ନିଷ୍ଠୁର ହେଲା ମା’: ହୋମୱାର୍କ ନ କରିଥିବାରୁ ଛୁଆକୁ ଦେଲା ଅଜବ ଶାସ୍ତି, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ….

The Sakala Picture
Published On

ନୂଆଦିଲ୍ଲୀ: ନିଷ୍ଠୁର ମା’। ହୋମୱାର୍କ ନ କରିଥିବାରୁ ଛୁଆକୁ ଏମିତି ଶାସ୍ତି ଦେଇଛି ଯେ ଯାହକୁ ଦେଖିଲେ ଆପଣଙ୍କ ଛାତି ଥରି ଉଠିବ। ଏଭଳି ଛାତିଥରା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଛୁଆଟି ହୋତଗୋଡ ବାନ୍ଧାଯଇଛି। ଡହଡ଼ହ ଖରାବେଳଟାରେ ହୋତଗୋଡ ବନ୍ଧି ଛାତଉପରେ ଛୁଆଟିକୁ ଶୁଆଇ ଦିଆଯାଇଛି। ଭିଡିଓରେ ଏହା ସ୍ପଷ୍ଟ ଜଣାପଡ଼ୁଛି ଯେ ଝଅଟି କାନ୍ଦିକାନ୍ଦି ଚିତ୍କାର କରୁଛି। ସେ ଆଉ ଏପରି ଭୁଲ  ନ […]

ନୂଆଦିଲ୍ଲୀ: ନିଷ୍ଠୁର ମା’। ହୋମୱାର୍କ ନ କରିଥିବାରୁ ଛୁଆକୁ ଏମିତି ଶାସ୍ତି ଦେଇଛି ଯେ ଯାହକୁ ଦେଖିଲେ ଆପଣଙ୍କ ଛାତି ଥରି ଉଠିବ। ଏଭଳି ଛାତିଥରା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଛୁଆଟି ହୋତଗୋଡ ବାନ୍ଧାଯଇଛି। ଡହଡ଼ହ ଖରାବେଳଟାରେ ହୋତଗୋଡ ବନ୍ଧି ଛାତଉପରେ ଛୁଆଟିକୁ ଶୁଆଇ ଦିଆଯାଇଛି। ଭିଡିଓରେ ଏହା ସ୍ପଷ୍ଟ ଜଣାପଡ଼ୁଛି ଯେ ଝଅଟି କାନ୍ଦିକାନ୍ଦି ଚିତ୍କାର କରୁଛି। ସେ ଆଉ ଏପରି ଭୁଲ  ନ କରିବାକୁ ତାଙ୍କ ମା’ଙ୍କୁ ପ୍ରତିଶୃତି ଦେଉଛି।

ଆହୁରି ପଢ଼ନ୍ତୁ: ୧୦ ଦିନରେ ଚତୁର୍ଥ ଥର ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ, ଭୁବନେଶ୍ୱରରେ ୧୦୦ ପାର୍ କଲା ଡିଜେଲ

ଖବର ଅନୁଯାୟୀ, ଏହି ଘଟଣାଟି ଦିଲ୍ଲୀର ତୁକମିର ପୁର ଗଳି ନଂ ୨ରେ ଘଟିଥିବା କୁହାଯାଉଛି। ଭିଡିଓ ଭାଇରାଲ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଖବର ପାଇ ପୁଲିସ ଝିଅର ଘରେ ପହଞ୍ଚିଥିଲା। ପଚାରାଉଚାରେ ସମୟରେ ମାଆ କହିଥିଲେ ଯେ, ଝିଅ ହୋମ ୱାର୍କ କରି ନ ଥିଲା। ସେଥିପାଇଁ ଆମେ ତା’ ହାତ ଏବଂ ପାଦକୁ ଦଉଡିରେ ୫ରୁ ୭ ମିନିଟ୍ ପର୍ଯ୍ୟନ୍ତ ବାନ୍ଧି ଛାତ ଉପରେ ଶୋଇବା ପାଇଁ କହିଥିଲୁ। ଯାହାଫଳରେ ସେ ପ୍ରତିଦିନ ନିଜ ହୋମୱାର୍କ ଠିକ ସମୟରେ କରିବ। କିଛି ସମୟ ପରେ ଆମେ ତା’ର ହାତ ଓ ପାଦ ଖୋଲି ତଳକୁ ଆଣିଥିଲୁ।

ଆହୁରି ପଢ଼ନ୍ତୁ: ଗ୍ୱାଲିୟରରୁ ଆସିଲା ଆଶ୍ଚର୍ଯ୍ୟଜନକ ଘଟଣା: ସ୍ୱାମୀଙ୍କୁ କଳା କହି ଥଟ୍ଟା କରିବା ସହ ଆଇଫୋନ୍ ଓ ଏସି ମାଗୁଛି ସ୍ତ୍ରୀ

ଯେତେବେଳେ ମାଆ ତାଙ୍କ ପିଲାଟିକୁ ଦଣ୍ଡ ଦେବା ପାଇଁ ହାତଗୋଡ଼ ବାନ୍ଧି ଛାତ ଉପରେ ଶୁଆଇ ଦେଇଥିଲେ ସେତେବେଳେ ସେ ସେ ଚିତ୍କାର କରୁଥିଲା।  ଝିଅର କ୍ରନ୍ଦନ ଶୁଣି ପଡୋଶୀମାନେ ଏହି ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।

ଆହୁରି ପଢ଼ନ୍ତୁ: ଚୀନର ବିଶାଳ ସାମରିକ ପ୍ରସ୍ତୁତି: ପରମାଣୁ କେନ୍ଦ୍ର ନିକଟରେ ଲଞ୍ଚ୍ ପ୍ୟାଡ୍ ନିର୍ମାଣ କରୁଥିବା ନେଇ ସାଟେଲାଇଟ୍ ଚିତ୍ରରୁ ଖୁଲାସା

08 Jun 2022 By The Sakala

ନିଷ୍ଠୁର ହେଲା ମା’: ହୋମୱାର୍କ ନ କରିଥିବାରୁ ଛୁଆକୁ ଦେଲା ଅଜବ ଶାସ୍ତି, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ….

ନୂଆଦିଲ୍ଲୀ: ନିଷ୍ଠୁର ମା’। ହୋମୱାର୍କ ନ କରିଥିବାରୁ ଛୁଆକୁ ଏମିତି ଶାସ୍ତି ଦେଇଛି ଯେ ଯାହକୁ ଦେଖିଲେ ଆପଣଙ୍କ ଛାତି ଥରି ଉଠିବ। ଏଭଳି ଛାତିଥରା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଛୁଆଟି ହୋତଗୋଡ ବାନ୍ଧାଯଇଛି। ଡହଡ଼ହ ଖରାବେଳଟାରେ ହୋତଗୋଡ ବନ୍ଧି ଛାତଉପରେ ଛୁଆଟିକୁ ଶୁଆଇ ଦିଆଯାଇଛି। ଭିଡିଓରେ ଏହା ସ୍ପଷ୍ଟ ଜଣାପଡ଼ୁଛି ଯେ ଝଅଟି କାନ୍ଦିକାନ୍ଦି ଚିତ୍କାର କରୁଛି। ସେ ଆଉ ଏପରି ଭୁଲ  ନ କରିବାକୁ ତାଙ୍କ ମା’ଙ୍କୁ ପ୍ରତିଶୃତି ଦେଉଛି।

ଖବର ଅନୁଯାୟୀ, ଏହି ଘଟଣାଟି ଦିଲ୍ଲୀର ତୁକମିର ପୁର ଗଳି ନଂ ୨ରେ ଘଟିଥିବା କୁହାଯାଉଛି। ଭିଡିଓ ଭାଇରାଲ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଖବର ପାଇ ପୁଲିସ ଝିଅର ଘରେ ପହଞ୍ଚିଥିଲା। ପଚାରାଉଚାରେ ସମୟରେ ମାଆ କହିଥିଲେ ଯେ, ଝିଅ ହୋମ ୱାର୍କ କରି ନ ଥିଲା। ସେଥିପାଇଁ ଆମେ ତା’ ହାତ ଏବଂ ପାଦକୁ ଦଉଡିରେ ୫ରୁ ୭ ମିନିଟ୍ ପର୍ଯ୍ୟନ୍ତ ବାନ୍ଧି ଛାତ ଉପରେ ଶୋଇବା ପାଇଁ କହିଥିଲୁ। ଯାହାଫଳରେ ସେ ପ୍ରତିଦିନ ନିଜ ହୋମୱାର୍କ ଠିକ ସମୟରେ କରିବ। କିଛି ସମୟ ପରେ ଆମେ ତା’ର ହାତ ଓ ପାଦ ଖୋଲି ତଳକୁ ଆଣିଥିଲୁ।

ଯେତେବେଳେ ମାଆ ତାଙ୍କ ପିଲାଟିକୁ ଦଣ୍ଡ ଦେବା ପାଇଁ ହାତଗୋଡ଼ ବାନ୍ଧି ଛାତ ଉପରେ ଶୁଆଇ ଦେଇଥିଲେ ସେତେବେଳେ ସେ ସେ ଚିତ୍କାର କରୁଥିଲା।  ଝିଅର କ୍ରନ୍ଦନ ଶୁଣି ପଡୋଶୀମାନେ ଏହି ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର