୪ ଦଶନ୍ଧି ହେଲା ସ୍ବାଧୀନତା ସଂଗ୍ରାମୀଙ୍କୁ ମିଳିନି ପେନ୍‌ସନ୍‌, କେନ୍ଦ୍ର ଉପରେ ଜରିମାନା ଲଗାଇଲେ ହାଇକୋର୍ଟ

The Sakala Picture
Published On

ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହା ସହିତ ଅବହେଳା ପାଇଁ ୨୦ ହଜାର ଟଙ୍କା ଜରିମାନା ଲଗାଇଛନ୍ତି। ଜଣେ ୯୬ ବର୍ଷୀୟ ସ୍ବାଧୀନତା ସଂଗ୍ରାମୀଙ୍କୁ ପେନ୍‌ସନ ଦେବା ପାଇଁ ୪୦ ବର୍ଷ ଲଗାଇ ଦେଇଥିବାରୁ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ସ୍ବାଧୀନତା ସଂଗ୍ରାମୀ ଉତ୍ତମ ଲାଲ ସିଂହଙ୍କ ମାମଲା ଉପରେ ବିଚାର କରି ବିଚାରପତି ସୁବ୍ରମଣ୍ୟମ ପ୍ରସାଦ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ୬ ସପ୍ତାହ ମଧ୍ୟରେ ଆବେଦନକାରୀଙ୍କୁ […]

ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହା ସହିତ ଅବହେଳା ପାଇଁ ୨୦ ହଜାର ଟଙ୍କା ଜରିମାନା ଲଗାଇଛନ୍ତି। ଜଣେ ୯୬ ବର୍ଷୀୟ ସ୍ବାଧୀନତା ସଂଗ୍ରାମୀଙ୍କୁ ପେନ୍‌ସନ ଦେବା ପାଇଁ ୪୦ ବର୍ଷ ଲଗାଇ ଦେଇଥିବାରୁ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ସ୍ବାଧୀନତା ସଂଗ୍ରାମୀ ଉତ୍ତମ ଲାଲ ସିଂହଙ୍କ ମାମଲା ଉପରେ ବିଚାର କରି ବିଚାରପତି ସୁବ୍ରମଣ୍ୟମ ପ୍ରସାଦ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ୬ ସପ୍ତାହ ମଧ୍ୟରେ ଆବେଦନକାରୀଙ୍କୁ ଜରିମାନା ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀଲାଲ୍‌ଙ୍କୁ ୧୯୮୦ ମସିହାରୁ ସ୍ବତନ୍ତ୍ରତା ସୈନିକ ସମ୍ମାନ ପେନ୍‌ସନ ପ୍ରଦାନ କରିବାକୁ କହଛନ୍ତି। ଏହା ଉପରେ ୬ ପ୍ରତିଶତ ହାରରେ ସୁଧ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: କୋଲକାତାର ମିର୍ଜା ଗାଲିବ ଷ୍ଟ୍ରିଟ୍ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ: ୯ ବାଂଲାଦେଶୀ ନାଗରିକଙ୍କ ମୃତ୍ୟୁ, ୬ ଆହତ

ସ୍ବାଧୀନତା ସଂଗ୍ରାମରେ ଝାଳ ଏବଂ ରକ୍ତ ଦେଇଥିବା ବ୍ୟକ୍ତି ପେନ୍‌ସନ ପାଇଁ ୪୦ ବର୍ଷ ହେଲା ଘୂରି ବୁଲୁଛନ୍ତି ବୋଲି କୋର୍ଟ କହିଛନ୍ତି। କୋର୍ଟ ଗତ ୨ ତାରିଖରେ ଏହି ରାୟ ଦେଇଥିଲେ। ସୂଚନା ଅନୁଯାୟୀ ବିହାର ସରକାର ଲାଲଙ୍କୁ ପେନ୍‌ସନ ଦେବା ପାଇଁ କେନ୍ଦ୍ରକୁ ସୁପାରିସ କରିଥିଲେ। କିନ୍ତୁ କେନ୍ଦ୍ର ସରକାର ତାଙ୍କ କାଗଜପତ୍ର ହଜାଇ ଦେଇଥିଲେ। ଜଣେ ସ୍ବାଧୀନତା ସଂଗ୍ରାମୀଙ୍କୁ ଯେଉଁ ଭଳି ବ୍ୟବହାର ଦିଆଗଲା ତାହା ଅତ୍ୟନ୍ତ ଦୁଃଖର ବିଷୟ ବୋଲି କୋର୍ଟ କହିଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀର ଟିକ୍ରି କଲାନ୍‌ରେ ଅଘଟଣ: ସିଏନ୍‌ଜି ଷ୍ଟେସନରେ ଗ୍ୟାସ୍ ଟାଙ୍କି ବିସ୍ଫୋରଣ, ଜଣେ ମୃତ ଓ ୬ ଆହତ

06 Nov 2023 By The Sakala

୪ ଦଶନ୍ଧି ହେଲା ସ୍ବାଧୀନତା ସଂଗ୍ରାମୀଙ୍କୁ ମିଳିନି ପେନ୍‌ସନ୍‌, କେନ୍ଦ୍ର ଉପରେ ଜରିମାନା ଲଗାଇଲେ ହାଇକୋର୍ଟ

ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହା ସହିତ ଅବହେଳା ପାଇଁ ୨୦ ହଜାର ଟଙ୍କା ଜରିମାନା ଲଗାଇଛନ୍ତି। ଜଣେ ୯୬ ବର୍ଷୀୟ ସ୍ବାଧୀନତା ସଂଗ୍ରାମୀଙ୍କୁ ପେନ୍‌ସନ ଦେବା ପାଇଁ ୪୦ ବର୍ଷ ଲଗାଇ ଦେଇଥିବାରୁ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ସ୍ବାଧୀନତା ସଂଗ୍ରାମୀ ଉତ୍ତମ ଲାଲ ସିଂହଙ୍କ ମାମଲା ଉପରେ ବିଚାର କରି ବିଚାରପତି ସୁବ୍ରମଣ୍ୟମ ପ୍ରସାଦ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ୬ ସପ୍ତାହ ମଧ୍ୟରେ ଆବେଦନକାରୀଙ୍କୁ ଜରିମାନା ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀଲାଲ୍‌ଙ୍କୁ ୧୯୮୦ ମସିହାରୁ ସ୍ବତନ୍ତ୍ରତା ସୈନିକ ସମ୍ମାନ ପେନ୍‌ସନ ପ୍ରଦାନ କରିବାକୁ କହଛନ୍ତି। ଏହା ଉପରେ ୬ ପ୍ରତିଶତ ହାରରେ ସୁଧ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସ୍ବାଧୀନତା ସଂଗ୍ରାମରେ ଝାଳ ଏବଂ ରକ୍ତ ଦେଇଥିବା ବ୍ୟକ୍ତି ପେନ୍‌ସନ ପାଇଁ ୪୦ ବର୍ଷ ହେଲା ଘୂରି ବୁଲୁଛନ୍ତି ବୋଲି କୋର୍ଟ କହିଛନ୍ତି। କୋର୍ଟ ଗତ ୨ ତାରିଖରେ ଏହି ରାୟ ଦେଇଥିଲେ। ସୂଚନା ଅନୁଯାୟୀ ବିହାର ସରକାର ଲାଲଙ୍କୁ ପେନ୍‌ସନ ଦେବା ପାଇଁ କେନ୍ଦ୍ରକୁ ସୁପାରିସ କରିଥିଲେ। କିନ୍ତୁ କେନ୍ଦ୍ର ସରକାର ତାଙ୍କ କାଗଜପତ୍ର ହଜାଇ ଦେଇଥିଲେ। ଜଣେ ସ୍ବାଧୀନତା ସଂଗ୍ରାମୀଙ୍କୁ ଯେଉଁ ଭଳି ବ୍ୟବହାର ଦିଆଗଲା ତାହା ଅତ୍ୟନ୍ତ ଦୁଃଖର ବିଷୟ ବୋଲି କୋର୍ଟ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର