର୍ଗେଟ୍ କରିବା ପାଇଁ ସଂଗଠିତ ଗ୍ୟାଙ୍ଗ୍ ଭଳି କାମ କରୁଥିଲେ ଅଭିଯୁକ୍ତ

ଗୌତମଙ୍କ ପାଖକୁ ଆସିଥିବା ଇ-ମେଲରେ ଯେଉଁ ଆଇପିଏସ୍‌ ଶ୍ବେତାଙ୍କ କଥା କହୁଯାଇଛି ସେ ସେଣ୍ଟ୍ରାଲ ଡିଷ୍ଟ୍ରିକ୍ଟ ଏରିଆର ଡିସିପି । ତେବେ ଏହା ପ୍ରଥମ ଇ-ମେଲ ନୁହେଁ ଏହା ପୂର୍ବରୁ ଗୌତମଙ୍କ ମେଲକୁ ଦୁଇ ଥର ଧମକ ପୂର୍ଣ୍ଣ ମେସେଜ ଆସିଥିଲା । ଯେଉଁଥିରେ ତାଙ୍କୁ ହତ୍ୟା କରିବାକୁ ଧମକ ମିଳିଥିଲା । ତେବେ ଏହି ସବୁ ମେଲ ଆସିବା ପରେ ଗୌତମ ଗମ୍ଭୀରଙ୍କ ଘର ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ା କଡି କରାଯାଇଛି । ଅନ୍ୟପଟେ ଏହି ମେଲ ପାକିସ୍ତାନର କରାଚୀରୁ ଆସିଛି ବୋଲି ସୂଚନା ମିଳିଛି ।

ଏହାପୂର୍ବରୁ ମଧ୍ୟ ଗୌତମଙ୍କୁ ଧମକ ଆସିଥିଲା । ନଭେମ୍ବର ୨୩ରେ ତାରିଖରେ ମଧ୍ୟ ଏକ ଧମକପୂର୍ଣ୍ଣ ମେଲ ଆସିଥିଲା । ISIS କଶ୍ମୀର(ISIS Kashmir) ତାଙ୍କ ଉପରେ ଅତ୍ୟନ୍ତ ଖପ୍ପା । କାଶ୍ମୀରକୁ ନେଇ ରାଜନୀତି ନ କରନ୍ତୁ । ଏହି ମେଲ୍‌ରେ ପରିବାର ସଦସ୍ୟଙ୍କ ସମେତ ଗମ୍ଭୀରଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିଲା । ଏହି ମେଲ୍‌ ମିଳିବା ପରେ ସାଂସଦ ଗୌତମ ଗମ୍ଭୀରଙ୍କ ପକ୍ଷରୁ ମଧ୍ୟ ଜିଲ୍ଲା DCP ଶ୍ବେତା ଚୌହାନଙ୍କ ନିକଟରେ ଅଭିଯୋଗ କରାଯାଇଥିଲା । ପୋଲିସ ସମସ୍ତ ଘଟଣାର ଛାନଭିନ ଜାରି ରଖିଛି ।

28 Nov 2021 By The Sakala

ଗୌତମ ଗମ୍ଭୀରଙ୍କୁ ପୁଣି ଥରେ ଆସିଲା ହତ୍ୟା ଧମକ

ନୂଆଦିଲ୍ଲୀ: ପୁଣି ଥରେ ଗୌତମ ଗମ୍ଭୀରଙ୍କୁ ମିଳିଲା ହତ୍ୟା ଧମକ । ଇଷ୍ଟ ଦିଲ୍ଲୀ ସାଂସଦ ଓ ପୂର୍ବତନ ଭାରତୀୟ ବ୍ୟଟ୍ସମ୍ୟାନ ଗୌତମ ଗମ୍ଭୀରଙ୍କ ପାଖକୁ ଗତରାତିରେ ଆଉ ଏକ ମେଲରେ ହତ୍ୟା ଧମକ ମିଳିଛି । ଏହି ଇ-ମେଲରେ କୁହାଯାଇଛି କି ଆପଣ ସୁରକ୍ଷାରେ ଥିବା ପୁଲିସ ବି କିଛି କରିପାରିବେ ନାହିଁ । ଯେଉଁ ଇ-ମେଲ ଆଇଡିରୁ ମେସେଜ ଆସିଛି ସେହି ଇ-ମେଲ ହେଉଛି [email protected]

ଗୌତମଙ୍କ ପାଖକୁ ଆସିଥିବା ଇ-ମେଲରେ ଲେଖଯାଇଥିଲା କି ଦିଲ୍ଲୀ ପୁଲିସ ଓ ଆଇପିଏସ ଶ୍ବେତା ଆମର କିଛି କରି ପାରିବେ ନାହିଁ । ଆମର ଗୁପ୍ତଚର ଦିଲ୍ଲୀ ପୁଲିସ ମଧ୍ୟରେ ରହିଛନ୍ତି । ଯିଏ କି ତୁମ ବିଷୟରେ ଆମକୁ ସବୁ ସୂଚନା ପ୍ରଦାନ କରୁଛନ୍ତି ।

ଗୌତମଙ୍କ ପାଖକୁ ଆସିଥିବା ଇ-ମେଲରେ ଯେଉଁ ଆଇପିଏସ୍‌ ଶ୍ବେତାଙ୍କ କଥା କହୁଯାଇଛି ସେ ସେଣ୍ଟ୍ରାଲ ଡିଷ୍ଟ୍ରିକ୍ଟ ଏରିଆର ଡିସିପି । ତେବେ ଏହା ପ୍ରଥମ ଇ-ମେଲ ନୁହେଁ ଏହା ପୂର୍ବରୁ ଗୌତମଙ୍କ ମେଲକୁ ଦୁଇ ଥର ଧମକ ପୂର୍ଣ୍ଣ ମେସେଜ ଆସିଥିଲା । ଯେଉଁଥିରେ ତାଙ୍କୁ ହତ୍ୟା କରିବାକୁ ଧମକ ମିଳିଥିଲା । ତେବେ ଏହି ସବୁ ମେଲ ଆସିବା ପରେ ଗୌତମ ଗମ୍ଭୀରଙ୍କ ଘର ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ା କଡି କରାଯାଇଛି । ଅନ୍ୟପଟେ ଏହି ମେଲ ପାକିସ୍ତାନର କରାଚୀରୁ ଆସିଛି ବୋଲି ସୂଚନା ମିଳିଛି ।

ଏହାପୂର୍ବରୁ ମଧ୍ୟ ଗୌତମଙ୍କୁ ଧମକ ଆସିଥିଲା । ନଭେମ୍ବର ୨୩ରେ ତାରିଖରେ ମଧ୍ୟ ଏକ ଧମକପୂର୍ଣ୍ଣ ମେଲ ଆସିଥିଲା । ISIS କଶ୍ମୀର(ISIS Kashmir) ତାଙ୍କ ଉପରେ ଅତ୍ୟନ୍ତ ଖପ୍ପା । କାଶ୍ମୀରକୁ ନେଇ ରାଜନୀତି ନ କରନ୍ତୁ । ଏହି ମେଲ୍‌ରେ ପରିବାର ସଦସ୍ୟଙ୍କ ସମେତ ଗମ୍ଭୀରଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିଲା । ଏହି ମେଲ୍‌ ମିଳିବା ପରେ ସାଂସଦ ଗୌତମ ଗମ୍ଭୀରଙ୍କ ପକ୍ଷରୁ ମଧ୍ୟ ଜିଲ୍ଲା DCP ଶ୍ବେତା ଚୌହାନଙ୍କ ନିକଟରେ ଅଭିଯୋଗ କରାଯାଇଥିଲା । ପୋଲିସ ସମସ୍ତ ଘଟଣାର ଛାନଭିନ ଜାରି ରଖିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର