ବେଆଇନ୍ ବାଣ ଗୋଦାମରେ ବିସ୍ଫୋରଣ : ୩ ମୃତ, ୭ ଆହତ
ଭୋପାଳ : ମଧ୍ୟପ୍ରଦେଶର ମୋରେନାରେ ଗୁରୁବାର ଏକ ବାଣ ଗୋଦାମରେ ବିସ୍ଫୋରଣ ହୋଇଛି। ବିସ୍ଫୋରଣବେଳେ ୧୦ରୁ ଅଧିକ ଲୋକ ସେଠାରେ ଥିଲେ। ଏହି ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୭ ଜଣ ଆହତ ହୋଇଛନ୍ତି। ବାନମୋର ନଗରର ଜୈତପୁର ରୋଡରେ ଅବସ୍ଥିତ ଗୋଦାମରେ ବିସ୍ଫୋରଣ ଘଟିବା ମାତ୍ରେ ଆତଙ୍କ ଖେଳିଯାଇଥିଲା। ଏଥି ସହ ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଓ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ

20 Oct 2022
By The Sakala

⊕ https://www.thesakala.in/national-international/explosion-in-illegally-operated-firecracker-factory-3-dead-7-injured/article-15888