ନୋଏଡାର ଏକ ବସ୍ତିରେ ଭୟଙ୍କର ଅଗ୍ନିକାଣ୍ଡ: ୨ ଶିଶୁ ମୃତ, ଉଦ୍ଧାର କାର୍ଯ୍ଯ ଜାରି

The Sakala Picture
Published On

ନୋଏଡା : ନୋଏଡାର ସେକ୍ଟର ୬୩ ସ୍ଥିତ ବହଲୋଲପୁରରେ ଝୁପୁଡି ଘରଗୁଡିକରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ନିଆଁରେ ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ଏ ପର୍ଯ୍ଯନ୍ତ ଦୁଇଟି ପିଲାଙ୍କ ମୃତ ଶରୀର ଉଦ୍ଧାର କରାଯାଇଛି। ଖବରା ପାଇଁ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗର ୩୦ଟି ଗାଡି ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା ଜାରି ରଖିଛନ୍ତି। ଏଠାରେ ୨୦ ବିଘା ଅଞ୍ଚଳରେ ୧୬୦୦ରୁ ଅଧିକ ଝୁପୁଡି ଘରେ ପ୍ରାୟ ୭ ହଜାରରୁ ଅଧିଲ ଲୋକ […]

ନୋଏଡା : ନୋଏଡାର ସେକ୍ଟର ୬୩ ସ୍ଥିତ ବହଲୋଲପୁରରେ ଝୁପୁଡି ଘରଗୁଡିକରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ନିଆଁରେ ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ଏ ପର୍ଯ୍ଯନ୍ତ ଦୁଇଟି ପିଲାଙ୍କ ମୃତ ଶରୀର ଉଦ୍ଧାର କରାଯାଇଛି। ଖବରା ପାଇଁ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗର ୩୦ଟି ଗାଡି ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା ଜାରି ରଖିଛନ୍ତି। ଏଠାରେ ୨୦ ବିଘା ଅଞ୍ଚଳରେ ୧୬୦୦ରୁ ଅଧିକ ଝୁପୁଡି ଘରେ ପ୍ରାୟ ୭ ହଜାରରୁ ଅଧିଲ ଲୋକ ରହୁଥିଲେ।

ଆହୁରି ପଢ଼ନ୍ତୁ: ଇରାନ ସହ ତିକ୍ତତା ମଧ୍ୟରେ ୨୫୦ ଦିନର ଲମ୍ବା ମିଶନ ପରେ ଥାଇଲାଣ୍ଡରେ ପହଞ୍ଚିଲା ଆମେରିକୀୟ ଯୁଦ୍ଧପୋତ 'ୟୁଏସଏସ ଅବ୍ରାହମ ଲିଙ୍କନ'

ସିଲିଣ୍ଡର ଫାଟିବା କାରଣରୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ଏହା ପରେ ଗୋଟିଏ ପରେ ଗୋଟିଏ ଅନେକ ସିଲିଣ୍ଡର ଫାଟିଥିଲା।  ଏହି ଭୟଙ୍କର ଅଗ୍ନୀକାଣ୍ଡରେ ଅନେକ କିଲୋମିଟର ଯାଏଁ ଧୂଆଁ ବ୍ୟାପୀ ଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ଏବଂ ଉଦ୍ଧାରକାରୀ ଦଳ ନିଆଁକୁ ନିୟନ୍ତ୍ରଣ କରିବାରେ ଜୁଟିଛନ୍ତି।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର